ସାଇକେଲରେ ଯାତ୍ରା କରି ଅକ୍ଷୟଙ୍କୁ ଭେଟିଲେ ଫ୍ୟାନ୍‌

ମୁମ୍ବାଇ: ନିଜ ମନ ପସନ୍ଦର କଳାକାର ସହ ଦେଖା କରିବାକୁ ଫ୍ୟାନ୍‌ମାନେ ଘଣ୍ଟା ଘଣ୍ଟା ସେମାନଙ୍କ ଘର ଆଗରେ ଛିଡ଼ା ହେବା କଥା ତ ସମସ୍ତେ ଜାଣନ୍ତି। କିନ୍ତୁ ବେଳେ ବେଳେ ଏହି ଫ୍ୟାନ୍‌ ମନ ପସନ୍ଦର କଳାକାର ପାଇଁ ଏମିତି କିଛି କରି ବସନ୍ତି ଯାହାକୁ ଦେଖି ନିଜେ କଳାକାର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ନିକଟରେ ଅକ୍ଷୟ କୁମାରଙ୍କ ପାଇଁ ଏମିତି କିଛି ଆଶ୍ଚର୍ଯ୍ୟଜନକ କାମ କରିଛନ୍ତି ତାଙ୍କର ଜଣେ ଫ୍ୟାନ୍। ନିଜ ହିରୋକୁ […]

akshay-kumar

akshay-kumar

Rakesh Mallick
  • Published: Saturday, 21 January 2017
  • Updated: 21 January 2017, 01:57 PM IST

Sports

Latest News

ମୁମ୍ବାଇ: ନିଜ ମନ ପସନ୍ଦର କଳାକାର ସହ ଦେଖା କରିବାକୁ ଫ୍ୟାନ୍‌ମାନେ ଘଣ୍ଟା ଘଣ୍ଟା ସେମାନଙ୍କ ଘର ଆଗରେ ଛିଡ଼ା ହେବା କଥା ତ ସମସ୍ତେ ଜାଣନ୍ତି। କିନ୍ତୁ ବେଳେ ବେଳେ ଏହି ଫ୍ୟାନ୍‌ ମନ ପସନ୍ଦର କଳାକାର ପାଇଁ ଏମିତି କିଛି କରି ବସନ୍ତି ଯାହାକୁ ଦେଖି ନିଜେ କଳାକାର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି।

ନିକଟରେ ଅକ୍ଷୟ କୁମାରଙ୍କ ପାଇଁ ଏମିତି କିଛି ଆଶ୍ଚର୍ଯ୍ୟଜନକ କାମ କରିଛନ୍ତି ତାଙ୍କର ଜଣେ ଫ୍ୟାନ୍। ନିଜ ହିରୋକୁ ଦେଖା କରିବା ପାଇଁ ଜଣେ ଯୁବକ ହରିଦ୍ୱାରରୁ ମୁମ୍ବାଇ ସାଇକେଲରେ ଯାତ୍ରା କରି ଅକ୍ଷୟ କୁମାରଙ୍କୁ ଦେଖା କରିଛନ୍ତି। ଏହି ଖବର ଅକ୍ଷୟ ନିଜେ ଦେଇଛନ୍ତି। ନିଜ ଫ୍ୟାନ୍‌ଙ୍କ ସହ ଫଟୋ ଉଠାଇ ଅକ୍ଷୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଏବଂ ଦେଖା କରିବା ପାଇଁ ଏଭଳି କଷ୍ଟଦାୟକ କାମ ନ କରିବା ପାଇଁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story