‘ଦଙ୍ଗଲ’ର ପ୍ରମୋସନକୁ ନେଇ ଆମୀରଙ୍କ ଝିଅ ଇରା ଏବେ ଚର୍ଚ୍ଚାରେ

ମୁମ୍ବାଇ: ଆମୀର ଖାନ୍‌ଙ୍କ ଝିଅ ଇରା ଏବେ ଚର୍ଚ୍ଚାରେ। ଚର୍ଚ୍ଚା ତାଙ୍କ ପ୍ରମୋସନର ଷ୍ଟାଇଲକୁ ନେଇ।

ବାପା ଆମୀରଙ୍କ ‘ଦଙ୍ଗଲ’ର ପ୍ରମୋସନ ପାଇଁ ଇରା ଓ ତାଙ୍କର କିଛି ସାଙ୍ଗକୁ ନେଇ ପ୍ରମୋସନରେ ଲାଗି ପଡ଼ିଛନ୍ତି। ଫିଲ୍ମର ଗୀତ ‘ବାପୁ ତୁ ସେହଦ କେ ଲିଏ ହାନୀ କାରକ ହୈ’ ଗୀତ ଲେଖା ଥିବା ଟି-ସାର୍ଟ ପିନ୍ଧି କରୁଛନ୍ତି ପ୍ରମୋସନ।

ତେବେ ଫିଲ୍ମର ପ୍ରମୋସନ ପାଇଁ ଝିଅର ଏପରି ପ୍ରୟାସକୁ ଆମୀର ଟ୍ୱିଟରରେ ଜରିଆରେ ଜଣାଇଛନ୍ତି।