ପ୍ରଭାସଙ୍କ ପାଇଁ ଚପଲ ମାଡ଼ ଖାଇଥା’ନ୍ତେ ଚଙ୍କି ପାଣ୍ଡେ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେ ଦର୍ଶକଙ୍କ ପାଖରେ ଜଣେ କମେଡିଆନ୍‌ ଭାବରେ ପରିଚିତ। ମଜାଳିଆ କମେଡି କରି ସେ ଫିଲ୍ମରେ ଲୋକଙ୍କୁ ହସାଇଥାନ୍ତି। ଚଙ୍କିଙ୍କୁ ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ପ୍ରସ୍ଥାନମ୍‌’ ଓ ପ୍ରଭାସଙ୍କ ଫିଲ୍ମ ‘ସାହୋ’ରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି। ‘ସାହୋ’ରେ ସେ ଦେବରାଜ ଚରିତ୍ରରେ ଅଭିନୟ କରିଥିଲେ। ନିକଟରେ ଏକ ସାକ୍ଷାତକାରରେ ଚଙ୍କି ନିଜର ଏକ ଅନୁଭୂତିକୁ ଶେଆର୍‌ କରି କହିଛନ୍ତି, ବାହୁବଳୀ ପ୍ରଭାସଙ୍କ ପାଇଁ ସେ ଜଣେ ଆଣ୍ଟିଙ୍କଠାରୁ ମାଡ଼ ଖାଇବାରୁ […]

ccc

ccc

Puspanjali Panda
  • Published: Saturday, 28 September 2019
  • Updated: 28 September 2019, 01:15 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେ ଦର୍ଶକଙ୍କ ପାଖରେ ଜଣେ କମେଡିଆନ୍‌ ଭାବରେ ପରିଚିତ। ମଜାଳିଆ କମେଡି କରି ସେ ଫିଲ୍ମରେ ଲୋକଙ୍କୁ ହସାଇଥାନ୍ତି। ଚଙ୍କିଙ୍କୁ ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ପ୍ରସ୍ଥାନମ୍‌’ ଓ ପ୍ରଭାସଙ୍କ ଫିଲ୍ମ ‘ସାହୋ’ରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି। ‘ସାହୋ’ରେ ସେ ଦେବରାଜ ଚରିତ୍ରରେ ଅଭିନୟ କରିଥିଲେ।

ନିକଟରେ ଏକ ସାକ୍ଷାତକାରରେ ଚଙ୍କି ନିଜର ଏକ ଅନୁଭୂତିକୁ ଶେଆର୍‌ କରି କହିଛନ୍ତି, ବାହୁବଳୀ ପ୍ରଭାସଙ୍କ ପାଇଁ ସେ ଜଣେ ଆଣ୍ଟିଙ୍କଠାରୁ ମାଡ଼ ଖାଇବାରୁ ଅଳ୍ପକେ ବର୍ତ୍ତିଛନ୍ତି। ତେବେ ଏହାର ପ୍ରକୃତ କାରଣ ଜାଣିଲେ ଆପଣ ନ ହସି ରହିପାରିବେ ନାହିଁ।

ଚଙ୍କି କହିଛନ୍ତି, ‘ନିକଟରେ ମୁଁ ଏକ ସ୍ଥାନକୁ ଯାଇଥିଲି। ସେଠାରେ ପହଞ୍ଚିବା ପରେ ଜଣେ ଆଣ୍ଟି ଚପଲ ଧରି ମୋତେ ମାରିବା ପାଇଁ ଆସିଲେ। ମୁଁ ତାଙ୍କୁ ଏହାର କାରଣ ପଚାରିଥିଲି। ସେ ଆଣ୍ଟି ଯେଉଁ ଉତ୍ତର ଦେଇଥିଲେ, ସେଥିରେ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି।

ଆଣ୍ଟି ଜଣକ କହିଥିଲେ, ତୁମେ ମୋର କିଛି କରିନାହଁ, କିନ୍ତୁ ତୁମେ ଫିଲ୍ମରେ ବାହୁବଳୀ ପ୍ରଭାସର ଗଳାକୁ ଚିପି ଧରିଥିଲ। ତୁମେ ଜଣେ ଖରାପ ଲୋକ। ଆମେ ତୁମକୁ ପ୍ରଥମରୁ ପସନ୍ଦ କରୁଥିଲୁ। ତୁମେ ଏବେ ଖରାପ ହୋଇଯାଇଛ।’

ପ୍ରଭାସଙ୍କ ପାଇଁ ଚଙ୍କି ମାଡ଼ ଖାଉ ଖାଉ ଅଳ୍ପକେ ରକ୍ଷା ପାଇଛନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି।

ଆଗକୁ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ହାଉସଫୁଲ୍‌ ୪’ରେ ଚଙ୍କିଙ୍କ ଅଭିନୟ ଦେଖିବାକୁ ମିଳିବ। ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିବା ପରେ ଚଙ୍କି ଲୋକଙ୍କୁ ପୁଣିଥରେ ହସାଇବାକୁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏଥିରେ ଅକ୍ଷୟକୁମାର, ଋତେଶ ଦେଶମୁଖ ଓ ବବି ଦେଓଲଙ୍କ ଅଭିନୟ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story