ବିରାଟଙ୍କ ପାଇଁ ଏମିତି ପୋଷ୍ଟ କରିଦେଲେ ଅନୁଷ୍କା

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଗତ ୩ ବର୍ଷ ହେବ ଫିଲ୍ମ ଠାରୁ ଦୂରେଇ ରହିଛନ୍ତି। ସେ ତାଙ୍କ ଝିଅ ଓ ସ୍ୱାମୀଙ୍କ ସହ କ୍ୱାଲିଟି ଟାଇମ୍‌ ବିତାଉଛନ୍ତି। ମା’ ହେବା ଅନୁଭୂତି ନେଉଛନ୍ତି ଅନୁଷ୍କା। ଏହାରି ଭିତରେ ଅନୁଷ୍କା ବିରାଟଙ୍କ ପାଇଁ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ନିଆରା ଫଟୋ ପୋଷ୍ଟ କରିଛନ୍ତି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନୁଷ୍ମା ଶର୍ମା ଏବଂ ବିରାଟ କୋହଲି ପପୁଲାର ଯୋଡି ମଧ୍ୟରୁ ଜଣେ। ଅନୁଷ୍କା […]

Virat and anushka

Virat and anushka

Madhupriya Mistry
  • Published: Saturday, 13 November 2021
  • Updated: 25 March 2022, 01:08 PM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଗତ ୩ ବର୍ଷ ହେବ ଫିଲ୍ମ ଠାରୁ ଦୂରେଇ ରହିଛନ୍ତି। ସେ ତାଙ୍କ ଝିଅ ଓ ସ୍ୱାମୀଙ୍କ ସହ କ୍ୱାଲିଟି ଟାଇମ୍‌ ବିତାଉଛନ୍ତି। ମା' ହେବା ଅନୁଭୂତି ନେଉଛନ୍ତି ଅନୁଷ୍କା। ଏହାରି ଭିତରେ ଅନୁଷ୍କା ବିରାଟଙ୍କ ପାଇଁ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ନିଆରା ଫଟୋ ପୋଷ୍ଟ କରିଛନ୍ତି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନୁଷ୍ମା ଶର୍ମା ଏବଂ ବିରାଟ କୋହଲି ପପୁଲାର ଯୋଡି ମଧ୍ୟରୁ ଜଣେ। ଅନୁଷ୍କା ଏବଂ ବିରାଟ ଦୁହେଁ ନିଜ କାମ ବ୍ୟତୀତ ସୋଶାଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ। ପରସ୍ପରକୁ ସ୍ପେଶାଲ ଫିଲ୍‌ କରାଇବା ପାଇଁ ବିରାଟ-ଅନୁଷ୍କା ପ୍ରାୟତଃ ସୋଶାଲ ମିଡିଆରେ ନିଜ ନିଜର ପୋଷ୍ଟ ଶେୟାର କରନ୍ତି। ଏବେ ଅନୁଷ୍କା ବିରାଟଙ୍କ ପାଇଁ ଏକ କଫିର ଫଟୋ ପୋଷ୍ଟ କରିଛନ୍ତି।

ଅନୁଷ୍କା ପୋଷ୍ଟ କରିଥିବା ଏହି କଫି କୌଣସି ସାଧାରଣ କଫି ନୁହେଁ। ଏହାକ ଏକ ସ୍ପେଶାଲ କଫି। ଧଳା ରଙ୍ଗର କପ୍‌ରେ ଟେଷ୍ଟି କଫି ଉପରେ ଅନୁଷ୍କା ଏବଂ ବିରାଟଙ୍କ ଫଟୋ ତିଆରି ହୋଇଛି। ଗର୍ଭବତୀ ଥିବା ନେଇ ଘୋଷଣା କରିବା ସମୟରେ ଯେଉଁ ଫଟୋକୁ ଅନୁଷ୍କା ଶେୟାର କରିଥିଲେ ସମାନ ସେହି ଫଟୋ କଫି ଉପରେ ଛପି ରହିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ପୋଷ୍ଟ କରି ଅନୁଷ୍କା କ୍ୟାପସନରେ 'ଆମେ ବେଶ୍‌ ସ୍ୱାଦିଷ୍ଟ' ବୋଲି ଲେଖିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ବିରାଟଙ୍କୁ ନେଇ ଅନୁଷ୍କା ନିଜ ଫିଲିଙ୍ଗସ୍‌ ବଖାଣିଥିଲେ। ଅନୁଷ୍କା କହିଥିଲେ 'ଗର୍ଭାବସ୍ଥାରେ ବିରାଟ ତାଙ୍କୁ ଯେପରି ସମର୍ଥନ କରିଥିଲେ ସେଥିପାଇଁ ସେ ବିରାଟଙ୍କୁ ଧନ୍ୟବାଦ ଦେଇଥିଲେ।' 'ଏହି ଅଭିଜ୍ଞତା ତାଙ୍କୁ ବହୁତ କିଛି ଶିଖାଇଥିଲା। ପ୍ରାରମ୍ଭିକ ଦିନଗୁଡିକ ଟିକେ କଷ୍ଟସାଧ୍ୟ ଥିଲା, କିନ୍ତୁ ବହୁତ କିଛି ଶିଖିବାକୁ ମିଳିଥିଲା ବୋଲି ଅନୁଷ୍କା କହିଥିଲେ।

अनुष्का शर्मा

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story