ପ୍ରଯୋଜକ ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଥାନାରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଜଣାଶୁଣା ପ୍ରଯୋଜକ ଭୂଷଣ କୁମାରଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। ଏନେଇ ପୁଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି। ତେବେ ତାଙ୍କୁ ଗିରଫ କରାଯାଇ ନାହିଁ। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଜଣେ ୩୦ ବର୍ଷୀୟା ମହିଳା ତାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। କାମ ପାଇଁ ଯାଇଥିବା ବେଳେ ଭୂଷଣ କୁମାରଙ୍କ ଦ୍ୱାରା ସେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ୨୦୧୭ରୁ ୨୦୨୦ ଅଗଷ୍ଟ […]

Bhushan Kumar

Bhushan Kumar

Jitendra Garnayak
  • Published: Friday, 16 July 2021
  • Updated: 16 July 2021, 01:30 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଜଣାଶୁଣା ପ୍ରଯୋଜକ ଭୂଷଣ କୁମାରଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। ଏନେଇ ପୁଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି। ତେବେ ତାଙ୍କୁ ଗିରଫ କରାଯାଇ ନାହିଁ। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଜଣେ ୩୦ ବର୍ଷୀୟା ମହିଳା ତାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। କାମ ପାଇଁ ଯାଇଥିବା ବେଳେ ଭୂଷଣ କୁମାରଙ୍କ ଦ୍ୱାରା ସେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ୨୦୧୭ରୁ ୨୦୨୦ ଅଗଷ୍ଟ ମଧ୍ୟରେ ଭୂଷଣ କୁମାର ତାଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ତିନି ଥର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ଘଟଣା ସଂପର୍କରେ କାହାକୁ କିଛି ନ କହିବାକୁ ବି ସେ ଧମକ ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ମୁମ୍ବାଇର ଡିଏନ୍‌ ନଗର ଥାନାରେ ଭୂଷଣ କୁମାରଙ୍କ ବିରୋଧରେ ଆଇପିସିର ଧାରା ୩୭୬, ୪୨୦ ଓ ୫୦୬ ରେ ମାମଲା ରୁଜୁ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଭୂଷଣ କୁମାର ଏବେ ମୁମ୍ବାଇରେ ନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୮ରେ ଯେତେବେଳେ ବଲିଉଡ୍‌ରେ ‘ମି ଠୁ’ ଅଭିଯାନ ଜୋର ଧରିଥିଲା, ସେତେବେଳେ ମଧ୍ୟ ଭୂଷଣ କୁମାରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ଜଣେ ଅଭିନେତ୍ରୀ ତାଙ୍କ ନାଁରେ ଏଭଳି ଅଭିଯୋଗ ଆଣିଥିଲେ। ସେ କହିଥିଲେ ସେ ଭୂଷଣ କୁମାରଙ୍କ ଶଯ୍ୟାସଙ୍ଗିନୀ ହେବାକୁ ମନା କରି ଦେବାରୁ ତାଙ୍କୁ ଏକ ଫିଲ୍ମରୁ ଆଉଟ୍ କରି ଦିଆଯାଇଥିଲା। ଏହା ପୂର୍ବରୁ ତାଙ୍କୁ ତିନିଟି ଫିଲ୍ମର ଅଫର ଦିଆଯାଇଥିଲା ବୋଲି ସେ ଦାବି କରିଥିଲେ। ଅବଶ୍ୟ ପରେ ଭୂଷଣ କୁମାର ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story