ବ୍ୟାନ୍‌ ହେଲେ ଅଭିନେତା ବୀର ଦାସ

ଭୋପାଲ: ବିଦେଶରେ କମେଡି କରିବା ପଡିଲା ମହଙ୍ଗା। ଫଶିଲେ ଅଭିନେତା ତଥା କମେଡିଆନ୍‌ ବୀର ଦାସ। ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି। ତାଙ୍କୁ ବ୍ୟାନ୍‌ କରାଯାଇଛି। ତାଙ୍କୁ ଆଉ ପରଫର୍ମ କରିବାକୁ ଦିଆଯିବ ନାହିଁ। ହେବନି ତାଙ୍କର ଆଉ କୌଣସି ବି କାର୍ଯ୍ୟକ୍ରମ। ବିଦେଶରେ ଭାରତକୁ ଅପମାନିତ କରିଥିବା ଅଭିଯୋଗରେ ଅଭିନେତା ବୀର ଦାସଙ୍କୁ ମଧ୍ୟପ୍ରଦେଶରେ ବ୍ୟାନ୍‌ କରାଯାଇଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଆଜି ଅଭିନେତା ବୀର ଦାସଙ୍କୁ ଏଠି କୌଣସି ବି […]

Vir Das

Vir Das

Madhupriya Mistry
  • Published: Thursday, 18 November 2021
  • Updated: 18 November 2021, 03:42 PM IST

Sports

Latest News

ଭୋପାଲ: ବିଦେଶରେ କମେଡି କରିବା ପଡିଲା ମହଙ୍ଗା। ଫଶିଲେ ଅଭିନେତା ତଥା କମେଡିଆନ୍‌ ବୀର ଦାସ। ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି। ତାଙ୍କୁ ବ୍ୟାନ୍‌ କରାଯାଇଛି। ତାଙ୍କୁ ଆଉ ପରଫର୍ମ କରିବାକୁ ଦିଆଯିବ ନାହିଁ। ହେବନି ତାଙ୍କର ଆଉ କୌଣସି ବି କାର୍ଯ୍ୟକ୍ରମ।

ବିଦେଶରେ ଭାରତକୁ ଅପମାନିତ କରିଥିବା ଅଭିଯୋଗରେ ଅଭିନେତା ବୀର ଦାସଙ୍କୁ ମଧ୍ୟପ୍ରଦେଶରେ ବ୍ୟାନ୍‌ କରାଯାଇଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଆଜି ଅଭିନେତା ବୀର ଦାସଙ୍କୁ ଏଠି କୌଣସି ବି କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି।

ସେ ପିଟାଆଇକୁ ଦେଇଥିବା ବୟାନରେ କହିଛନ୍ତି, 'ଆମେ ଏହିପରି ପ୍ରଙ୍କଷ୍ଟରମାନଙ୍କୁ ଅଭିନୟ କରିବାକୁ ଆମ ରାଜ୍ୟରେ ଦେବୁ ନାହିଁ। ଯଦି ସେ କ୍ଷମା ମାଗନ୍ତି, ତେବେ ଆମେ ତାହା ଉପରେ ବିଚାର କରିବୁ।'

ନିଜ ବୟାନରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, 'ଭାରତକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଅଭିନେତାଙ୍କୁ କପିଲ ଶିବଲ ଏବଂ ଅନ୍ୟ କଂଗ୍ରେସ ନେତାମାନେ ସମର୍ଥନ କରୁଛନ୍ତି। ବିଦେଶ ମାଟିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଭାରତକୁ ବଦନାମ କରିଛନ୍ତି। ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲ ନାଥ ମଧ୍ୟ ଏହା କରନ୍ତି।'

ସୂଚନା ମୁତାବକ, ଜଣାଶୁଣା ବଲିଉଡ ଅଭିନେତା ବୀର ଦାସ ତଥା କମେଡିଆନ୍‌ ନିଜର ଏକ ଭଡିଓ କ୍ଲିପ୍‌କୁ ନେଇ ଫଶିଛନ୍ତି। ତାଙ୍କ ବିରୋଧରେ ଦିଲ୍ଲୀ ତିଲକ ମାର୍ଗ ଥାନାରେ ମାମଲା ରୁଜୁ ହୋଇଛି। ଆମେରିକାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବୀର ଦାସ ଭାରତ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଭିନେତା ବୀର ଦାସ ବର୍ତ୍ତମାନ ଆମେରିକାରେ ଅଛନ୍ତି। ସେ ସୋମବାର ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଅପ୍‌ଲୋଡ କରିଥିଲେ। ଯାହାର ଶୀର୍ଷକ ଥିଲା 'ଆଇ କମ୍‌ ଫ୍ରମ ଟୁ ଇଣ୍ଡିଆଜ୍‌। ଏହି ଭିଡିଓକୁ ୱାଶିଂଟନ୍‌ ଡିସିର କେନେଡି ସେଣ୍ଟରରେ ପ୍ରସ୍ତୁତ କରାଯାଇଥିଲା। ଏଥିରେ ବୀର ଦାସ ଭାରତୀୟଙ୍କ ଡୁଆଲ କ୍ୟାରେକ୍ଟର ବିଷୟରେ ବର୍ଣ୍ଣାନା କରି କମେଡି କରିଥିଲେ। ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଦେଶଦ୍ରୋହୀ କୁହାଯାଉଛି ଏବଂ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ମଧ୍ୟ ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story