ରିମେକ୍‌ ଫିଲ୍ମରୁ ଡେବ୍ୟୁ କରି ବଲିଉଡ୍‌ରେ ସୁପରଷ୍ଟାର: ଜାଣନ୍ତୁ ଏହି ଲୋକପ୍ରିୟ କଳାକାରଙ୍କୁ  

ଫିଲ୍ମ ରିମେକ୍‌ ହେବା ଆପଣ ଅନେକ ଦେଖିଥିବେ। ସେ ହିନ୍ଦୀ ହେଉ କି ସାଉଥ୍‌ ଫିଲ୍ମ ହେଉ। ଫିଲ୍ମ ଦୁନିଆରେ ଏହି  ରିମେକ୍‌ର ଟ୍ରେଣ୍ଡ୍‌ ଅନେକ ଦିନରୁ ଚାଲିଆସୁଛି। ଆମେ ଆଜି କହୁଛୁ ବଲିଉଡ୍‌ ଇଣ୍ଡଷ୍ଟ୍ରି କଥା। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ କଳାକାର ଏହି ରିମେକ୍‌ ଫିଲ୍ମରୁ ବଲିଉଡ୍‌ରେ ନିଜ ପାଦ ଥାପିଛନ୍ତି। ତେବେ ଚାଲନ୍ତୁ ଜାଣିବା ସେମିତି କିଛି ଅଭିନେତା ଅଭିନେତ୍ରୀମାନଙ୍କ ସଂପର୍କରେ। ତୁଷାର କପୁର- ଜିତେନ୍ଦ୍ରଙ୍କ ପୁଅ ତୁଷାର କପୁର ୨୦୦୧ରେ ରିଲିଜ୍‌ ହୋଇଥିବା […]

kriti-sanon

kriti-sanon

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 11:14 AM IST

Sports

Latest News

ଫିଲ୍ମ ରିମେକ୍‌ ହେବା ଆପଣ ଅନେକ ଦେଖିଥିବେ। ସେ ହିନ୍ଦୀ ହେଉ କି ସାଉଥ୍‌ ଫିଲ୍ମ ହେଉ। ଫିଲ୍ମ ଦୁନିଆରେ ଏହି  ରିମେକ୍‌ର ଟ୍ରେଣ୍ଡ୍‌ ଅନେକ ଦିନରୁ ଚାଲିଆସୁଛି। ଆମେ ଆଜି କହୁଛୁ ବଲିଉଡ୍‌ ଇଣ୍ଡଷ୍ଟ୍ରି କଥା। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ କଳାକାର ଏହି ରିମେକ୍‌ ଫିଲ୍ମରୁ ବଲିଉଡ୍‌ରେ ନିଜ ପାଦ ଥାପିଛନ୍ତି। ତେବେ ଚାଲନ୍ତୁ ଜାଣିବା ସେମିତି କିଛି ଅଭିନେତା ଅଭିନେତ୍ରୀମାନଙ୍କ ସଂପର୍କରେ।

tusharତୁଷାର କପୁର- ଜିତେନ୍ଦ୍ରଙ୍କ ପୁଅ ତୁଷାର କପୁର ୨୦୦୧ରେ ରିଲିଜ୍‌ ହୋଇଥିବା  ଫିଲ୍ମ ‘ମୁଝେ କୁଛ୍‌ କେହେନା ହୈ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ୧୯୯୭ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ତେଲଗୁ ଫିଲ୍ମ ‘ଠୋଲି ପ୍ରେରଣା’ର ରିମେକ୍‌।

ଆଥିୟା ସେଟ୍ଟୀ- ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ ୨୦୧୫ରେ ସଲମାନଙ୍କ ପ୍ରଯୋଜିତ ଫିଲ୍ମ ‘ହିରୋ’ରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ୧୯୮୩ରେ ରିଲିଜ୍‌ ହୋଇଥିବା ଜାକିର୍‌ ଶ୍ରଫ୍‌ଙ୍କ ଫିଲ୍ମର ରିମେକ୍‌। ଜାକିର୍‌ଙ୍କ ଫିଲ୍ମର ନାଁ ମଧ୍ୟ ‘ହିରୋ’ ଥିଲା।

ସୁରଜ ପାଞ୍ଚୋଲୀ- ଆଦିତ୍ୟ ପାଞ୍ଚୋଲୀଙ୍କ ପୁଅ ସୁରଜ ପାଞ୍ଚୋଲୀ ମଧ୍ୟ ରିମେକ୍‌ ଫିଲ୍ମ ‘ହିରୋ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

ରିମି ସେନ୍‌- ୨୦୦୩ରେ ରିଲିଜ୍‌ ହୋଇଥିବା  କମେଡି ଫିଲ୍ମ ‘ହଙ୍ଗାମା’ରୁ ରିମି ସେନ୍‌ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ମାଲାୟାଲମ୍‌ ଫିଲ୍ମ ‘ପୁଚାକୋରୁ ମୁକ୍କୁଥି’ର ରିମେକ୍‌।

asinଆସିନ- ଆସିନ୍‌ ୨୦୦୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗଜନୀ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ତାମିଲ୍‌ ଫିଲ୍ମ ‘ଗଜନୀ’ର ରିମେକ୍‌।

vumikaଭୂମିକା ଚାୱଲା- ସୁପରହିଟ୍‌ ଫିଲ୍ମ ‘ତେରେନାମ୍‌’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଭୂମିକା ଚାୱଲା। ଏହି ଫିଲ୍ମ ୧୯୯୯ରେ ରିଲିଜ୍‌ ହୋଇଥିବା ତାମିଲ୍‌ ଫିଲ୍ମ ‘ସେତୁ’ର ରିମେକ୍‌।

ଦିୟା ମିର୍ଜା- ୨୦୦୧ ରେ ଦିୟା ମିର୍ଜା ‘ରେହେନା ହୈ ତେରେ ଦିଲ୍‌ ମୈ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ବାସ୍ତବରେ ଏହା ତାମିଲ୍‌ ଫିଲ୍ମ ‘ମିନ୍ନଲ’ର ରିମେକ୍‌।

ଆର୍‌ ମାଧଭନ୍‌- ଆର୍‌ ମାଧଭନ୍‌ବି ଫିଲ୍ମ ‘ରେହେନା ହୈ ତେରେ ଦିଲ୍‌ ମୈ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ତାମିଲ୍‌ ଫିଲ୍ମ ‘ମିନ୍ନଲ’ର ରିମେକ୍‌।

କାଜଲ ଅଗ୍ରୱାଲ- ଦକ୍ଷିଣ ଭାରତ ଫିଲ୍ମରେ ନିଜ ଜଲୱା ଦେଖାଉଥିବା କାଜଲ ଅଗ୍ରୱାଲ ୨୦୧୧ରେ ଫିଲ୍ମ ‘ସିଙ୍ଘମ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ୨୦୧୦ରେ ନିର୍ମିତି ହୋଇଥିବା ତାମିଲ୍‌ ଫିଲ୍ମ ‘ସିଙ୍ଘମ’ର ରିମେକ୍‌।

ଟାଇଗର ଶ୍ରଫ୍‌-  ଟାଇଗର ୨୦୧୪ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହିରୋପନ୍ଥୀ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ୨୦୦୯ରେ ରିଲିଜ୍‌ ହୋଇଥିବା ବଙ୍ଗାଳି ଫିଲ୍ମ ‘ସେଦିନ ଦେଖା ହେଇଚିଲୋ’ର ରିମେକ୍‌।

କ୍ରିତି ସେନନ୍‌- କ୍ରିତି ସେନନ୍‌ ମଧ୍ୟ ‘ହିରୋପନ୍ଥୀ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story