ରସୁଲ୍‌ଗଡ଼ ଛକରେ ବାବୁସାନ୍‌ଙ୍କ ଆକ୍ସିଡେଣ୍ଟ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରସୁଲ୍‌ଗଡ଼ ଛକରେ ବାବୁସାନ୍‌ଙ୍କ ଆକ୍ସିଡେଣ୍ଟ ହୋଇଛି। ତେବେ ଆକ୍ସିଡେଣ୍ଟ୍‌ ପରେ ବାବୁସାନ୍‌ଙ୍କ ଅବସ୍ଥା କେମିତି ଅଛି, ସେକଥା ଜାଣିବାକୁ ଆପଣ ନିହାତି ଚାହୁଁଥିବେ। ବ୍ୟସ୍ତ ହୁଅନ୍ତୁ ନାହିଁ, ଆକ୍ସିଡେଣ୍ଟ୍‌ ପରେ ବାବୁସାନ୍‌ କେବଳ ସୁସ୍ଥ ନାହାନ୍ତି, ବରଂ ପୂର୍ବାପେକ୍ଷା ଅଧିକ ଆକ୍ଟିଭ୍‌ ହୋଇ ଯାଇଛନ୍ତି। କାରଣ ରସୁଲ୍‌ଗଡ଼ ଛକରେ ତାଙ୍କର ଆକ୍ସିଡେଣ୍ଟ ଜଣେ ଜିନ୍‌ସ୍‌ ୱାଲିଙ୍କ ସହ ଏବଂ  ରିୟଲ୍‌ ନୁହେଁ ବରଂ ରିଲ୍‌ ଲାଇଫ୍‌ରେ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସର ନିର୍ମାଣାଧୀନ ଓଡ଼ିଆ […]

babu

babu

Biswobandita Swain
  • Published: Thursday, 04 October 2018
  • Updated: 04 October 2018, 03:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରସୁଲ୍‌ଗଡ଼ ଛକରେ ବାବୁସାନ୍‌ଙ୍କ ଆକ୍ସିଡେଣ୍ଟ ହୋଇଛି। ତେବେ ଆକ୍ସିଡେଣ୍ଟ୍‌ ପରେ ବାବୁସାନ୍‌ଙ୍କ ଅବସ୍ଥା କେମିତି ଅଛି, ସେକଥା ଜାଣିବାକୁ ଆପଣ ନିହାତି ଚାହୁଁଥିବେ। ବ୍ୟସ୍ତ ହୁଅନ୍ତୁ ନାହିଁ, ଆକ୍ସିଡେଣ୍ଟ୍‌ ପରେ ବାବୁସାନ୍‌ କେବଳ ସୁସ୍ଥ ନାହାନ୍ତି, ବରଂ ପୂର୍ବାପେକ୍ଷା ଅଧିକ ଆକ୍ଟିଭ୍‌ ହୋଇ ଯାଇଛନ୍ତି। କାରଣ ରସୁଲ୍‌ଗଡ଼ ଛକରେ ତାଙ୍କର ଆକ୍ସିଡେଣ୍ଟ ଜଣେ ଜିନ୍‌ସ୍‌ ୱାଲିଙ୍କ ସହ ଏବଂ  ରିୟଲ୍‌ ନୁହେଁ ବରଂ ରିଲ୍‌ ଲାଇଫ୍‌ରେ ହୋଇଛି।

ତରଙ୍ଗ ସିନେ ପ୍ରଡକ୍ସନ୍ସର ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ଶ୍ରୀମାନ୍‌ ସୁରଦାସ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଓଲିଉଡ୍‌ ଲଭର ବୟ ବାବୁସାନ୍‌ ଏବଂ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଲାସ୍ୟମୟୀ ଭୂମିକା। ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନର୍‌ରେ ନିର୍ମିତ ଓଡ଼ିଆ ମୁଭି ‘ହିରୋ ନଂ-୧’ରେ ମଧ୍ୟ ବାବୁସାନ୍‌ ଏବଂ ଭୂମିକାଙ୍କ ଯୋଡିକୁ ଦେଖିବାକୁ ମିଳିଥିଲା। ଏଥର ଦଶହରାକୁ ଏହି ଯୋଡି ପୁଣି ଥରେ ପରଦାକୁ ଆସୁଛନ୍ତି।

ଫିଲ୍ମ ‘ଶ୍ରୀମାନ୍‌ ସୁରଦାସ’ର ଗୀତ ‘ରସୁଲଗଡ ଛକରେ ଜିନ୍ସ ବାଲି ସାଥିରେ ଆକ୍ସିଡେଣ୍ଟ ହେଇଗଲାରେ’ ଗୀତଟି ଜବରଦସ୍ତ ହୋଇଛି। ବାବୁସାନ୍‌ ଏବଂ ଭୂମିକାକୁ ଏଥିରେ ଭିନ୍ନ ଭିନ୍ନ ଗେଟଅପ୍‌ରେ ଠୁମ୍‌କା ଲଗାଇବାର ଦେଖିବାକୁ ମିଳୁଛି।

ନିର୍ମଳ ନାୟକଙ୍କ ଲିଖିତ ଏହି ଗୀତକୁ ଗାଇଛନ୍ତି ତାରିକ୍‌ ଅଜିଜ୍‌ ଏବଂ ପାମେଲା ଜୈନ୍‌।

https://www.youtube.com/watch?v=dCDz6yX86Yw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story