‘ବାହୁବଳୀ’ର ଭଲ୍ଲାଲ ଦେବ ଅସୁସ୍ଥ!

ନୂଆଦିଲ୍ଲୀ: ବହୁ ପ୍ରଶଂସିତ ଫିଲ୍ମ ‘ବାହୁବଳୀ’ରେ ଭଲ୍ଲାଲ୍‌ ଦେବ ଭୂମିକାରେ ଅଭିନୟ କରିଥିବା ରାଣା ଦଗ୍ଗୁବତୀ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ୍‌ କରିବା ପାଇଁ ଆମେରିକା ଯାଇଛନ୍ତି ବୋଲି କିଛି ଦିନ ହେଲା ଜୋର ଚର୍ଚ୍ଚା ହେଉଥିବା ବେଳେ ଏବେ ଏହି ଖବରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିଜେ ରାଣା ଏହି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ଏ ଖବରକୁ ଖଣ୍ଡନ କରିବା ସହିତ କହିଛନ୍ତି,“ମୁଁ ମୋର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ରିସର୍ଚ୍ଚ କରିବାକୁ କିଛି ସପ୍ତାହ ଆମେରିକାରେ ରହିବି। ଆଗାମୀ ଫିଲ୍ମରେ […]

rana2

rana2

Puspanjali Panda
  • Published: Friday, 26 July 2019
  • Updated: 26 July 2019, 12:53 PM IST

Sports

Latest News

ନୂଆଦିଲ୍ଲୀ: ବହୁ ପ୍ରଶଂସିତ ଫିଲ୍ମ ‘ବାହୁବଳୀ’ରେ ଭଲ୍ଲାଲ୍‌ ଦେବ ଭୂମିକାରେ ଅଭିନୟ କରିଥିବା ରାଣା ଦଗ୍ଗୁବତୀ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ୍‌ କରିବା ପାଇଁ ଆମେରିକା ଯାଇଛନ୍ତି ବୋଲି କିଛି ଦିନ ହେଲା ଜୋର ଚର୍ଚ୍ଚା ହେଉଥିବା ବେଳେ ଏବେ ଏହି ଖବରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିଜେ ରାଣା ଏହି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ସେ ଏ ଖବରକୁ ଖଣ୍ଡନ କରିବା ସହିତ କହିଛନ୍ତି,“ମୁଁ ମୋର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ରିସର୍ଚ୍ଚ କରିବାକୁ କିଛି ସପ୍ତାହ ଆମେରିକାରେ ରହିବି। ଆଗାମୀ ଫିଲ୍ମରେ ସ୍ପେଶାଲ୍ ଇଫେକ୍ଟ ପାଇଁ ଆମେରିକାର କିଛି ଭିଜୁଆଲ୍ ଇଫେକ୍ଟ କାମ କରୁଥିବା କଂପାନୀ ସହିତ କଥାବାର୍ତ୍ତା ହେବି।”

https://www.instagram.com/p/B0RXtelBI5F/?utm_source=ig_web_copy_link

ରାଣା ଦଗ୍ଗୁବତୀ ଖୁବ୍‌ଶୀଘ୍ର ‘ହାଉସ୍‌ଫୁଲ୍‌-୪’, ‘ହାତୀ ମେରେ ସାଥୀ’ ଓ ‘ଭୁଜ୍‌- ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ଭଳି ବଲିଉଡ୍‌ ଫିଲ୍ମରେ କାମ କରିବାକୁ ଯାଉଛନ୍ତି।

‘ବାହୁବଳୀ’ ଫିଲ୍ମ ଖୁବ୍ ହିଟ୍ ହୋଇଥିଲା। ବକ୍ସ ଅଫିସ୍‌ରେ ଏହାର ବ୍ୟବସାୟ ପୂର୍ବରୁ ଥିବା ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା। ପ୍ରଭାସ ଓ ରାଣାଙ୍କ ସହିତ ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା କଳାକାରମାନେ ମଧ୍ୟ ପ୍ରସିଦ୍ଧ ହୋଇଯାଇଥିଲା।

ପ୍ରଭାସ ଓ ରାଣାଙ୍କ ଯୋଡ଼ିକୁ ପୁଣି ଥରେ ‘ହିରଣ୍ୟକଶ୍ୟପ’ ଫିଲ୍ମରେ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଏଥିରେ ମଧ୍ୟ ରାଣା ଖଳନାୟକ ଭୂମିକାରେ ଅଭିନୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story