ବଲିଉଡ ଅଭିନେତାଙ୍କ ସାଇଡ ବିଜ୍‌ନେସ

ମୁମ୍ବାଇ: ଜୀବନରେ ସବୁବେଳେ ପ୍ଲାନ ବି କୁ ନେଇ ଚାଲିବା ବୁଦ୍ଧିମାନର କାମ। ଯଦି ଆପଣ କୌଣସି ପ୍ରଫେସନ୍‌ରେ ଅସଫଳ ହୁଅନ୍ତି ତେବେ ପାଖରେ ପ୍ଲାନ ବି ଥିଲେ ଅର୍ଥଭାବ ପରି ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ ନାହିଁ। ଏହି କଥା ବଲିଉଡର କଳାକାରମାନେ ଭଲଭାବେ ଜାଣିଛନ୍ତି। ଏଥିପାଇଁ ଅଭିନୟ ସହ ସେମାନେ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ କରିଥାନ୍ତି। ଏମିତି କିଛି ଷ୍ଟାରଙ୍କ ସାଇଡ ବିଜନେସ୍‌କୁ ନେଇ ଆମର ବିଶେଷ ଉପସ୍ଥାପନା। ଅଜୟ ଦେବଗନ: ‘ଶିବାୟ’ ଷ୍ଟାରର […]

Image-of-Mithun-Chakraborty

Image-of-Mithun-Chakraborty

Rakesh Mallick
  • Published: Monday, 06 November 2017
  • Updated: 06 November 2017, 02:04 PM IST

ମୁମ୍ବାଇ: ଜୀବନରେ ସବୁବେଳେ ପ୍ଲାନ ବି କୁ ନେଇ ଚାଲିବା ବୁଦ୍ଧିମାନର କାମ। ଯଦି ଆପଣ କୌଣସି ପ୍ରଫେସନ୍‌ରେ ଅସଫଳ ହୁଅନ୍ତି ତେବେ ପାଖରେ ପ୍ଲାନ ବି ଥିଲେ ଅର୍ଥଭାବ ପରି ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ ନାହିଁ। ଏହି କଥା ବଲିଉଡର କଳାକାରମାନେ ଭଲଭାବେ ଜାଣିଛନ୍ତି। ଏଥିପାଇଁ ଅଭିନୟ ସହ ସେମାନେ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ କରିଥାନ୍ତି। ଏମିତି କିଛି ଷ୍ଟାରଙ୍କ ସାଇଡ ବିଜନେସ୍‌କୁ ନେଇ ଆମର ବିଶେଷ ଉପସ୍ଥାପନା।

ଅଜୟ ଦେବଗନ: ‘ଶିବାୟ’ ଷ୍ଟାରର ଅଜୟ ଦେବଗନ ଗୁଜରାଟ ସୋଲାର ପ୍ରୋଜେକ୍ଟରେ ନିବେଶ କରିଛନ୍ତି। ଏହା ଛଡା ତାଙ୍କର ଏକ ଏଣ୍ଟରଟେନ୍‌ମେଣ୍ଟ ସଫ୍ଟୱେର ଲିମିଟେଡ୍‌ ପ୍ରଡକ୍ସନ କମ୍ପାନୀ ମଧ୍ୟ ରହିଛି।  ନିଜ ପ୍ରଡକ୍ସନ୍‌ରେ ରାଜୁ ଚାଚା, ୟୁ ମି ଅର୍‌ ହମ୍‌, ଅଲ୍‌ ଦି ବେଷ୍ଟ ପରି  ଫିଲ୍ମ ନିର୍ମାଣ କରିଛନ୍ତି ଅଜୟ।

ଅର୍ଜୁନ ରାମପାଲ: ଅର୍ଜୁନ ରାମପାଲ ବଡ଼ ପରଦାରେ କିଛି ଖାସ କମାଲ କରିପାରି ନାହାନ୍ତି। କିନ୍ତୁ  ଦିଲ୍ଲୀରେ ତାଙ୍କର ଲାଉଞ୍ଜ-ବାର ରେଷ୍ଟୁରାଣ୍ଟ ବେଶ ପ୍ରସିଦ୍ଧ। ଏହାଛଡା ‘ଚେଞ୍ଜିଙ୍ଗ ଗଣେଶା’ ନମରେ ଏକ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ଅଛି।

ସୁନୀଲ ସେଟ୍ଟୀ: ସୁନୀଲ ସେଟ୍ଟୀଙ୍କ ମୁମ୍ୱାଇରେ ରେଷ୍ଟୁରାଣ୍ଟ ଓ ନାଇଟ କ୍ଲବ୍ ରହିଛି, ଯାହା ବେଶ୍‌ ପ୍ରସିଦ୍ଧ। ଏହାସହ ପପ୍‌କର୍ଣ୍ଣ ଏଣ୍ଟରଟେନ୍‌ମେଣ୍ଟ ନାମକ ପ୍ରଡକ୍ସନ କମ୍ପାନୀ ମଧ୍ୟ ଖୋଲିଛନ୍ତି। ଏହି ପ୍ରଡକ୍ସନ କମ୍ପାନୀ ଜରିଆରେ  ଖେଲ୍, ରକ୍ତ, ଭାଗମ ଭାଗ ଓ ମିଶନ ଇନ୍‌ଷ୍ଟାବୁଲ ପରି ଫିଲ୍ମ ନିର୍ମାଣ ହୋଇଛି।

ଅକ୍ଷୟ କୁମାର: ଖିଲାଡି ଷ୍ଟାର ଅକ୍ଷୟଙ୍କ ଅନ୍‌ଲାଇନ ସପିଂ ଚାନେଲ ‘ବେଷ୍ଟ ଡିଲ ଟିବି’ ରହିଛି। ଏହଛଡା ହରି ଓମ୍‌ ଏଣ୍ଟରଟେନ୍‌ମେଣ୍ଟ ନାମକ ନିଜର ପ୍ରଡକ୍ସନ ହାଉସ ରହିଛି।

ମିଥୁନ ଚକ୍ରବର୍ତ୍ତି: ମିଥୁନ ଦାଙ୍କ ନିଜର ରିୟଲ ଇଷ୍ଟେଡ୍‌ ବିଜ୍‌ନେସ୍‌ ରହିଛି। ସେ ନିଜେ ମୋନାର୍କ ଗ୍ରୁପର ମାଲିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story