ଡାକ୍ତରଖାନାରେ ବିରାଟ-ଅନୁଷ୍କା: ଜାଣନ୍ତୁ କାରଣ  

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭିତରେ ଥିବା ପ୍ରେମ ସମ୍ପର୍କ କାହାକୁ ବା ଅଜଣା। କିଛିଦିନ ଏହା ଗୋପନରେ ଚାଲିବା ପରେ ଏବେ ଖୁଲ୍‌ମଖୁଲା ଚାଲିଛି । କଥା କଥାକେ ପର୍ସନାଲ୍‌ କଥା ଘୁରି ବୁଲୁଛି ସୋସିଆଲ୍‌ ମିଡିଆରେ। ଏବେ  ଏହି ଲଭବାର୍ଡଙ୍କ ଡାକ୍ତରଖାନା ଯିବା କଥା ନେଇ ଚର୍ଚ୍ଚା ଜୋର ଧରିଛି। ଅନୁଷ୍କା ନିଜର ବୟଫ୍ରେଣ୍ଡ ବିରାଟଙ୍କୁ ଚର୍ମରୋଗ ବିଶେଷଜ୍ଞ ଡଃ ଗମାଡିଆଙ୍କ ପାଖକୁ ନେଇ […]

virat-and-anushka

virat-and-anushka

Rakesh Mallick
  • Published: Monday, 06 November 2017
  • Updated: 06 November 2017, 03:06 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭିତରେ ଥିବା ପ୍ରେମ ସମ୍ପର୍କ କାହାକୁ ବା ଅଜଣା। କିଛିଦିନ ଏହା ଗୋପନରେ ଚାଲିବା ପରେ ଏବେ ଖୁଲ୍‌ମଖୁଲା ଚାଲିଛି । କଥା କଥାକେ ପର୍ସନାଲ୍‌ କଥା ଘୁରି ବୁଲୁଛି ସୋସିଆଲ୍‌ ମିଡିଆରେ। ଏବେ  ଏହି ଲଭବାର୍ଡଙ୍କ ଡାକ୍ତରଖାନା ଯିବା କଥା ନେଇ ଚର୍ଚ୍ଚା ଜୋର ଧରିଛି।

ଅନୁଷ୍କା ନିଜର ବୟଫ୍ରେଣ୍ଡ ବିରାଟଙ୍କୁ ଚର୍ମରୋଗ ବିଶେଷଜ୍ଞ ଡଃ ଗମାଡିଆଙ୍କ ପାଖକୁ ନେଇ ଯାଇଥିଲେ। ନିଜର ଶରୀରର ସୁନ୍ଦରତା  ଓ ସାସ୍ଥ୍ୟ ସମ୍ପର୍କୀୟ ବିଷୟରେ ବୁଝିବାକୁ ଉଭୟ ଯାଇଥିଲେ। ଅନୁଷ୍କା  ଆଗରୁ ବହୁଥର ଏହି ଚର୍ମରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇଛନ୍ତି। କିନ୍ତୁ ପ୍ରଥମ ଥର ଅନୁଷ୍କା ବିରାଟଙ୍କୁ ନେଇ ଯାଇଥିଲେ। ଏଥରୁ ଜଣାପଡ଼ୁଛି ଅନୁଷ୍କା ନିଜର ବୟଫ୍ରେଣ୍ଡଙ୍କ ସ୍ୱାସ୍ଥ୍ୟ ପ୍ରତି କେତେ ଧ୍ୟାନ ଦେଉଛନ୍ତି।

ଆହୁରି ମଧ୍ୟ ପଢନ୍ତୁ: ପାଦ ଛୁଇଁ ମୁଣ୍ଡିଆ ମାରିବାରେ କ’ଣ ମିଳେ ଉପକାର, ଆସନ୍ତୁ ଜାଣିବା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story