ନାରୀର ଆଖି ନା ଶରୀର ? କାହା ପ୍ରତି ବେଶୀ ଆକର୍ଷିତ ହୁଅନ୍ତି ପୁରୁଷ ? ଦେଖନ୍ତୁ ଏହି ସବୁ ଫଟୋ

ମୁମ୍ବାଇ: କୁହାଯାଏ ପୁରୁଷମାନଙ୍କୁ ମହିଳାଙ୍କ ଚେହେରା ଅପେକ୍ଷା ଶରୀର ବେଶୀ ପ୍ରଭାବିତ କରିଥାଏ। ଜଣେ ସୁନ୍ଦରୀ ନାରୀର ଆଖି ଠାରୁ ତା’ର ଶରୀର ପୁରୁଷଙ୍କୁ ଅଧିକ ଆକର୍ଷିତ କରିଥାଏ।  ତେବେ ଏକଥା କେତେ ଦୂର ସତ? ଯଦି ଆପଣ କିଛି ବଲିଉଡ୍‌ କଳାକାରଙ୍କ ଭାବଭଙ୍ଗୀକୁ  ଦେଖିବେ ତାହା ଅନୁମାନ କରିହେବ। ପାଖରେ ଠିଆ ହୋଇଥିବା ସୁନ୍ଦରୀ ଅଭିନେତ୍ରୀଙ୍କୁ  କିଛି ଅଭିନେତା  ଯେମିତି ନଜର ପକାଉଛନ୍ତି ତାହାହିଁ କହିଦେଉଛି ପୁରୁଷମାନଙ୍କର ଦୁର୍ବଳତା ବିଷୟରେ। ଏମିତି ୧୦ଜଣ ବଲିଉଡ କଳାକାରଙ୍କ […]

9

9

Rakesh Mallick
  • Published: Monday, 22 January 2018
  • Updated: 22 January 2018, 04:47 PM IST

Sports

Latest News

ମୁମ୍ବାଇ: କୁହାଯାଏ ପୁରୁଷମାନଙ୍କୁ ମହିଳାଙ୍କ ଚେହେରା ଅପେକ୍ଷା ଶରୀର ବେଶୀ ପ୍ରଭାବିତ କରିଥାଏ। ଜଣେ ସୁନ୍ଦରୀ ନାରୀର ଆଖି ଠାରୁ ତା’ର ଶରୀର ପୁରୁଷଙ୍କୁ ଅଧିକ ଆକର୍ଷିତ କରିଥାଏ।  ତେବେ ଏକଥା କେତେ ଦୂର ସତ? ଯଦି ଆପଣ କିଛି ବଲିଉଡ୍‌ କଳାକାରଙ୍କ ଭାବଭଙ୍ଗୀକୁ  ଦେଖିବେ ତାହା ଅନୁମାନ କରିହେବ। ପାଖରେ ଠିଆ ହୋଇଥିବା ସୁନ୍ଦରୀ ଅଭିନେତ୍ରୀଙ୍କୁ  କିଛି ଅଭିନେତା  ଯେମିତି ନଜର ପକାଉଛନ୍ତି ତାହାହିଁ କହିଦେଉଛି ପୁରୁଷମାନଙ୍କର ଦୁର୍ବଳତା ବିଷୟରେ।

ଏମିତି ୧୦ଜଣ ବଲିଉଡ କଳାକାରଙ୍କ ଫଟୋ ଆମେ ଆପଣଙ୍କୁ ଦେଖାଉଛୁ ଯେଉଁ ଫଟୋ ସବୁ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି।

୧) ରଣଭୀର ସିଂ ଏବଂ ପ୍ରିୟଙ୍କା ଚୋପ୍ରା

୨) ଗୁଲସନ୍‌ ଗ୍ରୋଭର ଏବଂ ସୋନମ୍‌ କପୁର

୩) ଅମୀର ଖାନ୍ ଏବଂ ରାଖୀ ସାୱନ୍ତ

୪) ଅମୀର ଖାନ୍‌ ଏବଂ କ୍ୟାଟ୍ରିନା କୈଫ

୫) ସଲମାନ୍‌ ଖାନ୍, ସୋହା ଅଲ୍ଲୀ ଖାନ୍ ଏବଂ ହ୍ୟୁମା କୁରେଶି

୬) ସଲମାନ୍ ଖାନ୍‌ ଏବଂ ଲାରା ଦତ୍ତା

୭) ହନି ସିଂ ଏବଂ ଅଦିତି ରାଓ

୮) ମଧୂର ଭଣ୍ଡାରକର ଏବଂ କରୀନା କପୁର

୯) ରଣଭୀର କପୁର

୧୦) କରନ ସିଂ ଗ୍ରୋଭର ଏବଂ ବିପାସା ବସୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story