ସୁନ୍ଦର ଓଠକୁ କରିଦେଲେ ଅସୁନ୍ଦର: ବଲିଉଡ ନାୟିକାଙ୍କ ଅଜବ ନିଶା

ମୁମ୍ବାଇ: ଓଠକୁ ନେଇ ବଲିଉଡର ନାୟିକାମାନେ ଖୁବ ଯତ୍ନବାନ। ହିରୋଇନଙ୍କ ଓଠକୁ ନେଇ ଅନେକ ଗୀତ ରହିଛି। ନାୟିକାମାନେ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି। ଏପରିକି ଓଠର ସର୍ଜରୀ ମଧ୍ୟ କରିଥାନ୍ତି। ଏପରି କରି କିଛି ନାୟିକ ସଫଳ ହୋଇଥିବା ବେଳେ ଆଉ କିଛିଙ୍କର ବିଫଳତାର ସାମ୍ନା କରିବାକୁ ପଡ଼ିଛି। ଆଜି ଆମେ ଆପଣଙ୍କୁ ଓଠ ସର୍ଜରୀ କରି ଫେଲ୍‌ ହୋଇଥିବା ବଲିଉଡର କିଛି ଆଗଧାଡ଼ିର ନାୟିକାଙ୍କ ବିଷୟରେ କହିବାକୁ ଯାଉଛୁ। ଅନୁଷ୍କା […]

priyanka-shilpa

priyanka-shilpa

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 12:57 PM IST

Sports

Latest News

ମୁମ୍ବାଇ: ଓଠକୁ ନେଇ ବଲିଉଡର ନାୟିକାମାନେ ଖୁବ ଯତ୍ନବାନ। ହିରୋଇନଙ୍କ ଓଠକୁ ନେଇ ଅନେକ ଗୀତ ରହିଛି। ନାୟିକାମାନେ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି। ଏପରିକି ଓଠର ସର୍ଜରୀ ମଧ୍ୟ କରିଥାନ୍ତି। ଏପରି କରି କିଛି ନାୟିକ ସଫଳ ହୋଇଥିବା ବେଳେ ଆଉ କିଛିଙ୍କର ବିଫଳତାର ସାମ୍ନା କରିବାକୁ ପଡ଼ିଛି। ଆଜି ଆମେ ଆପଣଙ୍କୁ ଓଠ ସର୍ଜରୀ କରି ଫେଲ୍‌ ହୋଇଥିବା ବଲିଉଡର କିଛି ଆଗଧାଡ଼ିର ନାୟିକାଙ୍କ ବିଷୟରେ କହିବାକୁ ଯାଉଛୁ।

anushkaଅନୁଷ୍କା ଶର୍ମା: ଏହି ନାୟିକାଙ୍କ ସୁନ୍ଦର ଓଠ ପାଇଁ ପାଗଳ ହୋଇଯାଆନ୍ତି ଫ୍ୟାନ୍। ଫିଲ୍ମରେ ସାଧାସିଧା ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତୁଥିବା ଅନୁଷ୍କା ଓଠ ସର୍ଜରୀ କରି ଫେଲ୍ ହୋଇଛନ୍ତି। ହେଲେ ସେ କେବେ ବି ଏହାକୁ ସ୍ୱୀକର କରନ୍ତି ନାହିଁ।

kg2କଙ୍ଗନା ରାଣାୱାତ୍: ବି-ଟାଉନର ମେଟ୍ରୋ ଗାର୍ଲ କଙ୍ଗନା ବି ତାଙ୍କ ଓଠର ସର୍ଜରୀ କରାଇ ଫେଲ୍ ହୋଇଛନ୍ତି। ସେ ଏହାକୁ ମୂଲ୍ୟହିନ ମଧ୍ୟ କହିଛନ୍ତି। ଓଠ ସର୍ଜରୀ କରି ସେ ଭୁଲ କରିଛନ୍ତି ବୋଲି ଅନୁଭବ କରନ୍ତି।

esha-deolଇଶା ଦେୱଲ: ବଲିଉଡର ବାସନ୍ତି ତଥା ଏଭରଗ୍ରୀନ ହେମା ମାଳିନିଙ୍କ ଝିଅ ଇଶା ଦେୱଲ ଓଠ ସର୍ଜରୀ କରି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସେ ତାଙ୍କ ଓଠ ସର୍ଜରୀକୁ ନେଇ ଦୁଃଖ ପ୍ରକାଶ କରନ୍ତି। ଏହା ତାଙ୍କ ଫିଲ୍ମି କ୍ୟାରିୟର ଉପରେ ପ୍ରଭାବ ପକାଇଛି ବୋଲି ସେ ଭାବନ୍ତି।

gauhar-khanଗୋହର ଖାନ୍: ବିଗ୍‌ବସ୍‌ରୁ ଲୋକପ୍ରିୟ ହୋଇଥିବା ଗୋହର ଖାନ୍ ସୁନ୍ଦର ଲାଗିବା ପାଇଁ ନଜିର ଓଠ ସର୍ଜରୀ କରାଇଥିଲେ। କିନ୍ତୁ ସେଥିରେ ସେ ସଫଳ ହୋଇ ନଥିଲେ। ସେ ହସିଲେ ସର୍ଜରୀ ବିଫଳତା ସ୍ପଷ୍ଟ ଜଣା ପଡ଼ିଥାଏ। କିନ୍ତୁ ଗୋହର ସମସ୍ତଙ୍କ ଆଗରେ ଏହାକୁ ସ୍ୱୀକାର କରନ୍ତି ନାହିଁ।

shilpaଶିଳ୍ପା ସେଟ୍ଟି: ବଲିଉଡର ସ୍ଲିମ୍ କୁଇନ୍ ଶିଲ୍ପା ସେଟ୍ଟି। ତାଙ୍କର ସ୍ଲିମ ଫିଗର ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁନ୍ତି। ଆଇପିଏଲର ରାଜସ୍ଥାନ ରୟାଲ ଦଳର ମାଲିକାଣୀ ଶିଳ୍ପା ମଧ୍ୟ ନିଜ ଓଠର ସର୍ଜରୀ କରି ବିଫଳ ହୋଇଛନ୍ତି।

Priyanka-Chopraପ୍ରିୟଙ୍କା ଚୋପ୍ରା: ବି-ଟାଉନ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ଓଠର ସର୍ଜରୀ କରିବାକୁ ପଛାଇ ନାହାଁନ୍ତି। ଏପରି କରି ସୁନ୍ଦର ଓଠକୁ ସେ ଆହୁରି ଖରାପ କରିଦେଇଛନ୍ତି। ତାଙ୍କ ଓଠ ଏବେ ଡ୍ରାଏ ହେଉଥିବା ଶୁଣିବାକୁ ମିଳୁଛି।

kolaveri-diଶ୍ରୁତି ହସନ୍: ସାଉଥ ଷ୍ଚାର କମଲ ହାସନଙ୍କ ଝିଅ ଶ୍ରୁତି ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ ନିଜର ଜଲ୍‌ୱା ଦେଖାଇବା ଆରମ୍ଭ କରିଦେଇଛନ୍ତି। ଏହି ନାୟିକାଙ୍କୁ ବି ଓଠ ସର୍ଜରୀ ନିଶା ଘାରିଥିଲା। ଏବେ ନିଜ ଓଠକୁ ନେଇ ପସ୍ତାଉଛନ୍ତି।

koena-mitraକୋଏନା ମିତ୍ରା: ସର୍ଜରୀ କରି ଫେଲ ମାରିଥିବା ନାୟିକମାନଙ୍କ ମଧ୍ୟରେ କୋଏନା ମିତ୍ରା ମଧ୍ୟ ସାମିଲ ଅଛନ୍ତି। କିନ୍ତୁ କୋଏନାଙ୍କ କଥା ଟିକେ ଅଲାଗା। ଏହି ବଙ୍ଗିୟ ମୋଡେଲ୍ ଅଧିକ ସୁନ୍ଦର ଲାଗିବା ପାଇଁ ନିଜ ନାକର ସର୍ଜରୀ କରାଇଥିଲେ। ଭୁଲ ସର୍ଜରୀ ଯୋଗୁଁ ତାଙ୍କ ନାକ ବଙ୍କା ହୋଇଯାଇଥିଲା। ଯେଉଁଥିପାଇଁ ତାଙ୍କ ଅଭିନୟ କ୍ୟାରିୟରରେ ତାଲା ପଡିଯାଇଥିଲା ବୋଲି କୁହାଯାଏ।

ଆହୁରି ମଧ୍ୟ ପଢନ୍ତୁ: ପ୍ରେମିକାଙ୍କୁ ଯନ୍ତ୍ରଣା ଦେଉଥିଲେ ଏହି ବଲିଉଡ୍‌ ସେଲିବ୍ରେଟି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story