'ମିର୍ଜାପୁର' ଅଭିନେତାଙ୍କ ଦେହାନ୍ତ, ବାଥ୍‌ରୁମ୍‌ରୁ ମିଳିଲା ମୃତଦେହ

ମୁମ୍ବାଇ: ସୁପରହିଟ୍‌ ୱେବ୍‌ସିରିଜ ‘ମିର୍ଜାପୁର’ରେ ଲଲିତ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହାସଲ କରିଥିବା ଅଭିନେତା ବ୍ରହ୍ମା ମିଶ୍ରାଙ୍କ ଦେହାନ୍ତ। ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଘରର ବାଥରୁମ୍‌ରୁ ତାଙ୍କ ମୃତଦେହ ମିଳିଛି। ବର୍ସୋୱାର ୟାର ରୋଡ୍‌ ସ୍ଥିତ ଏକ ଆପର୍ଟମେଣ୍ଟରେ ବ୍ରହ୍ମା ମିଶ୍ରା ରହୁଥିଲେ। ତେବେ ଆଜି ତାଙ୍କ ରୁମ୍‌ରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ଅଭିଯୋଗ କରିଥିଲେ। ଏହାରେ ପୁଳିସ ଆସି ତାଙ୍କ ଘରର କବାଟ ଭାଙ୍ଗିବା ପରେ ବାଥରୁମ୍‌ରୁ ତାଙ୍କ ମୃତଦେହ […]

Bramha-mishra

Bramha-mishra

Madhupriya Mistry
  • Published: Thursday, 02 December 2021
  • Updated: 02 December 2021, 06:03 PM IST

Sports

Latest News

ମୁମ୍ବାଇ: ସୁପରହିଟ୍‌ ୱେବ୍‌ସିରିଜ 'ମିର୍ଜାପୁର'ରେ ଲଲିତ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହାସଲ କରିଥିବା ଅଭିନେତା ବ୍ରହ୍ମା ମିଶ୍ରାଙ୍କ ଦେହାନ୍ତ। ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଘରର ବାଥରୁମ୍‌ରୁ ତାଙ୍କ ମୃତଦେହ ମିଳିଛି।

ବର୍ସୋୱାର ୟାର ରୋଡ୍‌ ସ୍ଥିତ ଏକ ଆପର୍ଟମେଣ୍ଟରେ ବ୍ରହ୍ମା ମିଶ୍ରା ରହୁଥିଲେ। ତେବେ ଆଜି ତାଙ୍କ ରୁମ୍‌ରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ଅଭିଯୋଗ କରିଥିଲେ। ଏହାରେ ପୁଳିସ ଆସି ତାଙ୍କ ଘରର କବାଟ ଭାଙ୍ଗିବା ପରେ ବାଥରୁମ୍‌ରୁ ତାଙ୍କ ମୃତଦେହ ମିଳିଥିଲା।

ପୁଲିସ କହିବା ମୁତାବକ, ପ୍ରାଥମିକ ତଦନ୍ତରୁ ଦୁର୍ଘଟଣାଜନିତ ମୃତ୍ୟୁ ଭଳି ମନେ ହେଉଛି। ତାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନାହିଁ। ବାଥରୁମକୁ ଯାଇଥିବା ବେଳେ ତାଙ୍କର ହୃଦଘାତ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ବ୍ରହ୍ମା ମିଶ୍ରା ଏକା ରହୁଥିଲେ। ତାଙ୍କୁ ମୃତ୍ୟୁ ଆନୁମାନିକ ରୂପେ ଦୁଇ ଦିନ ପୂର୍ବରୁ ହେଲାଣି, ଏଥିଯୋଗୁଁ ଦୁର୍ଗନ୍ଧ ଆସିଥିଲା। ବର୍ତ୍ତାମନ ବ୍ରହ୍ମାଙ୍କ ମୃତେଦହକୁ ବ୍ୟବଚ୍ଛେଦ ପାଇଁ କୁପର ହସ୍ପିଟାଲ ପଠାଯାଇଥିବା ନେଇ ପୁଲିସ ସୂଚନା ଦେଇଛି।

ସେପଟେ ବ୍ରହ୍ମା ମିଶ୍ରାଙ୍କ ମୃତ୍ୟୁକୁ ନେଇ ମିର୍ଜାପୁର ଫେମ୍‌ ବଲିଉଡ ଅଭିନେତା ମୁନ୍ନା ତ୍ରିପାଠୀ ଓରଫ ଦିବ୍ୟେନ୍ଦୁ ଶର୍ମା ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ସେ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

ଯେତେବେଳେ 'ମିର୍ଜାପୁର' ରିଲିଜ୍ ହେଲା, ଏହି ସିରିଜ୍‌ରେ ଏପରି ଅନେକ ଚରିତ୍ର ଥିଲେ ଯେଉଁମାନଙ୍କୁ ବେଶ୍‌ ଭଲ ପାଇବା ମିଳିଥିଲା, ସେଥିମଧ୍ୟରୁ ବ୍ରହ୍ମା ମିଶ୍ରାଙ୍କ ଅଭିନୀତ 'ଲଲିତ' ଚରିତ୍ରଟି ଅନ୍ୟତମ ଥିଲା।

ସେ ୨୦୧୩ରେ ଫିଳ୍ମ 'ଚୋର ଚୋର ସୁପର ଚୋର' ଜରିଆରେ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ଅକ୍ଷୟ କୁମାରଙ୍କ ଫିଲ୍ମ 'କେସରୀ'ରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ହେଲେ ତାଙ୍କୁ 'ମିର୍ଜାପୁର'ର "ଲଲିତ" ଚରିତ୍ରରୁ ସର୍ବାଧିକ ଲୋକ୍ରିୟତା ମିଳିଥିଲା। ସେ ଏହି ଚରିତ୍ର ଜରିଆରେ ଦର୍ଶକଙ୍କୁ ହସାଇବାରେ ସଫଳ ହୋଇଥିଲେ।

View this post on Instagram

A post shared by Divyenndu 💫 (@divyenndu)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story