ନୋଟ୍‌ବନ୍ଦୀ ସତ୍ତ୍ୱେ ୭ ଦିନରେ ‘ବେଫିକର’ର ଆୟ ୪୬ କୋଟି

ମୁମ୍ବାଇ: ଆଦିତ୍ୟ ଚ୍ରୋପାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବେଫିକର’ ନୋଟବନ୍ଦୀ ସତ୍ତ୍ୱେ ବକ୍ସ ଅଫିସରେ ଭଲ ଆୟ କରିଛି।  ଏହି ଫିଲ୍ମ ରିଲିଜ୍ ହେବାର ସପ୍ତାହକ ମଧ୍ୟରେ ମୋଟ ୪୬.୨୬ କୋଟି ଟଙ୍କା ଆୟ କରିଛି। ଫିଲ୍ମରେ ଚୁଲବୁଲି ଅଭିନେତ୍ରୀ ବାଣୀ କପୁର ଓ ରଣବୀର ସିଂହଙ୍କ ଯୋଡ଼ିଙ୍କୁ ଦର୍ଶକ ପସନ୍ଦ କରିଛନ୍ତି। ପ୍ରଥମ ଥର ଏହି  ଯୋଡ଼ିଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ମିଳିଛି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି କହିଛନ୍ତି, “ଫିଲ୍ମ ‘ବେଫିକର’ ଶୁକ୍ରବାର […]

vani-kapoor-ranveer-singh

vani-kapoor-ranveer-singh

Rakesh Mallick
  • Published: Friday, 16 December 2016
  • Updated: 16 December 2016, 02:19 PM IST

Sports

Latest News

ମୁମ୍ବାଇ: ଆଦିତ୍ୟ ଚ୍ରୋପାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବେଫିକର’ ନୋଟବନ୍ଦୀ ସତ୍ତ୍ୱେ ବକ୍ସ ଅଫିସରେ ଭଲ ଆୟ କରିଛି।  ଏହି ଫିଲ୍ମ ରିଲିଜ୍ ହେବାର ସପ୍ତାହକ ମଧ୍ୟରେ ମୋଟ ୪୬.୨୬ କୋଟି ଟଙ୍କା ଆୟ କରିଛି। ଫିଲ୍ମରେ ଚୁଲବୁଲି ଅଭିନେତ୍ରୀ ବାଣୀ କପୁର ଓ ରଣବୀର ସିଂହଙ୍କ ଯୋଡ଼ିଙ୍କୁ ଦର୍ଶକ ପସନ୍ଦ କରିଛନ୍ତି। ପ୍ରଥମ ଥର ଏହି  ଯୋଡ଼ିଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ମିଳିଛି।

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି କହିଛନ୍ତି, “ଫିଲ୍ମ ‘ବେଫିକର’ ଶୁକ୍ରବାର ୧୦.୩୬ କୋଟି ଟଙ୍କା  ଆୟ କରିଥିବା ବେଳେ ଶନିବାର ୧୧.୬୦ କୋଟି, ରବିବାର ୧୨.୪୭, ସୋମବାର ୫.୨୦,  ମଙ୍ଗଳବାର ୩.୫୯ ଓ  ବୁଧବାର ୩.୦୨ କୋଟି ଟଙ୍କା ଆୟ କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story