୨୮ ବର୍ଷ ପରେ ଏକାଠି ହେଲେ ଅମିତାଭ- ଅମ୍ରିତା ସିଂହ

ମୁମ୍ୱାଇ: ଅମିତାଭ ବଚ୍ଚନଙ୍କର ଥ୍ରୀଲର୍‌ ଫିଲ୍ମ ‘ବଦଲା’ର ଟ୍ରେଲର୍‌ ରିଲିଜ୍‌ ହୋଇସାରିଛି। ଏହି ଟ୍ରେଲର୍‌ରେ ଥିବା ରହସ୍ୟମୟ ପୋଷ୍ଟରକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି। ତେବେ ଏହି ଥ୍ରୀଲର୍‌ ଫିଲ୍ମରେ ତାପସୀ ପନ୍ନୁ ଓ ଅମିତାଭ ବଚ୍ଚନ ଅଭିନୟ କରିଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀ ଏଥିରେ ଅଭିନୟ କରିଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତ୍ରୀ ଅମ୍ରିତା ସିଂହ ଅଭିନୟ କରିଛନ୍ତି। ଅମୃତାଙ୍କୁ ଶେଷଥର ପାଇଁ ଫିଲ୍ମ ‘ଟୁ […]

amitav

amitav

Puspanjali Panda
  • Published: Tuesday, 05 March 2019
  • Updated: 05 March 2019, 11:58 AM IST

Sports

Latest News

ମୁମ୍ୱାଇ: ଅମିତାଭ ବଚ୍ଚନଙ୍କର ଥ୍ରୀଲର୍‌ ଫିଲ୍ମ ‘ବଦଲା’ର ଟ୍ରେଲର୍‌ ରିଲିଜ୍‌ ହୋଇସାରିଛି। ଏହି ଟ୍ରେଲର୍‌ରେ ଥିବା ରହସ୍ୟମୟ ପୋଷ୍ଟରକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି।
ତେବେ ଏହି ଥ୍ରୀଲର୍‌ ଫିଲ୍ମରେ ତାପସୀ ପନ୍ନୁ ଓ ଅମିତାଭ ବଚ୍ଚନ ଅଭିନୟ କରିଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀ ଏଥିରେ ଅଭିନୟ କରିଥିବା ଜଣା ପଡ଼ିଛି।

ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତ୍ରୀ ଅମ୍ରିତା ସିଂହ ଅଭିନୟ କରିଛନ୍ତି। ଅମୃତାଙ୍କୁ ଶେଷଥର ପାଇଁ ଫିଲ୍ମ ‘ଟୁ ଷ୍ଟେଟସ୍‌’ରେ ଦେଖିବାକୁ ମିଳିଥିଲା। ଏହାପରେ ସେ ‘ବଦ୍‌ଲା’ ଫିଲ୍ମ ଜରିଆରେ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ଆସିବେ।

କେବଳ ଏତିକି ନୁହେଁ, ଦର୍ଶକ ୨୮ ବର୍ଷର ବ୍ୟବଧାନ ପରେ ଅମ୍ରିତାଙ୍କୁ ଅମିତାଭ ବଚ୍ଚନଙ୍କ ସହିତ ପରଦାରେ ଦେଖିବାକୁ ପାଇବେ।
୮୦ ଦଶରେ ଅମିତାଭ ଓ ଅମ୍ରିତାଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଦୁହିଁଙ୍କୁ ‘ମର୍ଦ’, ‘ସାଧୁ ସନ୍ଥ’, ‘ତୁଫାନ୍‌’, ‘କ୍ରୋଧ’ ପରି ଫିଲ୍ମରେ ଦେଖିବାକୁ ମିଳିଥିଲା।

ଶେଷ ଫିଲ୍ମ ‘ଟୁ ଷ୍ଟେଟସ୍‌’ରେ ଅମ୍ରିତା ଜଣେ ପଞ୍ଜାବୀ ମହିଳା ଚରିତ୍ରରେ ଅଭିନୟ କରିଥଲେ।  ସେ  ସେଥିରେ ଅର୍ଜ୍ଜୁନ କପୁରଙ୍କ ମା’ ଭୂମିକାରେ ଦମଦାର ପରଫରମାନ୍ସ ଦେଇଥିଲେ। ଯାହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ‘ବଦ୍‌ଲା’ ଫିଲ୍ମରେ ମଧ୍ୟ ଅମ୍ରିତା ପଞ୍ଜାବୀ ମା’ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। କିନ୍ତୁ ଫିଲ୍ମରେ ଏକ ଟ୍ୱିଷ୍ଟ ରହିଛି। ଯାହାକୁ ଆପଣ ଦେଖିଲା ପରେ ଜାଣିପାରିବେ।

‘ପିଙ୍କ୍‌’ ଫିଲ୍ମରେ ଦର୍ଶକ ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରିଥିଲେ। ଯାହା ପରେ ଦୁହେଁ ‘ବଦ୍‌ଲା’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମଟି ଆସନ୍ତା ମାର୍ଚ୍ଚରେ ୮ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story