ଆସିବ ‘ନୋ ଏଣ୍ଟ୍ରି ମେ’ ଏଣ୍ଟ୍ରି ’ର ସିକ୍ଵେଲ୍‌ : ସଲମାନ୍‌ଙ୍କ ଜାଗାରେ ଏଣ୍ଟ୍ରି କରିବେ ଏହି ନାୟକ

ମୁମ୍ବାଇ: ଏବେବି ସଲମାନ୍‌ଙ୍କ ‘ନୋ ଏଣ୍ଟ୍ରି’ର ଭରପୂର କ୍ରେଜ୍‌ ରହିଛି । ଜବରଦସ୍ତ କମେଡି ଭରା ଏହି ଫିଲ୍ମଟି ୨୦୦୫ରେ ପରଦାକୁ ଆସିଥିଲା। ସେଥିରେ ସଲମାନ୍‌ ଖାନ୍‌, ଅନିଲ କପୁର ଓ ଫର୍ଦ୍ଦିନ ଖାନ୍‌ଙ୍କ ଜବରଦସ୍ତ କମେଡି ଦେଖିବାକୁ ମିଳିଥିଲା। ଏବେ ପୁଣି ହେବାକୁ ଯାଉଛି  ‘ନୋ ଏଣ୍ଟ୍ରି’ର ସିକ୍ଵେଲ୍‌। ସିକ୍ଵେଲ୍‌ରେ ମଧ୍ୟ ଫିଲ୍ମ ନିର୍ଦ୍ଦେଶକ ଅନିସ ବାଜମି ସଲମାନଙ୍କୁ ନେବାକୁ ଚାହୁଁଥିଲେ। କିନ୍ତୁ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବା କାରଣରୁ ସଲମାନ ପକ୍ଷେ ଏହା ସମ୍ଭବ […]

salman

salman

Rakesh Mallick
  • Published: Tuesday, 14 November 2017
  • Updated: 15 November 2017, 12:30 PM IST

Sports

Latest News

ମୁମ୍ବାଇ: ଏବେବି ସଲମାନ୍‌ଙ୍କ ‘ନୋ ଏଣ୍ଟ୍ରି’ର ଭରପୂର କ୍ରେଜ୍‌ ରହିଛି । ଜବରଦସ୍ତ କମେଡି ଭରା ଏହି ଫିଲ୍ମଟି ୨୦୦୫ରେ ପରଦାକୁ ଆସିଥିଲା। ସେଥିରେ ସଲମାନ୍‌ ଖାନ୍‌, ଅନିଲ କପୁର ଓ ଫର୍ଦ୍ଦିନ ଖାନ୍‌ଙ୍କ ଜବରଦସ୍ତ କମେଡି ଦେଖିବାକୁ ମିଳିଥିଲା। ଏବେ ପୁଣି ହେବାକୁ ଯାଉଛି  ‘ନୋ ଏଣ୍ଟ୍ରି’ର ସିକ୍ଵେଲ୍‌। ସିକ୍ଵେଲ୍‌ରେ ମଧ୍ୟ ଫିଲ୍ମ ନିର୍ଦ୍ଦେଶକ ଅନିସ ବାଜମି ସଲମାନଙ୍କୁ ନେବାକୁ ଚାହୁଁଥିଲେ। କିନ୍ତୁ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବା କାରଣରୁ ସଲମାନ ପକ୍ଷେ ଏହା ସମ୍ଭବ ହୋଇପାରି ନ ଥିଲା।

ଚର୍ଚ୍ଚା ହେଉଛି ଫିଲ୍ମରେ ସଲମାନଙ୍କ ସ୍ଥାନରେ ଖିଲାଡ଼ି ଅକ୍ଷୟ କୁମାରଙ୍କୁ ନିଆଯିବ। କିନ୍ତୁ ଅକ୍ଷୟ ଏହି ଫିଲ୍ମ କରିବେକି ନାହିଁ ଏପର୍ଯ୍ୟନ୍ତ ନିଜର ମତାମତ ଦେଇନାହାନ୍ତି। ଅକ୍ଷୟ ଓ ସଲମାନ୍‌ଙ୍କ ଭିତରେ ଖୁବ୍‌ ଭଲ ସମ୍ପର୍କ। ଯେହେତୁ ପାର୍ଟ ୱାନ୍‌ରେ ସଲମାନ୍‌ ଥିଲେ ତେଣୁ ଅକ୍ଷୟ ଏହି ଫିଲ୍ମରେ ଅଭିନୟ କରିବା ପୂର୍ବରୁ ପ୍ରଥମେ ସଲମାନଙ୍କ ସହ ଆଲୋଚନା କରିବା ଜରୁରି ବୋଲି ବିଚାର କରୁଛନ୍ତି। ଖବର ମୁତାବକ ଏହି ସିକ୍ଵେଲ୍‌ର ନାଁ ‘ନୋ ଏଣ୍ଚ୍ରି ମେ ଏଣ୍ଟ୍ରି’ ରଖାଯିବ।

ଆହୁରି ମଧ୍ୟ ପଢନ୍ତୁ: ୪୨୦ କୋଟି ଟଙ୍କାର ଫିଲ୍ମ ‘ରୋବର୍ଟ ୨.୦’ରେ ରଜନୀକାନ୍ତ ଓ ଅକ୍ଷୟ କୁମାର କେତେ ଟଙ୍କା ନେଇଛନ୍ତି ଜାଣନ୍ତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story