ବିଗ୍‌ ବି'ଙ୍କ ଭଡାଟିଆ ସାଜିଲେ କ୍ରିତି

ମୁମ୍ବାଇ: ଭଡାରେ ଲାଗିଲା ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଘର। ବିଗ୍‌ ବି’ ଅନ୍ଧେରୀ ସ୍ଥିତ ନିଜର ଏକ ଡ୍ୟୁପ୍ଲେକ୍ସ ଘରକୁ ଭଡାରେ ଦେଇଛନ୍ତି। ଆଉ ତାଙ୍କ ଭଡାଟିଆ ସାଜିଛନ୍ତି ବଲିଉଡ ଅଭିନେତ୍ରୀ କ୍ରିତି ସାନନ। ବଲିଉଡର ଟପ୍‌ ଅଭିନେତ୍ରୀ ମଧ୍ୟରୁ ଜଣେ ହେଉଛନ୍ତି କ୍ରିତି ସାନନ। ସେ ପ୍ରାୟତଃ ନିଜ ଫିଲ୍ମୀ ଲାଇଫ ଏବଂ ପର୍ସନାଲ ଲାଇଫ୍‌କୁ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ଦିନ ତଳେ ସେ କୁଆଡେ ମୁମ୍ବାଇରେ ଘର କିଣିଥିବା ନେଇ ଶୁଣିବାକୁ […]

Big B and kriti

Big B and kriti

Madhupriya Mistry
  • Published: Saturday, 11 December 2021
  • Updated: 11 December 2021, 04:44 PM IST

ମୁମ୍ବାଇ: ଭଡାରେ ଲାଗିଲା ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଘର। ବିଗ୍‌ ବି' ଅନ୍ଧେରୀ ସ୍ଥିତ ନିଜର ଏକ ଡ୍ୟୁପ୍ଲେକ୍ସ ଘରକୁ ଭଡାରେ ଦେଇଛନ୍ତି। ଆଉ ତାଙ୍କ ଭଡାଟିଆ ସାଜିଛନ୍ତି ବଲିଉଡ ଅଭିନେତ୍ରୀ କ୍ରିତି ସାନନ।

ବଲିଉଡର ଟପ୍‌ ଅଭିନେତ୍ରୀ ମଧ୍ୟରୁ ଜଣେ ହେଉଛନ୍ତି କ୍ରିତି ସାନନ। ସେ ପ୍ରାୟତଃ ନିଜ ଫିଲ୍ମୀ ଲାଇଫ ଏବଂ ପର୍ସନାଲ ଲାଇଫ୍‌କୁ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ଦିନ ତଳେ ସେ କୁଆଡେ ମୁମ୍ବାଇରେ ଘର କିଣିଥିବା ନେଇ ଶୁଣିବାକୁ ମିଳିଥିଲା। ଏବେ କିନ୍ତୁ କ୍ରିତି ଭଡାରେ ଘର ନେଇଥିବା ସାମ୍ନାକୁ ଆସିଛି।

କ୍ରିତି ଏବେ ଅମିତାଭ ବଚ୍ଚନଙ୍କ ଅନ୍ଧେରୀ ସ୍ଥିତ ଡ୍ୟୁପ୍ଲେକ୍ସ ଘରକୁ ଭଡାରେ ନେଇଛନ୍ତି। ସିକ୍ୟୁରିଟି ବାବଦକୁ ସେ ୬୦ ଲକ୍ଷ ଟଙ୍କା ଦେଇଛନ୍ତି। ଏହି ଫ୍ଲାଟକୁ ସେ ୨ ବର୍ଷ ପାଇଁ ଭଡାରେ ନେଇଛନ୍ତି।

ସୂଚନା ଅନୁଯାୟୀ, ଅମିତାଭ ବଚ୍ଚନଙ୍କ ଏହି ଫ୍ଲାଟଟି ଅନ୍ଧେରି ପଶ୍ଚିମର ଲୋଖଣ୍ଡୱାଲା ରୋଡରେ ଥିବା ଆଟଲାଣ୍ଟିସ ବିଲ୍ଡିଂର ୨୭ ଓ ୨୮ ମହଲାରେ ଅଛି। ଏହି ଫ୍ଲାଟର ଭଡା ମାସକୁ ୧୦ ଲକ୍ଷ ଟଙ୍କା ଏବଂ ଏହା ସହିତ ୪ଟି କାର ପାଇଁ ପାର୍କିଂ ସ୍ଥାନ ମଧ୍ୟ ରହିଛି।

ରିପୋର୍ଟରେ କୁହାଯାଇଛି ଯେ କ୍ରିତି ସାନନଙ୍କ ଭଡାର ଏଗ୍ରିମେଣ୍ଟ ନଭେମ୍ବର ୧୨ ରେ କରାଯାଇଥିଲା। ଏହି ଚୁକ୍ତି ଅକ୍ଟୋବର ୨୦୨୧ ରୁ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ହୋଇଛି। ଏହି ଫ୍ଲାଟକୁ ଅମିତାଭ ୨୦୨୦ ଏପ୍ରିଲରେ ୩୧ କୋଟିରୁ ଅଧିକ ମୂଲ୍ୟରେ କିଣିଥିଲେ।

ନିକଟରେ କ୍ରିତି ସାନନ ଅମିତାଭ ବଚ୍ଚନଙ୍କ ଶୋ' କୌନ୍‌ ବନେଗା କରୋଡପତିରେ ନଜର ଆସିଥିଲେ। ଏଠି ସେ ବିଗ୍‌ ବି'ଙ୍କ ସହ ଢ଼େରସାରା ମସ୍ତି ଆଉ ଧମାଲ କରିଥିଲେ। କେବଳ ସେତିକି ନୁହେଁ ବିଗ୍‌ ବି' କ୍ରିତିଙ୍କ ସହ ସୋଶାଲ ମିଡିଆରେ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଏହି ଫଟୋରେ ସେ କ୍ରିତିଙ୍କ ସହ ହାତରେ ହାତ ଧରି ବଲରୁମ୍‌ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ।

କ୍ରିତିଙ୍କୁ ଫିଲ୍ମ ‘ମିମି’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ​​ଯେଉଁଥିରେ ତାଙ୍କ କାମକୁ ଅଧିକ ପ୍ରଶଂସା କରାଯାଇଥିଲା। ଆଗକୁ କ୍ରିତି ଖୁବ୍ ଶୀଘ୍ର ‘ବଚ୍ଚନ ପାଣ୍ଡେ’, ‘ଆଦିପୁରୁଷ’, ‘ଭେଡିଆ’ ଏବଂ ‘ଗଣପତ’ ଭଳି ବିଗ୍‌ ବଜେଟ୍‌ ଫିଲ୍ମରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story