ଅନୁଷ୍କାଙ୍କୁ ନେଇ ରାତାରାତି ବିଦେଶ ଉଡ଼ିଗଲେ ବିରାଟ: ଇଟାଲୀରେ ବାଜିବ ସାହାନାଈ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ କଳ୍ପନା ଜଳ୍ପନାର ଅନ୍ତ ହେବାକୁ ଯାଉଛି। ବିରାଟ ଓ ଅନୁଷ୍କା ଏହି ସପ୍ତାହରେ ବିବାହ କରିବାକୁ ଯାଉଛନ୍ତି। ଯାହ ସୂଚନା ମିଳିଛି ବିରାଟ କୋହଲି ଓ ଅନୁଷ୍କା ଶର୍ମା ଇଟାଲୀରେ ଲୁଚିଲୁଚି ବିବାହ କରିବାକୁ ଯାଉଛନ୍ତି।ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ବିବାହ ପାଇଁ ଅନୁଷ୍କା ଶର୍ମା ମୁମ୍ବାଇ ବିମାନ ବନ୍ଦରରୁ ଯାତ୍ରା କରିଥିବା ବେଳେ ବିରାଟ୍‌ ଦିଲ୍ଲୀ ବିମାନ ବନ୍ଦରରୁ ଯାତ୍ରା […]

Virat Anuska

Virat Anuska

Rakesh Mallick
  • Published: Friday, 08 December 2017
  • Updated: 08 December 2017, 05:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ କଳ୍ପନା ଜଳ୍ପନାର ଅନ୍ତ ହେବାକୁ ଯାଉଛି। ବିରାଟ ଓ ଅନୁଷ୍କା ଏହି ସପ୍ତାହରେ ବିବାହ କରିବାକୁ ଯାଉଛନ୍ତି। ଯାହ ସୂଚନା ମିଳିଛି ବିରାଟ କୋହଲି ଓ ଅନୁଷ୍କା ଶର୍ମା ଇଟାଲୀରେ ଲୁଚିଲୁଚି ବିବାହ କରିବାକୁ ଯାଉଛନ୍ତି।ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି।

ବିବାହ ପାଇଁ ଅନୁଷ୍କା ଶର୍ମା ମୁମ୍ବାଇ ବିମାନ ବନ୍ଦରରୁ ଯାତ୍ରା କରିଥିବା ବେଳେ ବିରାଟ୍‌ ଦିଲ୍ଲୀ ବିମାନ ବନ୍ଦରରୁ ଯାତ୍ରା କିରଛନ୍ତି। ଏହି ଦୁଇଜଣ ପ୍ରଥମେ ସୁଇଜରଲ୍ୟାଣ୍ଡ ଓ ପରେ ଇଟାଲୀ ଯିବେ। ଇଟାଲୀରେ ବିରାଟ-ଅନୁଷ୍କାଙ୍କ ବିବାହ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଯାଇଥିବା ଖବର ମିଳିଛି। ଗତକାଲି ବିରାଟ୍‌ଙ୍କ ଫ୍ଲାଇଟ୍‌ ରାତି ୨.୪୫ରେ ଥିବା ବେଳେ ସେ ଦିଲ୍ଲୀ ବିମାନ ବନ୍ଦରରେ ୧୧.୩୦ରେ ପହଞ୍ଚିଥିଲେ। ବିରାଟ୍‌ ଏହି ସମୟରେ ନିଜର ପରିଚୟ ଲୁଚାଇବା ପାଇଁ ଜାକେଟ୍ ଏମିତି ପିନ୍ଧିଥିରେ ଯେମିତି ଅନ୍ୟକେହି ତାଙ୍କୁ ଚିହ୍ନି ପାରିବେ ନାହିଁ। ବିମାନ ବନ୍ଦରରେ ଥିବା ସୁକ୍ୟୁରିଟୀ ଷ୍ଟାଫ୍‌ଙ୍କ ସହ ମଧ୍ୟ ଫଟୋ ଉଠାଇବାକୁ ବିରାଟ ମନା କରିଦେଇଥିଲେ। ଯାହା କୁହାଯାଉଛି ବିରାଟ୍‌-ଅନୁଷ୍କା ଏହି ସପ୍ତାହରେ ଇଟ୍‌ଲୀରେ ବିବାହ କରିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ ବିରାଟଙ୍କ ପରିବାର ଲୋକ ଏବଂ ତାଙ୍କ ନିକଟତର ବନ୍ଧୁମାନେ ମଧ୍ୟ ଇଟ୍‌ଲୀ ପାଇଁ ଟିକେଟ୍‌ ବୁକ୍ କରିସାରିଛନ୍ତି। ବିରାଟ୍‌ଙ୍କ କୋଚ୍ ରାଜକୁମାର ଶର୍ମା ମଧ୍ୟ  ଏଥିପାଇଁ ଛୁଟି ନେଇସାରିଛନ୍ତି।

ଅନ୍ୟପଟେ ଅନୁଷ୍କା ଶର୍ମା ଏବଂ ତାଙ୍କ ପରିବାର ମୁମ୍ବାଇ ବିମାନ ବନ୍ଦରରୁ ଯାତ୍ରା କରିଛନ୍ତି। ତାଙ୍କ ବାପା, ମା ଓ ବଡ଼ ଭାଇ ଅନୁଷ୍କାଙ୍କ ସହ ଗସ୍ତ କରିଛନ୍ତି। ଏନେଇ ଅନୁଷ୍କା ଶର୍ମା ଶେଷରେ ବାଧ୍ୟ ହୋଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଡାଇରେକ୍ଟର ଏବଂ ପ୍ରଡ୍ୟୁସର ଆଦିତ୍ୟ ଚୋପ୍ରା ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀବି ଲୁଚି ଲୁଚି ଇଟାଲୀରେ ବିବାହ କରିଥିଲେ।

ଏକା ସାଙ୍ଗରେ ଦୁଇ ପରିବାରଙ୍କ ଗହଣରେ ଇଟାଲୀରେ ବିରାଟ ଅନୁଷ୍କା ବିବାହ କରିବେ ବୋଲି ଖବର ପ୍ରସାରିତ ହେବା ପରେ ଏବେ ପ୍ରଶଂସକଙ୍କ ଖୁସି ଦ୍ୱିଗୁଣିତ ହୋଇଛି। ସୋସିଆଲ ମିଡିଆରେ ପ୍ରଶଂସକ ମାନେ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିବା ସହ ଖୁସି ଜାହିର କରିଛନ୍ତି।

https://youtu.be/rylxmTR4HhU?t=10

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story