ସ୍କ୍ରିନିଂ ଦେଖି ଖୁବ୍‌ ପ୍ରଂଶସା କଲେ ଅକ୍ଷୟ ଓ ଟ୍ୱିଙ୍କଲ୍‌

ମୁମ୍ବାଇ: ‘କାବୀଲ’ର ସ୍କ୍ରିନିଂ ଦେଖି ଫିଲ୍ମର ଖୁବ୍‌ ପ୍ରଂଶସା କରିଛନ୍ତି ଅକ୍ଷୟ କୁମାର ଓ ଟ୍ୱିଙ୍କଲ୍‌ ଖାନ୍ନା। ଫିଲ୍ମରେ ହ୍ରିତିକ୍‌ଙ୍କ କାମକୁ ମଧ୍ୟ ଅକ୍ଷୟ ପ୍ରଶଂସା କରିଛନ୍ତି। ଅକ୍ଷୟ ଏହି ପ୍ରଂଶସା ଟ୍ୱିଟ୍‌ କରି ଜଣାଇଛନ୍ତି। ‘ଫିଲ୍ମରେ ହ୍ରତିକ୍‌ଙ୍କ ଅଭିନୟ ସତରେ ପ୍ରଂଶସାର ଯୋଗ୍ୟ’ ବୋଲି ଅକ୍ଷୟ ଟ୍ୱିଟ୍‌ କରି ଲେଖିଥିଲେ। ଫିଲ୍ମଟି ଆସନ୍ତା କାଲି ଶାହାରୁଖଙ୍କ ‘ରଇସ’ ସହ ରିଲିଜ ହେବାକୁ ଯାଉଛି। ତେବେ ପୂର୍ବରୁ ଫିଲ୍ମର ସ୍କ୍ରିନିଂର ଆୟୋଜନ କରାଯାଇଥିଲା। ଏହି ସ୍କ୍ରିନିଂ ଦେଖିବା […]

akshay_twinkle

akshay_twinkle

Rakesh Mallick
  • Published: Tuesday, 24 January 2017
  • Updated: 24 January 2017, 02:27 PM IST

Sports

Latest News

ମୁମ୍ବାଇ: ‘କାବୀଲ’ର ସ୍କ୍ରିନିଂ ଦେଖି ଫିଲ୍ମର ଖୁବ୍‌ ପ୍ରଂଶସା କରିଛନ୍ତି ଅକ୍ଷୟ କୁମାର ଓ ଟ୍ୱିଙ୍କଲ୍‌ ଖାନ୍ନା। ଫିଲ୍ମରେ ହ୍ରିତିକ୍‌ଙ୍କ କାମକୁ ମଧ୍ୟ ଅକ୍ଷୟ ପ୍ରଶଂସା କରିଛନ୍ତି। ଅକ୍ଷୟ ଏହି ପ୍ରଂଶସା ଟ୍ୱିଟ୍‌ କରି ଜଣାଇଛନ୍ତି। ‘ଫିଲ୍ମରେ ହ୍ରତିକ୍‌ଙ୍କ ଅଭିନୟ ସତରେ ପ୍ରଂଶସାର ଯୋଗ୍ୟ’ ବୋଲି ଅକ୍ଷୟ ଟ୍ୱିଟ୍‌ କରି ଲେଖିଥିଲେ।

ଫିଲ୍ମଟି ଆସନ୍ତା କାଲି ଶାହାରୁଖଙ୍କ ‘ରଇସ’ ସହ ରିଲିଜ ହେବାକୁ ଯାଉଛି। ତେବେ ପୂର୍ବରୁ ଫିଲ୍ମର ସ୍କ୍ରିନିଂର ଆୟୋଜନ କରାଯାଇଥିଲା। ଏହି ସ୍କ୍ରିନିଂ ଦେଖିବା ପାଇଁ ବଲିଉଡର ଅନେକ କଳାକାର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story