‘ଷ୍ଟାର ଟ୍ରେକ’ କଳାକାର ଏଣ୍ଟନଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ୱାସିଂଟନ: ‘ଷ୍ଟାର ଟ୍ରେକ’ ଓ ‘ଟର୍ମିନେଟର ସାଲଭେସନ୍’ ଫିଲ୍ମରେ କାମ କରିଥିବା ଅଭିନେତା ଏଣ୍ଟନ୍ ଏଲଚିନଙ୍କର ୨୭ ବର୍ଷ ବୟସରେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଣ୍ଟନଙ୍କ ପ୍ରତିନିଧି କହଛନ୍ତି, “ତାଙ୍କ ପରିବାର ବର୍ତ୍ତମାନ ତାଙ୍କର ଏକାନ୍ତତାକୁ ସମ୍ମାନ କରିବାକୁ ଅନୁରେ।ଧ କରିଛନ୍ତି।” ଲସ୍ ଏନଜେଲ୍ସ କାଉଣ୍ଟି ମେଡ଼ିକାଲ ଏକ୍ସଜାମିନର ଅଫିସ୍ ପକ୍ଷରୁ କୁହାଯାଇଛି ଯେ ଏଣ୍ଟନଙ୍କର ଶବ କାଲିଫର୍ଣ୍ଣଆ ସ୍ଥିତ ଷ୍ଟୁଡିଓ ସିଟିରେ ଏକ ଘରର କାନ୍ଥ ଓ ନିଜ କାର ମଝିରେ ଫସି […]

anton-yelchin

anton-yelchin

Rakesh Mallick
  • Published: Monday, 20 June 2016
  • Updated: 20 June 2016, 10:38 PM IST

Sports

Latest News

ୱାସିଂଟନ: ‘ଷ୍ଟାର ଟ୍ରେକ’ ଓ ‘ଟର୍ମିନେଟର ସାଲଭେସନ୍’ ଫିଲ୍ମରେ କାମ କରିଥିବା ଅଭିନେତା ଏଣ୍ଟନ୍ ଏଲଚିନଙ୍କର ୨୭ ବର୍ଷ ବୟସରେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଣ୍ଟନଙ୍କ ପ୍ରତିନିଧି କହଛନ୍ତି, “ତାଙ୍କ ପରିବାର ବର୍ତ୍ତମାନ ତାଙ୍କର ଏକାନ୍ତତାକୁ ସମ୍ମାନ କରିବାକୁ ଅନୁରେ।ଧ କରିଛନ୍ତି।”

ଲସ୍ ଏନଜେଲ୍ସ କାଉଣ୍ଟି ମେଡ଼ିକାଲ ଏକ୍ସଜାମିନର ଅଫିସ୍ ପକ୍ଷରୁ କୁହାଯାଇଛି ଯେ ଏଣ୍ଟନଙ୍କର ଶବ କାଲିଫର୍ଣ୍ଣଆ ସ୍ଥିତ ଷ୍ଟୁଡିଓ ସିଟିରେ ଏକ ଘରର କାନ୍ଥ ଓ ନିଜ କାର ମଝିରେ ଫସି ରହିଥିବା ଅବସ୍ଥାରେ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos