ଭାଲେଣ୍ଟାଇନ୍‌ ଡେ’ପାଳିବେ ନାହିଁ ବିରୁଷ୍କା,କାରଣ...

ମୁମ୍ବାଇ: ବିବାହକୁ ମାସେ ବିତିଲାଣି। ହେଲେ ‘ବିରୁଷ୍କା’ଙ୍କୁ ନେଇ ଚର୍ଚ୍ଚା ଥିମୁନି। କେତେବେଳେ ବିରାଟ ତ କେତେବେଳେ ଅନୁଷ୍କାଙ୍କ ପାଇଁ ଲାଗି ରହିଛି ହଟଚମଟ। ଏବେ ପୁଣି ନୂଆ କଥାଟିଏ ଶୁଣିବାକୁ ମିଳିଲାଣି। ଏବର୍ଷ କୁଆଡେ ଭାଲେଣ୍ଟାଇନ୍‌ ଡେ’ ଦୁହେଁ ମିଶି ପାଳୁ ନାହାନ୍ତି। ମାନେ ଏଥର ପ୍ରେମ ପର୍ବରେ ଏହି ଚର୍ଚ୍ଚିତ ଯୋଡିକୁ ଏକାଠି ଦେଖିପାରିବେନି ଦର୍ଶକ। ଦିହେଁ ଏକାଠି ହେବାର ଚାନ୍ସ ବି ନାହିଁ! କଥାଟା କ’ଣ ଜାଣନ୍ତି, ଡିଏନଏ ରିପୋର୍ଟ ଅନୁସାରେ ଅନୁଷ୍କା […]

Viruska

Viruska

Rakesh Mallick
  • Published: Friday, 02 February 2018
  • Updated: 02 February 2018, 04:47 PM IST

Sports

Latest News

ମୁମ୍ବାଇ: ବିବାହକୁ ମାସେ ବିତିଲାଣି। ହେଲେ ‘ବିରୁଷ୍କା’ଙ୍କୁ ନେଇ ଚର୍ଚ୍ଚା ଥିମୁନି। କେତେବେଳେ ବିରାଟ ତ କେତେବେଳେ ଅନୁଷ୍କାଙ୍କ ପାଇଁ ଲାଗି ରହିଛି ହଟଚମଟ। ଏବେ ପୁଣି ନୂଆ କଥାଟିଏ ଶୁଣିବାକୁ ମିଳିଲାଣି। ଏବର୍ଷ କୁଆଡେ ଭାଲେଣ୍ଟାଇନ୍‌ ଡେ’ ଦୁହେଁ ମିଶି ପାଳୁ ନାହାନ୍ତି। ମାନେ ଏଥର ପ୍ରେମ ପର୍ବରେ ଏହି ଚର୍ଚ୍ଚିତ ଯୋଡିକୁ ଏକାଠି ଦେଖିପାରିବେନି ଦର୍ଶକ। ଦିହେଁ ଏକାଠି ହେବାର ଚାନ୍ସ ବି ନାହିଁ!

କଥାଟା କ’ଣ ଜାଣନ୍ତି, ଡିଏନଏ ରିପୋର୍ଟ ଅନୁସାରେ ଅନୁଷ୍କା ଭାଲେଟାଇନ୍ସ ଡେ’ ଦିନ ନିଜର ଅପକମିଂ ଫିଲ୍ମ ‘ସୁଇ ଧାଗା’ ସୁଟିଂ  ଆରମ୍ଭ  କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଅନୁଷ୍କାଙ୍କ ବିପକ୍ଷରେ  ବରୁଣ ଧବନଙ୍କୁ ଦେଖିବାକୁ ମିଳିବ। ତେଣୁ ଏଥର ଅନୁଷ୍କା ବରୁଣଙ୍କ ସହ ଫିଲ୍ମ ସେଟ୍‌ରେ ହିଁ  ପାଳିବେ ଭାଲେଟାଇନ ଡେ। ଏହି କଥାଟା ଶୁଣି ବିଚାରା ବିରାଟଙ୍କ ମନ କ’ଣ ହେଉଥିବ ଥରେ ଭାବନ୍ତୁ ତ ! ଅବଶ୍ୟ ଅଭିନେତ୍ରୀ ପତ୍ନୀଙ୍କୁ ବା କ’ଣ କହି ରୋକିପାରିବେ ଯେ । ଛାଡନ୍ତୁ, ପ୍ରଥମ ପ୍ରୋ ମ୍ୟାରେଜ ଭାଲେଣ୍ଟାଇନ୍‌ ଡେ ସିନା ମିସ୍‌ ହେଇଗଲା। ରୋମାନ୍ସ କରିବାକୁ ଆଗକୁ ସାରା ଜୀବନ ପଡିଛି ପରା।

ସୂଚନାଯାଗ୍ୟ, କିଛି ଦିନ ପୂର୍ବରୁ ଅପକମିଂ ଫିଲ୍ମ ‘ସୁଇ ଧାଗା’ର ଏକ ଫଟୋ ଅନୁଷ୍କା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏଥିରେ ଅନୁଷ୍କା ହାତରେ ଛୁଞ୍ଚି ଧରି କିଛି ସିଲାଇ କରୁଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story