ପୁଣି ପ୍ରେମରେ ହ୍ରିତିକଙ୍କ ପୂର୍ବତନ ପତ୍ନୀ ସୁଜେନ୍‌

ମୁମ୍ବାଇ: ପୁଣି ପ୍ରେମରେ ପଡିଲେ ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋସନଙ୍କ ପୂର୍ବତନ ପତ୍ନୀ ସୁଜେନ୍‌ ଖାନ୍‌। ହ୍ରିତିକଙ୍କ ଠାରୁ ଛାଡପତ୍ର ପରେ ଏବେ ସେ ଆଉ ଜଣଙ୍କ ପ୍ରେମରେ ଉବୁଟୁବୁ। ଏନେଇ ସେ ନିଜେ ମୋହର ମାରିଛନ୍ତି। ପ୍ରେମରେ ଥିବା ନେଇ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୁଜେନ୍‌ ଫ୍ୟାନ୍‌ମାନଙ୍କୁ ଇସାରା ଦେଇଛନ୍ତି। ପୂର୍ବରୁ ସୁଜେନ୍‌ କୁଆଡେ ଅଭିନେତା ଅର୍ଜୁନ ରାମପାଲଙ୍କୁ ଡେଟ୍‌ କରୁଥିବା ନେଇ ଖବର ଆସିଥିଲା କିନ୍ତୁ ପରେ ସେ ଅଭିନେତା […]

sussanne khan and hrithik roshan

sussanne khan and hrithik roshan

Madhupriya Mistry
  • Published: Tuesday, 21 December 2021
  • Updated: 21 December 2021, 05:37 PM IST

Sports

Latest News

ମୁମ୍ବାଇ: ପୁଣି ପ୍ରେମରେ ପଡିଲେ ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋସନଙ୍କ ପୂର୍ବତନ ପତ୍ନୀ ସୁଜେନ୍‌ ଖାନ୍‌। ହ୍ରିତିକଙ୍କ ଠାରୁ ଛାଡପତ୍ର ପରେ ଏବେ ସେ ଆଉ ଜଣଙ୍କ ପ୍ରେମରେ ଉବୁଟୁବୁ। ଏନେଇ ସେ ନିଜେ ମୋହର ମାରିଛନ୍ତି। ପ୍ରେମରେ ଥିବା ନେଇ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୁଜେନ୍‌ ଫ୍ୟାନ୍‌ମାନଙ୍କୁ ଇସାରା ଦେଇଛନ୍ତି।

ପୂର୍ବରୁ ସୁଜେନ୍‌ କୁଆଡେ ଅଭିନେତା ଅର୍ଜୁନ ରାମପାଲଙ୍କୁ ଡେଟ୍‌ କରୁଥିବା ନେଇ ଖବର ଆସିଥିଲା କିନ୍ତୁ ପରେ ସେ ଅଭିନେତା ଅରସଲାନ ଗୋନିଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳିଥିଲା। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ସୁଜେନ୍‌। ସେ ଅରସଲାନ ଗୋନିଙ୍କୁ ପ୍ରେମରେ ଥିବା ନେଇ ସ୍ପଷ୍ଟ କରିଛନ୍ତି। ସେ ଅରସଲାନଙ୍କ ସହ ସମ୍ପର୍କରେ ଥିବା ନେଇ ନିଜ ଇନଷ୍ଟାଗ୍ରାମରେ ଅଫିସିଆଲ ରୂପେ ଘୋଷଣା କରିଛନ୍ତି। ଅରସଲାନ ଗୋନିଙ୍କ ଜନ୍ମ ଦିନ ଅବସରରେ ସୁଜେନ ନିଜ ଫ୍ୟାନ୍‌ମାନଙ୍କୁ ଏହି ଗୁଡ୍‌ ନ୍ୟୁଜ ଦେଇଛନ୍ତି।

ଆରସଲାନ୍ ଏବଂ ସୁଜେନଙ୍କୁ ପ୍ରାୟତଃ ଅନେକ ପାର୍ଟିରେ ଏକାଠି ଦେଖୁବାକୁ ମିଳିଛି। କେବଳ ସେତିନୁହେଁ ଦୁହେଁ ଏକାଠି ହ୍ୟାଙ୍ଗ ଆଉଟ୍‌ କରୁଥିବା ମଧ୍ୟ ନଜର ଆସିଛନ୍ତି।  ଆରସଲାନଙ୍କ ଜନ୍ମଦିନରେ ସୁଜେନ ତାଙ୍କ ସହ ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ଉଭୟ ପରସ୍ପରଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି।

Is Hrithik Roshan's ex-wife Sussanne Khan dating Aly Goni's brother Arslan Goni? | Bollywood Bubble - Flipboard

ସୁଜେନ ଏହି ଫଟୋରେ କ୍ୟାପସନ୍‌ ଦେଇ ଲେଖିଛନ୍ତି, 'ହାପି ବାର୍ଥ ଡେ'। ମୁଁ ତୁମ ପାଇଁ ଏକ ଏଭଳି ଦୁନିଆ ଚାହୁଁଛି ଯେଉଁଠାରେ ସବୁକିଛି ତୁମ ପାଇଁ ସର୍ବୋତ୍ତମ ଥିବ, ତୁମେ ଯାହା ଚାହୁଁଛ ତାହା ତୁମେ ପାଇବ। ତୁମ ଚାରିପାଖରେ ଖୁସି ଆଉ ପ୍ରକୃତ ପ୍ରେମ ରହୁ।  ତୁମେ ସବୁଠାରୁ ସୁନ୍ଦର ଶକ୍ତି ଯାହା ସହ ମୋର ସାକ୍ଷାତ ହୋଇଛି।'

ଅରସଲାନ ଗୋନି ସୁଜେନ୍‌ଙ୍କ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଶେଆର କରିଛନ୍ତି। ଏଥିରେ ସେ ହାର୍ଟ ଇମୋଜି ଶେଆର କରିଛନ୍ତି। ବିଗତ ଦିନରେ ଅରସଲାନ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ସୁଜେନ୍‌ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ।

ଯେଉଁଭଳି ଭାବରେ ସୁଜାନେ ଏବଂ ଆର୍ସଲାନ୍ ଗୋନି ସୋସିଆଲ ମିଡିଆରେ ପରସ୍ପରକୁ ପ୍ରଶଂସା କରିବାରେ ଥକୁ ନାହଁନ୍ତି, ଏହା ସ୍ପଷ୍ଟ ଭାବେ ଦେଖାଯାଏ ଯେ ଉଭୟ ପରସ୍ପରର ପ୍ରେମରେ କେତେ ବୁଡି ରହିଛନ୍ତି। ଏକ ଗେଟ୍‌ଟୁଗେଦର ପାର୍ଟିରେ ସୁଜେନ ଖାନ୍‌ଙ୍କ ସହ ଅରସଲାନ ସାକ୍ଷାତ ହୋଇଥିଲା। ଏଠାରେ ଦୁହେଁ ପରସ୍ପର ସହ କଥାବାର୍ତ୍ତା କରିଥିଲେ ଏବଂ ଉଭୟ ଡେଟିଂ କରିବା ଆରମ୍ଭ କରିଥିଲେ।

View this post on Instagram

A post shared by Sussanne Khan (@suzkr)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story