ସାୟର ୱାସିମ ବରେଲଭିଙ୍କ କାର୍‌କୁ ପିଟିଲା ଡମ୍ଫର

ଦିଲ୍ଲୀ: ଦେଶର ଜଣାଶୁଣା ସାୟର ୱାସିମ ବରେଲଭି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଉତ୍ତରପ୍ରଦେଶର ହାପୁର ନିକଟ ଜାତୀୟ ରାଜପଥରେ ୱାସିମ ବରେଲଭିଙ୍କ କାର୍‌ ଏକ ଡମ୍ଫରରେ ପିଟି ହୋଇ ଯାଇଛି । ଏହି ଦୁର୍ଘଟଣାରୁ ୮୨ ବର୍ଷୀୟ ବରେଲଭି ବର୍ତ୍ତି ଯାଇଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ୱାସିମ ବରେଲଭିଙ୍କୁ ଦିଲ୍ଲୀସ୍ଥିତ ବିଏଲ୍‌କେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ବାମ ହାତ ଓ କାନ୍ଧରେ ଆଘାତ ଲାଗିଥିବା ଏକ୍ସ-ରେ […]

pic

pic

Niharika Rout
  • Published: Wednesday, 18 January 2023
  • Updated: 18 January 2023, 11:53 AM IST

Sports

Latest News

ଦିଲ୍ଲୀ: ଦେଶର ଜଣାଶୁଣା ସାୟର ୱାସିମ ବରେଲଭି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଉତ୍ତରପ୍ରଦେଶର ହାପୁର ନିକଟ ଜାତୀୟ ରାଜପଥରେ ୱାସିମ ବରେଲଭିଙ୍କ କାର୍‌ ଏକ ଡମ୍ଫରରେ ପିଟି ହୋଇ ଯାଇଛି । ଏହି ଦୁର୍ଘଟଣାରୁ ୮୨ ବର୍ଷୀୟ ବରେଲଭି ବର୍ତ୍ତି ଯାଇଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।

ୱାସିମ ବରେଲଭିଙ୍କୁ ଦିଲ୍ଲୀସ୍ଥିତ ବିଏଲ୍‌କେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ବାମ ହାତ ଓ କାନ୍ଧରେ ଆଘାତ ଲାଗିଥିବା ଏକ୍ସ-ରେ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ସେ ଏବେ ବିପଦମୁକ୍ତ ଥିବା ବେଳେ ଖୁବ୍‌ଶୀଘ୍ର ଡିସଚାର୍ଜ ହେବେ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି।

ୱାସିମ ବରେଲଭିଙ୍କ ସମ୍ପର୍କୀୟ କହିଛନ୍ତି ଯେ ବରେଲଭି କିଛି ଦିନ ପୂର୍ବେ ଏକ ସମ୍ମିଳନୀରେ ଯୋଗ ଦେବାକୁ ବାହରିନ ଯାଇଥିଲେ। ତାଙ୍କ ସହ ସାୟର ଅକିଲ ନୋମାନି ବି ଥିଲେ। ଉଭୟ ସେଠାରୁ ଫ୍ଲାଇଟ୍‌ରେ ଦେଶକୁ ଫେରିବା ପରେ  କାର୍‌ ଯୋଗେ ଦିଲ୍ଲୀରୁ ବରେଲି ଯାଉଥିଲେ। ହେଲେ ହାପୁର ନିକଟ ଏନଏଚ୍‌ରେ ତାଙ୍କ କାର୍‌ ଏକ ଡମ୍ଫର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଅକିଲ ନୋମାନି ସୁରକ୍ଷିତ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story