ମିଡିଆ ଉପରେ ବର୍ଷିଲେ କରଣ, କହିଲେ- ମୋ ଘର କରୋନା ହଟସ୍ପଟ୍‌ ନୁହେଁ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଫିଲ୍ମ ନିର୍ମାତା କରଣ ଜୋହର ଆଉ ତାଙ୍କ ପାର୍ଟି। ତାଙ୍କ ପାର୍ଟିରୁ ବ୍ୟାପିଥିବା କରୋନା ଏବେ ଅନେକଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। କାରଣ ଏହି ପାର୍ଟି କରଣ ଜୋହରଙ୍କ ଘରେ ହୋଇଥିଲା ଯେଉଁଠାରେ ସେଲେବ୍ରିଟିମାନଙ୍କ ସମାବେଶ ହୋଇଥିଲା ଏବଂ ଏଠାରୁ ହିଁ ଚାରି ଜଣ କରୋନା ସଂକ୍ରମିତ ହୋଇଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ କରଣ ଜୋହରଙ୍କୁ ଜୋରଦାର ଟ୍ରୋଲ କରାଯାଉଛି। ତେବେ ଏହି ଟ୍ରୋଲକୁ ନେଇ ମୁହଁତୋଡ ଜବାବ ଦେଇଛନ୍ତି […]

Karan johar

Karan johar

Madhupriya Mistry
  • Published: Wednesday, 15 December 2021
  • Updated: 15 December 2021, 02:01 PM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଫିଲ୍ମ ନିର୍ମାତା କରଣ ଜୋହର ଆଉ ତାଙ୍କ ପାର୍ଟି। ତାଙ୍କ ପାର୍ଟିରୁ ବ୍ୟାପିଥିବା କରୋନା ଏବେ ଅନେକଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। କାରଣ ଏହି ପାର୍ଟି କରଣ ଜୋହରଙ୍କ ଘରେ ହୋଇଥିଲା ଯେଉଁଠାରେ ସେଲେବ୍ରିଟିମାନଙ୍କ ସମାବେଶ ହୋଇଥିଲା ଏବଂ ଏଠାରୁ ହିଁ ଚାରି ଜଣ କରୋନା ସଂକ୍ରମିତ ହୋଇଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ କରଣ ଜୋହରଙ୍କୁ ଜୋରଦାର ଟ୍ରୋଲ କରାଯାଉଛି। ତେବେ ଏହି ଟ୍ରୋଲକୁ ନେଇ ମୁହଁତୋଡ ଜବାବ ଦେଇଛନ୍ତି କରଣ ଆଉ ମିଡିଆ ଉପରେ ମଧ୍ୟ ପ୍ରବଳ ବର୍ଷିଛନ୍ତି।

ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି କରଣ। ନିଜ ଇନ୍‌ଷ୍ଟାଗ୍ରାମରେ ଏହି ପୋଷ୍ଟ ଲେଖି ସେ ସମସ୍ତଙ୍କୁ ଦେଇଛନ୍ତି ସଫେଇ। ସେ ଲେଖିଛନ୍ତି, 'ମୁଁ , ମୋର ପରିବାର ସଦସ୍ୟ ଓ କର୍ମଚାରୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଇଛି। ଭଗବନାଙ୍କ ଦୟାରୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ମୁଁ ସତର୍କତା ଦୃଷ୍ଟିରୁ ଦୁଇ ଥର କରୋନା ଟେଷ୍ଟ କରିଛି। ଦୁଇ ଥର ଯାକ ମୋର ରିପୋର୍ଟ ନେଗେଟିଭ୍‌ ଆସିଛି। ସହରକୁ ସୁରକ୍ଷିତ ରଖିବା ପାଇଁ କରାଯାଉଥିବା ପ୍ରୟାସକୁ ମୁଁ ପ୍ରଶଂସା କରୁଛି।'

ଏହାପରେ କରଣ ଜୋହର ଆଉ ଆଉ ଏକ ପୋଷ୍ଟରେ ମିଡିଆ ପ୍ରବଳ ବର୍ଷିଛନ୍ତି। ସେ ରାଗିଯାଇ କହିଛନ୍ତି ମୋ ଘର କରୋନାର ହଟ୍‌ସ୍ପଟ୍‌ ନୁହେଁ। କରଣ ଜୋହର ନିଜର ଅସନ୍ତୋଷ ବ୍ୟକ୍ତ କରି ଲେଖିଛନ୍ତି, 'ମୁଁ ଗଣମାଧ୍ୟମର କିଛି ସଦସ୍ୟଙ୍କୁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ୮ ଜଣଙ୍କର ସମାବେଶକୁ ପାର୍ଟି କୁହାଯାଏ ନାହିଁ। ମୋ ଘର ଯେଉଁଠାରେ କୋଭିଡ୍‌ର ସମସ୍ତ ପ୍ରୋଟୋକଲ୍ ଅନୁସରଣ କରାଯାଏ, ଏହା ନିଶ୍ଚିତ ଭାବରେ କୋଭିଟ୍‌ର ଏକ ହଟସ୍ପଟ୍ ନୁହେଁ। ଆମେ ସମସ୍ତେ ସବୁବେଳେ ମାସ୍କ ପିନ୍ଧୁ। ମହାମାରୀକୁ କେହି ହାଲୁକା ଭାବେ ଗ୍ରହଣ କରିନାହାଁନ୍ତି। ମୁଁ ଗଣମାଧ୍ୟମର କିଛି ସଦସ୍ୟଙ୍କୁ ନିବେଦନ କରେ ଯେ ସେମାନଙ୍କ ରିପୋର୍ଟ ଉପରେ କିଛି ପ୍ରତିବନ୍ଧକ ଲଗାନ୍ତୁ, ବିନା ତଥ୍ୟରେ ରିପୋର୍ଟ ଛାପିବା ଠାରୁ ଦୂରେଇ ରୁହନ୍ତୁ।'

ସୂଚନା ମୁତାବକ, ନିକଟରେ 'କଭି ଖୁସି କଭି ଗମ' ଫିଲ୍ମକୁ ୨୦ ବର୍ଷ ପୂର୍ତ୍ତି ଅବସରରେ କରଣଙ୍କ ଘରେ ଏକ ପାର୍ଟିର ଆୟୋଜନ ହୋଇଥିଲା। ଏଥିରେ କରୀନା କପୁର, ଅମୃତା ଅରୋରା, ସୀମା ଖାନ୍‌ ସମେତ ଅନେକ ସେଲେବ୍ରିଟି ଯୋଗ ଦେଇଥିଲେ। ଏହି ପାର୍ଟିରୁ ହିଁ ସେଲେବ୍ରିଟିଙ୍କ ମଧ୍ୟରେ କରୋନା ବ୍ୟାପିଥିବା ନେଇ ଖବର ମିଳିଥିଲା।

ସର୍ବପ୍ରଥମେ ସୀମା ଖାନ୍‌ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ କରୀନା କପୁର, ଅମ୍ୟତା ଅରୋରା ଓ ମହିପ କପୁର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ଏହି ସମସ୍ତ ସେଲେବ୍ରିଟି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ବିଏମ୍‌ସି ପକ୍ଷରୁ ପ୍ରତିଦିନ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝାଯାଉଛି। ମଙ୍ଗଳବାର ଦିନ କରୀନା, ଅମୃତା ଓ କରଣଙ୍କ ଘରକୁ ବିଏମ୍‌ସି ସାନିଟାଇଜ୍‌ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story