ଆଲିଆଙ୍କ ପ୍ରଥମ ପସନ୍ଦ ସିଦ୍ଧାର୍ଥ ମଲହୋତ୍ରା

ମୁମ୍ବାଇ: ବଲିଉଡ୍‌ ନୂଆ  ଚୁଲବୁଲି ଅଭିନେତ୍ରୀ ଆଲିଆଙ୍କ ସିଦ୍ଧାର୍ଥ ମଲହୋତ୍ରା। ଯଦି ପୃଥିବୀରେ ତୁମେ ଶେଷ ମହିଳା ହେବ ତାହା ହେଲେ ସଂସାର ତିଆରି କରିବା ପାଇଁ ରଣବୀର ସିଂହ, ସିଦ୍ଧାର୍ଥ ମଲହୋତ୍ରା,ବରୁଣ ଧବନ, ସାହିଦ କପୁରଙ୍କ ମଧ୍ୟରୁ ତୁମେ କାହାକୁ ପସନ୍ଦ କରିବ ବୋଲି ଏକ ସାକ୍ଷାତକାରରେ  ଆଲିଆଙ୍କୁ  ପଚାର ଯାଇଥିଲା।  କିନ୍ତୁ ଆଲିଆ ପ୍ରଥମେ ସିଦ୍ଧାର୍ଥ ମଲହ୍ରୋତାଙ୍କ ନାମ ନେଇଥିଲେ। ଆଲିଆଙ୍କର ସିଦ୍ଧାର୍ଥଙ୍କ ସାଙ୍ଗରେ  ଭଲ ବନ୍ଧ୍ୱତ୍ୱ ରହିଛି । ଅନେକ ସମୟରେ  ଉଭୟଙ୍କୁ ଏକା ସାଙ୍ଗରେ […]

alia_sidharth_

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 04:35 PM IST

ମୁମ୍ବାଇ: ବଲିଉଡ୍‌ ନୂଆ  ଚୁଲବୁଲି ଅଭିନେତ୍ରୀ ଆଲିଆଙ୍କ ସିଦ୍ଧାର୍ଥ ମଲହୋତ୍ରା। ଯଦି ପୃଥିବୀରେ ତୁମେ ଶେଷ ମହିଳା ହେବ ତାହା ହେଲେ ସଂସାର ତିଆରି କରିବା ପାଇଁ ରଣବୀର ସିଂହ, ସିଦ୍ଧାର୍ଥ ମଲହୋତ୍ରା,ବରୁଣ ଧବନ, ସାହିଦ କପୁରଙ୍କ ମଧ୍ୟରୁ ତୁମେ କାହାକୁ ପସନ୍ଦ କରିବ ବୋଲି ଏକ ସାକ୍ଷାତକାରରେ  ଆଲିଆଙ୍କୁ  ପଚାର ଯାଇଥିଲା।  କିନ୍ତୁ ଆଲିଆ ପ୍ରଥମେ ସିଦ୍ଧାର୍ଥ ମଲହ୍ରୋତାଙ୍କ ନାମ ନେଇଥିଲେ।

ଆଲିଆଙ୍କର ସିଦ୍ଧାର୍ଥଙ୍କ ସାଙ୍ଗରେ  ଭଲ ବନ୍ଧ୍ୱତ୍ୱ ରହିଛି । ଅନେକ ସମୟରେ  ଉଭୟଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳୁଛି।

 ବର୍ତ୍ତମାନ ଆଲିଆ  ଆମେରିକାର ହେଉଥିବା ‘ଡ୍ରିମ  ଟିମ ଦୁର’ରେ ଭାଗ ନେଇଛନ୍ତି। ଏହାପରେ ବରୁଣ ଧବନଙ୍କ ସହ ଧର୍ମା ପ୍ରଡକସନର ଏକ ଫିଲ୍ମ ‘ସୁଦ୍ଧି’ରେ ତାଙ୍କୁ ଦେଖିବାକୁ ମଳିବ।

Related story