ମୁହଁ ଖୋଲିଲେ ଭଂଶାଲୀ

ଫିଲ୍ମ ‘ପଦ୍ମାବତୀ’କୁ ଲଗାତାର ବିରୋଧ ପରେ ଶେଷରେ ମୁହଁ ଖୋଲିଛନ୍ତି ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂଶାଲୀ। ସେ ଏକ ଭିଡିଓ ଜରିଆରେ ସ୍ପଷ୍ଟ କରିଛନ୍ତି ଯେ ଫିଲ୍ମରେ ରାଣୀ ପଦ୍ମାବତୀ ଓ ଆଲ୍ଲା ଉଦ୍ଦିନ ଖିଲିଜ ମଧ୍ୟରେ କୌଣସି ପ୍ରକାର ଡ୍ରିମ ସିକ୍ୱେନ୍ସ ନାହିଁ। ସମସ୍ତ ଉଡ଼ା ଖବର ଉପରେ ବିରାମ ଲଗାଇବାକୁ ପ୍ରଚେଷ୍ଟା କରି ସେ କହିଛନ୍ତି, “ଦାୟିତ୍ୱର ସହ ଏହି ଫିଲ୍ମଟି ବନେଇଛି। ମୁଁ ସବୁବେଳେ ପଦ୍ମାବତୀଙ୍କ କାହାଣୀରୁ ପ୍ରେରିତ ହୋଇଛି। ତେଣୁ ଏଥିରେ କେବଳ […]

bhansali

bhansali

Rakesh Mallick
  • Published: Thursday, 09 November 2017
  • Updated: 09 November 2017, 03:06 PM IST

Sports

Latest News

ଫିଲ୍ମ ‘ପଦ୍ମାବତୀ’କୁ ଲଗାତାର ବିରୋଧ ପରେ ଶେଷରେ ମୁହଁ ଖୋଲିଛନ୍ତି ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂଶାଲୀ। ସେ ଏକ ଭିଡିଓ ଜରିଆରେ ସ୍ପଷ୍ଟ କରିଛନ୍ତି ଯେ ଫିଲ୍ମରେ ରାଣୀ ପଦ୍ମାବତୀ ଓ ଆଲ୍ଲା ଉଦ୍ଦିନ ଖିଲିଜ ମଧ୍ୟରେ କୌଣସି ପ୍ରକାର ଡ୍ରିମ ସିକ୍ୱେନ୍ସ ନାହିଁ।

ସମସ୍ତ ଉଡ଼ା ଖବର ଉପରେ ବିରାମ ଲଗାଇବାକୁ ପ୍ରଚେଷ୍ଟା କରି ସେ କହିଛନ୍ତି, “ଦାୟିତ୍ୱର ସହ ଏହି ଫିଲ୍ମଟି ବନେଇଛି। ମୁଁ ସବୁବେଳେ ପଦ୍ମାବତୀଙ୍କ କାହାଣୀରୁ ପ୍ରେରିତ ହୋଇଛି। ତେଣୁ ଏଥିରେ କେବଳ ତାଙ୍କର ବୀରତ୍ୱ ଓ ଆତ୍ମ ବଳିଦାନକୁ ଦର୍ଶାଯାଇଛି। ହେଲେ କିଛି ଉଡ଼ା ଖବର ଯୋଗୁଁ ଫିଲ୍ମଟିକୁ ବିରୋଧର ସାମ୍ନା କରିବାକୁ ପଡ଼ୁଛି।”

ସେ କହିଛନ୍ତି, “ମୁଁ ପ୍ରଥମରୁ କହି ଆସିଛି ଓ ଲିଖିତ ଆକାରରେ ମଧ୍ୟ ଦେଇଛି ଏବଂ ଆଜି ପୁଣି ଥରେ ସ୍ପଷ୍ଟ କରି ଦେବାକୁ ଚାହେଁ ଯେ ଫିଲ୍ମରେ ଏମିତି ଗୋଟିଏ ବି ସିନ୍ ନାହିଁ ଯାହା ଦ୍ୱାରା କାହା ଭାବନାକୁ ବାଧିବ। ଆମେ ଫିଲ୍ମ ବନାଇବା ସମୟରେ ରାଜପୁତଙ୍କ ମାନ ଓ ମର୍ଯ୍ୟାଦାକୁ ଧ୍ୟାନରେ ରଖିଛୁ।”

ଆହୁରି ମଧ୍ୟ ପଢନ୍ତୁ: ଆସୁଛି ‘ସିଂଘମ-୩’, ଜାଣନ୍ତୁ ଏଥର କିଏ ହେବ ସିଂଘମ

‘ପଦ୍ମାବତୀ’ ଫିଲ୍ମ ବିରୋଧରେ ନେତାଙ୍କଠୁ ଆରମ୍ଭ କରି ରାଜପୁତ ସଂଗଠନ ଓ ପୁରୁଣା ରାଜପରିବାରର ରାଜକୁମାରୀ ମଧ୍ୟ ଛିଡା ହୋଇଛନ୍ତି। ରାଜସ୍ଥାନରେ କୌଣସି ଡିସ୍ଟ୍ରିବ୍ୟୁଟର ଫିଲ୍ମ କିଣିବାକୁ ରାଜି ହେଉନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story