ଅତିଥି କଳାକାରରେ ନଜର ଆସିବେ ଅନୁଷ୍ମା ଶର୍ମା

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ତିଆରି ହେବାକୁ ଥିବା ଫିଲ୍ମରେ ଏବେ ଅନୁଷ୍ମା ଶର୍ମାଙ୍କ ନାଁ ଯୋଡ଼ି ହୋଇଯାଇଛି। ଏହି ଫିଲ୍ମରେ ଅନୁଷ୍ମା ଅତିଥି କଳାକାର ଭାବେ ନଜର ଆସିବେ। ଶୁଣିବାକୁ ମିଳିଛି ଯେ, ଅନୁଷ୍ମାଙ୍କୁ ସଞ୍ଜୟଙ୍କ ଜୀବନୀ ଉପରେ ତିଆରି ହେବାକୁ ଥିବା ଫିଲ୍ମର କାହାଣୀ ଖୁବ୍‌ପସନ୍ଦ ଆସିଥିବାରୁ ସେ ଏହି ଚରିତ୍ର ପାଇଁ ରାଜି ହୋଇଛନ୍ତି। ଅନୁଷ୍ମା ଫିଲ୍ମର ସୁଟିଂ ଆରମ୍ଭ କରିଦେଲେଣି। ଅତିଥି କଳାକାର ଭୂମିକା ଥିଲେ ମଧ୍ୟ ଫିଲ୍ମରେ […]

anushka_sharma

anushka_sharma

Rakesh Mallick
  • Published: Thursday, 19 January 2017
  • Updated: 19 January 2017, 04:48 PM IST

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ତିଆରି ହେବାକୁ ଥିବା ଫିଲ୍ମରେ ଏବେ ଅନୁଷ୍ମା ଶର୍ମାଙ୍କ ନାଁ ଯୋଡ଼ି ହୋଇଯାଇଛି। ଏହି ଫିଲ୍ମରେ ଅନୁଷ୍ମା ଅତିଥି କଳାକାର ଭାବେ ନଜର ଆସିବେ। ଶୁଣିବାକୁ ମିଳିଛି ଯେ, ଅନୁଷ୍ମାଙ୍କୁ ସଞ୍ଜୟଙ୍କ ଜୀବନୀ ଉପରେ ତିଆରି ହେବାକୁ ଥିବା ଫିଲ୍ମର କାହାଣୀ ଖୁବ୍‌ପସନ୍ଦ ଆସିଥିବାରୁ ସେ ଏହି ଚରିତ୍ର ପାଇଁ ରାଜି ହୋଇଛନ୍ତି।

ଅନୁଷ୍ମା ଫିଲ୍ମର ସୁଟିଂ ଆରମ୍ଭ କରିଦେଲେଣି। ଅତିଥି କଳାକାର ଭୂମିକା ଥିଲେ ମଧ୍ୟ ଫିଲ୍ମରେ ତାଙ୍କ ଚରିତ୍ରର ଖୁବ୍‌ଗୁରୁତ୍ୱ ରହିଛି। ତେବେ ଫିଲ୍ମରେ କାହାର ଚରିତ୍ରରେ ଅନୁଷ୍ମା ନଜର ଆସିବେ ସେ ନେଇ ଏବେ ପର୍ଯ୍ୟନ୍ତ କୌଣସି ପ୍ରକାର ସୂଚନା ମିଳି ନଥିବା ବେଳେ ସଂଜୟ ଦତ୍ତଙ୍କ ଚରିତ୍ରରେ ରଣବୀର କପୁର ଦେଖାଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story