'ମୋ ସ୍ୱାମୀ ମୋତେ ଜୀବନରେ ମାରିଦେବେ'

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ତାଙ୍କର ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏଁ ରହିଛି ଦବ୍‌ଦବା। ତାଙ୍କ ଲୋକପ୍ରିୟତା ଢ଼େର ଅଧିକା। ନିକ୍‌ ଜୋନସଙ୍କୁ ବିବାହ କରି ସେ ଦେଶୀରୁ ପାଲଟିଛନ୍ତି ବିଦେଶୀ ବୋହୂ। ନିକଟରେ ସେ ଦୀପାବଳି ସାରି ନିଜ କାମକୁ ବ୍ୟାକ୍‌ କରିଛନ୍ତି। ତେବେ ଏସବୁ ଭିତରେ ତାଙ୍କ ସ୍ୱାମୀ ନିକ୍‌ ଜୋନସ ତାଙ୍କୁ ଜୀବନରେ ମାରିଦେବେ ବୋଲି କହିଛନ୍ତି ପ୍ରିୟଙ୍କା ଚୋପ୍ରା। ନିକଟରେ ପ୍ରିୟଙ୍କା ବୋଗ୍‌ ଅରେବିୟାଙ୍କୁ ଏକ […]

Priyanka and nick

Priyanka and nick

Madhupriya Mistry
  • Published: Wednesday, 10 November 2021
  • Updated: 10 November 2021, 03:11 PM IST

Sports

Latest News

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ତାଙ୍କର ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏଁ ରହିଛି ଦବ୍‌ଦବା। ତାଙ୍କ ଲୋକପ୍ରିୟତା ଢ଼େର ଅଧିକା। ନିକ୍‌ ଜୋନସଙ୍କୁ ବିବାହ କରି ସେ ଦେଶୀରୁ ପାଲଟିଛନ୍ତି ବିଦେଶୀ ବୋହୂ। ନିକଟରେ ସେ ଦୀପାବଳି ସାରି ନିଜ କାମକୁ ବ୍ୟାକ୍‌ କରିଛନ୍ତି। ତେବେ ଏସବୁ ଭିତରେ ତାଙ୍କ ସ୍ୱାମୀ ନିକ୍‌ ଜୋନସ ତାଙ୍କୁ ଜୀବନରେ ମାରିଦେବେ ବୋଲି କହିଛନ୍ତି ପ୍ରିୟଙ୍କା ଚୋପ୍ରା।

ନିକଟରେ ପ୍ରିୟଙ୍କା ବୋଗ୍‌ ଅରେବିୟାଙ୍କୁ ଏକ ସାକ୍ଷାତକାରେ କିଛି ଏଭଳି କହିଛନ୍ତି। ଏହି ଇଣ୍ଟରଭ୍ୟୁରେ ପ୍ରିୟଙ୍କାଙ୍କୁ ତାଙ୍କ ପାଇଁ ତାଙ୍କର ସବୁଠାରୁ ଫେଭରେଟ୍‌ ଜୁଏଲାରୀ କ’ଣ ବୋଲି ପଚରାଯାଇଥିଲା। ଏହି ପ୍ରଶ୍ନ ଶୁଣି ପ୍ରିୟଙ୍କା ଏକ ହୃଦୟସ୍ପର୍ଶୀ ଉତ୍ତର ଦେଇଛନ୍ତି।

ପ୍ରିୟଙ୍କା ଚୋପ୍ରା କହିଛନ୍ତି, 'ଯଦି ମୁଁ ମୋର ନିର୍ବନ୍ଧ ମୁଦି ବିଷୟରେ ନ କୁହେ, ତେବେ ମୋ ସ୍ୱାମୀ ମୋତେ ଜୀବନରେ ମାରିଦେବେ। ମୁଁ ଥଟ୍ଟା କରୁଛି। ମୁଁ କହିବାକୁ ଚାହେଁ ଯେ ମୋର ସବୁଠାରୁ ଫେଭରେଟ୍‌ ଜୁଏଲାରୀ ହେଉଛି ମୋର ନିର୍ବନ୍ଧ ମୁଦି। ମୁଁ ଏହାକୁ ନେଇ ଅତ୍ୟନ୍ତ ଭାବୁକ, କାରଣ ଏହା ମୋର ଏକ ଚମତ୍କାର ସ୍ମୃତି ସହିତ ଜଡିତ।'

Priyanka Chopra Flaunts Her Engagement Ring And Calls It The Best Piece  From Tiffany

ପ୍ରିୟଙ୍କା ଚୋପ୍ରାଙ୍କ ତାଙ୍କ ନିର୍ବନ୍ଧ ରିଙ୍ଗ ବା ମୁଦିର ମୂଲ୍ୟ ଦୁଇ କୋଟି ଟଙ୍କା ବୋଲି କହିଛନ୍ତି।  ପ୍ରିୟଙ୍କାଙ୍କ ବିବାହ ବେଳେ ତାଙ୍କର ଏହି ମୁଦିକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ୨୦୧୮ରେ ଜୋଧପୁରରେ ପ୍ରିୟଙ୍କା ଏବଂ ନିକ୍‌ ଜୋନ୍‌ସଙ୍କ ବିବାହ ହୋଇଥିଲା। ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍‌ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ପ୍ରିୟଙ୍କା ଏବଂ ନିକ୍‌।

ଆଗକୁ ପ୍ରିୟଙ୍କା ହଲିଉଡ ଫିଲ୍ମ 'ମ୍ୟାଟ୍ରିକ୍ସ'ରେ ନଜର ଆସିବେ। ସେହିପରି ବଲିଉଡର 'ଜିଲେ ଜରା' ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କ ସହ କ୍ୟାଟ୍ରିନା କୈଫ ଏବଂ ଆଲିଆ ଭଟ୍ଟ ମଧ୍ୟ ଲିଡ୍‌ ରୋଲରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story