କପିଲ ଓ ଗିନ୍ନିଙ୍କ ରିସେପ୍‌ସନ୍‌ରେ ଏକାଠି ହେଲା ପୂରା ବଲିଉଡ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଲୋକପ୍ରିୟ କମେଡ଼ିଆନ୍‌ କପିଲ୍‌ ଶର୍ମା ଓ ଗିନ୍ନି ଚିତର୍ଥଙ୍କ ବାହାଘର ପରେ ଗତକାଲି ମୁମ୍ବାଇରେ ସରିଛି ରିସେପସନ୍‌। ଏହି ପାର୍ଟିରେ ଦୁହେଁ ବେଶ୍‌ ସୁନ୍ଦର ଲାଗୁଥିଲେ। କପିଲ୍‌ ରିସେପ୍‌ସନ୍‌ରେ ବେଷ୍ଟ ଲୁକ୍‌ ଦେବା ପାଇଁ ବ୍ଲାକ୍ ସୁଟ୍‌ ପିନ୍ଧିଥିବା ବେଳେ ଗିନ୍ନି ସିଲ୍‌ଭର୍‌ କଲର୍‌ ଫ୍ଲୋରାଲ୍ ପ୍ରିଣ୍ଟ ଲେହେଙ୍ଗାରେ ଆକର୍ଷଣୀୟ ଲାଗୁଥିଲେ। ଏ ଦୁହିଁଙ୍କ ରିସେପ୍‌ସନ୍‌ଙ୍କୁ ସ୍ମରଣୀୟ କରିବାକୁ ଏକାଠି ହୋଇଥିଲା ପୂରା ବଲିଉଡ୍‌। ଭେଟରାନ୍‌ଙ୍କ ମଧ୍ୟରେ ଥିଲେ ରେଖା, ଧର୍ମେନ୍ଦ୍ର ଓ ଜିତେନ୍ଦ୍ରଙ୍କ […]

ginni

ginni

Chinmayee Roy
  • Published: Tuesday, 25 December 2018
  • Updated: 25 December 2018, 03:07 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଲୋକପ୍ରିୟ କମେଡ଼ିଆନ୍‌ କପିଲ୍‌ ଶର୍ମା ଓ ଗିନ୍ନି ଚିତର୍ଥଙ୍କ ବାହାଘର ପରେ ଗତକାଲି ମୁମ୍ବାଇରେ ସରିଛି ରିସେପସନ୍‌। ଏହି ପାର୍ଟିରେ ଦୁହେଁ ବେଶ୍‌ ସୁନ୍ଦର ଲାଗୁଥିଲେ। କପିଲ୍‌ ରିସେପ୍‌ସନ୍‌ରେ ବେଷ୍ଟ ଲୁକ୍‌ ଦେବା ପାଇଁ ବ୍ଲାକ୍ ସୁଟ୍‌ ପିନ୍ଧିଥିବା ବେଳେ ଗିନ୍ନି ସିଲ୍‌ଭର୍‌ କଲର୍‌ ଫ୍ଲୋରାଲ୍ ପ୍ରିଣ୍ଟ ଲେହେଙ୍ଗାରେ ଆକର୍ଷଣୀୟ ଲାଗୁଥିଲେ।

ଏ ଦୁହିଁଙ୍କ ରିସେପ୍‌ସନ୍‌ଙ୍କୁ ସ୍ମରଣୀୟ କରିବାକୁ ଏକାଠି ହୋଇଥିଲା ପୂରା ବଲିଉଡ୍‌। ଭେଟରାନ୍‌ଙ୍କ ମଧ୍ୟରେ ଥିଲେ ରେଖା, ଧର୍ମେନ୍ଦ୍ର ଓ ଜିତେନ୍ଦ୍ରଙ୍କ ଭଳି କଳାକାର। ସେହିପରି ନ୍ୟୁଲି ମ୍ୟାରେଡ୍‌ କପଲ୍‌ ଦୀପିକା ରଣବୀରଙ୍କ ଉପସ୍ଥିତି ମଧ୍ୟ ଉତ୍ସବରେ ଚାର୍‌ଚାନ୍ଦ ଲଗାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କରଣ ଜୋହର୍, କାର୍ତ୍ତିକ ଆରିୟନ୍, କୃତି ସେନୋନ୍, ଅନିଲ୍‌ କପୁର୍‌, ପରାହ୍ ଖାନ୍, ସୋନୁ ସୁଡ୍, ରବିନା ଟଣ୍ଡନ୍‌, ସୋହେଲ୍‌ ଖାନ୍ ଓ ତାଙ୍କ ବାପା ସଲିମ୍‌ ଖାନ୍‌ଙ୍କ ସମେତ ଅନେକ ବଲିଉଡ ଷ୍ଟାର, ଟେନିସ୍‌ ଷ୍ଟାର ସାଇନା ନେହ୍ୱାଲ୍ ପ୍ରଭୃତି ସାମିଲ୍‌ ଥିଲେ। ଏଥିସହ କପିଲ୍‌ଙ୍କ କମେଡ଼ିୟାନ୍‌ ବନ୍ଧୁ ସମୋନା ଚକ୍ରବର୍ତ୍ତୀ, ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ବର୍ଷ ଲିମ୍ବିଚିୟା, କଶ୍ମୀରା ଓ କ୍ରୀଷ୍ଣା ଅଭିଷେକ, ଜୟ ଭାନୁଶାଲୀ ଓ ମାହୀ ବିଜ୍‌ଙ୍କ ସମେତ ଟେଲିଭିଜନ୍‌ ଦୁନିଆର ମଧ୍ୟ ଅନେକ କଳାକାର କପିଲ୍‌ଙ୍କ ରିସେପ୍ସନ୍ ପାର୍ଟିରେ ସାମିଲ ହୋଇଥିଲେ।

କପିଲ୍‌ ଓ ଗିନ୍ନିଙ୍କ ବାହାଘର ଦୁଇଥର ହୋଇଥିଲା। ପ୍ରଥମେ ହିନ୍ଦୁ ପରମ୍ପରା ଅନୁଯାୟୀ ଓ ପରେ ଶିଖ୍ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ମୁମ୍ବାଇ ରିସେପସନ୍‌ ପୂର୍ବରୁ କପିଲ୍‌ଙ୍କ ହୋମ୍‌ଟାଉନ୍‌ ଅମୃତସର୍‌ରେ ଡିସେମ୍ବର ୧୪ରେ ରିସେପ୍‌ସନ୍‌ ପାର୍ଟି ଦିଆଯାଇଥିଲା। ଏଥିରେ କେବଳ ତାଙ୍କ ପରିବାର ଓ କିଛି ନକଟତର ବନ୍ଧୁମାନେ ହିଁ ସାମିଲ ହୋଇଥିଲେ।

ବାହାଘରର ସବୁ ଫଙ୍କସନ୍‌ ସରିବା ପରେ କପିଲ୍‌ ଆସନ୍ତା ୨୯ ତାରିଖରୁ ‘ଦ କପିଲ୍‌ ଶର୍ମା ଶୋ’ର ନୂଆ ସିଜିନ୍‌ରେ ବ୍ୟସ୍ତ ହୋଇଯିବେ। ଏହାର ପ୍ରଥମ ଏପିସୋଡ୍‌ରେ ଫିଲ୍ମ ‘ସିମ୍ବା’ର ଷ୍ଟାର୍‌କାଷ୍ଟ ରଣଭୀର ସିଂହ ଓ ସାରା ଅଲ୍ଲୀ ଖାନ୍‌ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story