ନିଜ ପାଖରେ ଏହି ଜିନିଷଟି ସାଇତି ରଖିଥାଆନ୍ତି ଅନୁଷ୍କା; କାରଣ କ’ଣ ଜାଣିଛନ୍ତି?

ମୁମ୍ବାଇ: ପ୍ରତ୍ୟେକ ମଣିଷର କିଛି ନା କିଛି ପ୍ରିୟ ଜିନିଷ ଥାଏ। ଯାହାକୁ ସେମାନେ ନିଜ ପାଖରେ ସବୁବେଳେ ରଖିଥାଆନ୍ତି। ଏଥିରୁ କଳାକାରମାନେ ବା କେମିତି ବାଦ ପଡିବେ। ସେମାନେ ବି ନିଜର କିଛି ପ୍ରିୟ ଜିନିଷକୁ ସବୁବେଳେ ନିଜ ପାଖରେ ରଖିଥାନ୍ତି। ସେହି କଳାକାର ମାନଙ୍କ ମଧ୍ୟରୁ  ଆମେ ଆଜି କହୁଛୁ ଅନୁଷ୍କା ଶର୍ମାଙ୍କ ବିଷୟରେ। ନିକଟରେ ଅନୁଷ୍କା ନିଜର ସବୁଠୁ ପ୍ରିୟ ଜିନିଷକୁ ସୋସିଆଲ ମିଡିଆରେ ସେଆର କରିଛନ୍ତି। ସେହି ଜିନିଷକୁ ସେ ସବୁବେଳେ […]

anushka

anushka

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 11:50 AM IST

Sports

Latest News

ମୁମ୍ବାଇ: ପ୍ରତ୍ୟେକ ମଣିଷର କିଛି ନା କିଛି ପ୍ରିୟ ଜିନିଷ ଥାଏ। ଯାହାକୁ ସେମାନେ ନିଜ ପାଖରେ ସବୁବେଳେ ରଖିଥାଆନ୍ତି। ଏଥିରୁ କଳାକାରମାନେ ବା କେମିତି ବାଦ ପଡିବେ। ସେମାନେ ବି ନିଜର କିଛି ପ୍ରିୟ ଜିନିଷକୁ ସବୁବେଳେ ନିଜ ପାଖରେ ରଖିଥାନ୍ତି। ସେହି କଳାକାର ମାନଙ୍କ ମଧ୍ୟରୁ  ଆମେ ଆଜି କହୁଛୁ ଅନୁଷ୍କା ଶର୍ମାଙ୍କ ବିଷୟରେ। ନିକଟରେ ଅନୁଷ୍କା ନିଜର ସବୁଠୁ ପ୍ରିୟ ଜିନିଷକୁ ସୋସିଆଲ ମିଡିଆରେ ସେଆର କରିଛନ୍ତି। ସେହି ଜିନିଷକୁ ସେ ସବୁବେଳେ ନିଜ ପାଖରେ ରଖିଥାଆନ୍ତି। ତେବେ ଚାଲନ୍ତୁ ଜାଣିବା ସେହି ଜିନିଷଟି କ’ଣ?

ସମସ୍ତେ ଜାଣନ୍ତି ଅନୁଷ୍କାଙ୍କୁ ତାଙ୍କ ଭ୍ୟାନିଟି ଭ୍ୟାନ୍ କେତେ ପସନ୍ଦ।  ସେ ନିଜ ଭ୍ୟାନିଟି ଭ୍ୟାନ୍‌ରେ ଯେତେବେଳେ ଯାଆନ୍ତି ସେଥିରେ ତାଙ୍କର ସବୁଠୁ ପ୍ରିୟ କଫି ମଗ୍‌ ନେବାକୁ ଭୁଲନ୍ତି ନାହିଁ। ସୁଟିଂ ମଝିରେ ସେ ନିଜ ଭ୍ୟାନିଟି ଭ୍ୟାନ୍‌ରେ ବିଶ୍ରାମ ନିଅନ୍ତି ଓ ସେତେବେଳେ କଫି ପିଇବାକୁ ପସନ୍ଦ କରନ୍ତି। ତେଣୁ ସେ ନିଜର ପ୍ରିୟ କଫି ମଗକୁ ସବୁବେଳେ ପାଖରେ ରଖିଥାଆନ୍ତି। ଏହାଛଡା ଏହି କଫି ମଗ୍‌ଟି ତାଙ୍କ ପାଇଁ ଶୁଭ ବୋଲି ସେ ଭାବନ୍ତି।

ବିବାହ ପରେ ଅନୁଷ୍କା ନିଜ ଫିଲ୍ମ ‘ଜିରୋ’ରେ ବ୍ୟସ୍ତ ଅଛନ୍ତି। ନିକଟରେ ସୁଟିଂ ମଝିରେ ସେ ନିଜ ଭ୍ୟାନ୍‌ରେ ଥିବା ସମୟରେ କଫି ମଗ୍‌ ସହ ଏକ ଫଟୋ ସେଆର କରି କ୍ୟାପସନ୍‌ ଦେଇଥିଲେ '#NotWithoutMyCoffee'। ଏଥିରୁ ସ୍ପଷ୍ଟ ହେଉଛି ଏହି କଫି ମଗ୍ ତାଙ୍କର କେତେ ପ୍ରିୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story