ରିଲିଜ୍‌ ହେଉ ହେଉ ଭାଇରାଲ ହେଲା ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ପ୍ରଥମ ଗୀତ

ମୁମ୍ବାଇ: କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଫାଷ୍ଟ ଗୀତ ‘ଜବାନି’ ରିଲିଜ ହୋଇଯାଇଛି। ୭୦ ଦଶକରେ ଆସିଥିବା  କିଶୋର କୁମାର ଓ ଆର . ଡି ବର୍ମନଙ୍କ ଲୋକପ୍ରିୟ ଗୀତ ‘ଜବାନି’ କୁ ରିକ୍ରିଏଟ କରାଯାଇ ଦର୍ଶକଙ୍କ ସମ୍ମୁଖରେ ନୂଆ ଭାବେ ଉପସ୍ଥାପନ କରାଯାଇଛି। ୧୯୭୨ ମସିହାରେ ଆସିଥିବା ଫିଲ୍ମ ‘ ଜବାନୀ, ଦିବାନୀ’ ଫିଲ୍ମରେ ରଣଧିକ କପୁର ଓ ଜୟା ବଚ୍ଚନଙ୍କ ଉପରେ ଏହି ଗୀତ ପିକଚରାଇଜେସନ […]

student...

student...

Niharika Rout
  • Published: Friday, 19 April 2019
  • Updated: 19 April 2019, 09:40 AM IST

ମୁମ୍ବାଇ: କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଫାଷ୍ଟ ଗୀତ ‘ଜବାନି’ ରିଲିଜ ହୋଇଯାଇଛି। ୭୦ ଦଶକରେ ଆସିଥିବା  କିଶୋର କୁମାର ଓ ଆର . ଡି ବର୍ମନଙ୍କ ଲୋକପ୍ରିୟ ଗୀତ ‘ଜବାନି’ କୁ ରିକ୍ରିଏଟ କରାଯାଇ ଦର୍ଶକଙ୍କ ସମ୍ମୁଖରେ ନୂଆ ଭାବେ ଉପସ୍ଥାପନ କରାଯାଇଛି।

୧୯୭୨ ମସିହାରେ ଆସିଥିବା ଫିଲ୍ମ ‘ ଜବାନୀ, ଦିବାନୀ’ ଫିଲ୍ମରେ ରଣଧିକ କପୁର ଓ ଜୟା ବଚ୍ଚନଙ୍କ ଉପରେ ଏହି ଗୀତ ପିକଚରାଇଜେସନ ହୋଇଥିଲା। ଏବେ ଏହି ଗୀତର ନୂଆ ଭର୍ସନରେ ଟାଇଗର ସ୍ରଫ,  ତାରା ସୁତାରିଆ ଓ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି। ଏହି ୩ କଳାକାର ସ୍କ୍ରିନ୍‌ରେ ଖୁବ୍‌ ଭଲ ପରର୍ଫମ୍‌ କରିଥିବା ଦେଖିବାକୁ ମିଳୁଛି। ଗୀତଟି ରିଲିଜ ହେବାର ଖୁବ କମ୍‌ ସମୟରେ ଭାଇରାଲ ହେବାରେ ଲାଗିଛି।

‘ଜବାନୀ’ ଗୀତ ରିଲିଜ ପୂର୍ବରୁ କରନ ଜୋହର ନିଜ ଟ୍ୱିଟର ଆକାଉଣ୍ଟରେ ଏହାର ଏକ କ୍ଲିପ ଶେଆର କରିଥିଲେ। ଏଥିରେ ସେ ଲେଖିଥିଲେ ଯେ, ‘ ଗିଲି ଗିଲି ଅକ୍କା ଅକ୍କା ’ ଗୀତ ନୂଆ ଷ୍ଟୁଣ୍ଡେଣ୍ଟଙ୍କ ସହ ପୁଣି ଥରେ ଫେରୁଛି। ଫିଲ୍ମର ହିରୋଇନ ତାରା ସୁତରିଆ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ଏହାର ଏକ ଫଟୋ ପୋଷ୍ଟ କରି ଲେଖିଲେ କି, ଯେବେ ଆପଣ ନିଜ ଫେଭରାଇଟ୍‌ ଗୀତ ଶୁଣୁଛନ୍ତି, ଆପଣ ନିଜ ଭିତରେ ଏହାର ଡ୍ୟାନ୍ସକୁ ଅନୁଭବ କରିପାରିବେ। ଫିଲ୍ମର ଅନ୍ୟତମ ହିରୋଇନ ଅନନ୍ୟା ପାଣ୍ଡେ ଲେଖିଲେ ଯେ, ଏହି ଗୀତକୁ ଦେଖିବା ଦ୍ୱାରା ସ୍କୁଲର ପୁରୁଣା ଗୀତ ମନେ ପଡିଯିବ।  ଆଉ ଝୁମିବାକୁ ଇଚ୍ଛା ହେବ । ଏହି ଫିଲ୍ମ ଜରିଆରେ ତାରା ଓ ଅନନ୍ୟା ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଧର୍ମା ପ୍ରଡକସନ୍‌ ବ୍ୟାନରରେ ନିର୍ମିତ ହେଉଥିବା ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ କୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁ ଏକ୍ସାଇଟମେଣ୍ଟ ରହିଛି। କିଛି ଦିନ ପୂର୍ବେ ଏହାର ଟ୍ରେଲର ରିଲିଜ ହୋଇଥିଲା। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଟାଇଗର ସ୍ରଫ୍‌ ଜଣେ ସାଧାରଣ ଯୁବକ  ଭାବେ ରଫ୍‌  ଆଣ୍ଡ ଟଫ୍‌ ଭୂମିକାରେ ନଜର  ଆସିବେ। ମେ ୧୦ ତାରିଖରେ ଏହି ଫିଲ୍ମ ରିଲିଜ ହେବ ।  ୨୦୧୨ ମସିହାରେ ଆସିଥିବା ସୁପରହିଟ୍‌  ଫିଲ୍ମ  ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ର ଏହା ସିକ୍ୟୁଏଲ ଅଟେ। ପ୍ରଥମ ଫିଲ୍ମରେ ବରୁନ ଧୱନ, ଆଲିଆ ଭଟ୍ଟ ଓ ସିଦ୍ଧାର୍ଥ ମଲହୋତ୍ରା ବଲିଉଡ଼ରେ ଡେବ୍ୟୁ କରିଥିଲେ।

https://youtu.be/osBCBg8WAsM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story