କଙ୍ଗନାଙ୍କୁ ହତ୍ୟା ଧମକ

ମୁମ୍ବାଇ: ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତଙ୍କୁ ହତ୍ୟା ଧମକ। ତାଙ୍କୁ କେହି ଜଣେ ଦୁର୍ବୃତ୍ତ ଜୀବନରେ ମାରିଦେବାକୁ ଧମକ ଦେଇଛି। ଏହାପରେ ଅଭିନେତ୍ରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେ ଥାନାରେ ଅଜଣା ବ୍ୟକ୍ତିଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ଏନେଇ ସୋଶାଲ ମିଡିଆ ଜରିଆରେ ସେ ନିଜେ ସୂଚନା ଦେଇଛନ୍ତି। କଙ୍ଗନା ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏଫ୍‌ଆଇଆର୍‌ର ଏକ ସଫ୍ଟ କପି ପୋଷ୍ଟ କରିଛନ୍ତି। ଏଥିସହ ସେ […]

Kangana

Kangana

Madhupriya Mistry
  • Published: Tuesday, 30 November 2021
  • Updated: 30 November 2021, 12:43 PM IST

Sports

Latest News

ମୁମ୍ବାଇ: ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତଙ୍କୁ ହତ୍ୟା ଧମକ। ତାଙ୍କୁ କେହି ଜଣେ ଦୁର୍ବୃତ୍ତ ଜୀବନରେ ମାରିଦେବାକୁ ଧମକ ଦେଇଛି। ଏହାପରେ ଅଭିନେତ୍ରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେ ଥାନାରେ ଅଜଣା ବ୍ୟକ୍ତିଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ଏନେଇ ସୋଶାଲ ମିଡିଆ ଜରିଆରେ ସେ ନିଜେ ସୂଚନା ଦେଇଛନ୍ତି।

କଙ୍ଗନା ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏଫ୍‌ଆଇଆର୍‌ର ଏକ ସଫ୍ଟ କପି ପୋଷ୍ଟ କରିଛନ୍ତି। ଏଥିସହ ସେ ଲେଖିଛନ୍ତି, 'ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିହଙ୍କୁ ମନେ ପାକାଇ ଦେଶଦ୍ରୋହୀମାନଙ୍କୁ କଦାପି କ୍ଷମା କରନ୍ତୁ ନାହିଁ କିମ୍ବା ଭୁଲିଯାଆନ୍ତୁ ନାହିଁ ବୋଲି ଲେଖିଥିଲି। ଏହି ଘଟଣାରେ ଦେଶ ଭିତରେ ଥିବା ଦେଶଦ୍ରୋହୀଙ୍କ ହାତ ରହିଛି। ଦେଶଦ୍ରୋହୀ କେବେ ଟଙ୍କା ଲୋଭରେ ତ ଆଉ କେବେ ପଦ ଓ କ୍ଷମତାର ଲୋଭରେ ଭାରତ ମାକୁ କଳଙ୍କିତ କରିବାର କୌଣସି ସୁଯୋଗ ଛାଡି ନାହାଁନ୍ତି। ଏହି ପୋଷ୍ଟ ଲେଖିବା ପରେ କ୍ରମାଗତ ଭାବରେ ତାଙ୍କୁ ମୃତ୍ୟୁ ଧମକ ମିଳୁଛି ବୋଲି କଙ୍ଗନା କହିଛନ୍ତି।'

ସେ ଆହୁରି କହିଛନ୍ତି, 'ପଞ୍ଜାବ ଭଟିଣ୍ଡାର ଜଣେ ବ୍ୟକ୍ତି ମୋତେ ହତ୍ୟା କରିବେ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି। ମୁଁ ଏଭଳି ଧମକକୁ ଭୟ କରୁନି। ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ଏବଂ ଆତଙ୍କବାଦୀଙ୍କ ବିରୋଧରେ କହୁଛି ଏବଂ ସର୍ବଦା କହିବି।'

ଏହା ବ୍ୟତୀତ କଙ୍ଗନା ଲେଖିଛନ୍ତି, ‘ଗଣତନ୍ତ୍ର ଆମ ଦେଶର ସବୁଠାରୁ ବଡ ଶକ୍ତି, ସରକାର ହୁଏତ କୌଣସି ଦଳର ହୋଇପାରନ୍ତି, କିନ୍ତୁ ଦେଶର ଅଖଣ୍ଡତା, ଏକତା ତଥା ନାଗରିକ ମୌଳିକ ଅଧିକାରର ରକ୍ଷା ତଥା ଚିନ୍ତାଧାରାର ଅଭିବ୍ୟକ୍ତିର ସୁରକ୍ଷା ଆମକୁ ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନ ଦେଇଛନ୍ତି। ମୁଁ କୌଣସି ଜାତି, ଧର୍ମ କିମ୍ବା ଗୋଷ୍ଠୀ ବିଷୟରେ ଅପମାନଜନକ କିମ୍ବା ଘୃଣ୍ୟ କଥା କହି ନାହିଁ।'

ଏଥିସହ ଅଭିନେତ୍ରୀ କଙ୍ଗନା ରଣାୱତ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଅପିଲ କରିଛନ୍ତି। ସେ କହିଛନ୍ତି,'ମୁଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଜୀଙ୍କୁ ମନେ ପକାଇବାକୁ ଚାହେଁ ଯେ ଆପଣ ମଧ୍ୟ ଜଣେ ମହିଳା, ଆପଣଙ୍କ ଶାଶୁ ଇନ୍ଦିରା ଗାନ୍ଧୀ ଜୀ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ ଲଢିଥିଲେ। ଦୟାକରି ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଏହିପରି ଆତଙ୍କବାଦୀ, ବିଶୃଙ୍ଖଳାକାରୀ ତଥା ଜାତୀୟ ବିରୋଧୀ ଶକ୍ତିଙ୍କ ଧମକ ଉପରେ ସେ ତୁରନ୍ତ କାର୍ଯ୍ୟ କରନ୍ତୁ।' ତାଙ୍କ ଏଫ୍‌ଆଇଆର୍‌ ଅନୁଯାୟୀ ପଞ୍ଜାବ ସରକାର ଶୀଘ୍ର କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବେ ବୋଲି କଙ୍ଗନା ଆଶା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story