ସଲମାନଙ୍କ ଆଉ ଜଣେ ପରିବାର ସଦସ୍ୟଙ୍କୁ କରୋନା, ବିଲ୍ଡିଂ ସିଲ୍‌

ମୁମ୍ବାଇ: ବଲିଉଡରେ ପୁଣି କାୟା ମେଲାଇଛି କରୋନା। ଗୋଟିଏ ପରେ ଗୋଟିଏ ସେଲେବ୍ରିଟି କରୋନାରେ ସଂକ୍ରମିତ ହେଉଛନ୍ତି। ଏବେ ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌ଙ୍କ ଘରେ ପସିଛି ଏହି ମାରାତ୍ମକ ଭାଇରସ। ଦୁଇ ଦିନ ତଳେ ଭାଇ ସୋହେଲ ଖାନ୍‌ଙ୍କ ସ୍ତ୍ରୀ ସୀମା ଖାନ୍‌ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ତାଙ୍କ ୧୦ ବର୍ଷର ପୁଅ ବି ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହାପରେ ବିଏମସି ସତର୍କତା ଦୃଷ୍ଟିରୁ ସୋହେଲ ଖାନ୍‌ଙ୍କ ପାଲି ହିଲ୍‌ […]

Salman and sohel khan

Salman and sohel khan

Madhupriya Mistry
  • Published: Thursday, 16 December 2021
  • Updated: 16 December 2021, 11:19 AM IST

Sports

Latest News

ମୁମ୍ବାଇ: ବଲିଉଡରେ ପୁଣି କାୟା ମେଲାଇଛି କରୋନା। ଗୋଟିଏ ପରେ ଗୋଟିଏ ସେଲେବ୍ରିଟି କରୋନାରେ ସଂକ୍ରମିତ ହେଉଛନ୍ତି। ଏବେ ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌ଙ୍କ ଘରେ ପସିଛି ଏହି ମାରାତ୍ମକ ଭାଇରସ। ଦୁଇ ଦିନ ତଳେ ଭାଇ ସୋହେଲ ଖାନ୍‌ଙ୍କ ସ୍ତ୍ରୀ ସୀମା ଖାନ୍‌ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ତାଙ୍କ ୧୦ ବର୍ଷର ପୁଅ ବି ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହାପରେ ବିଏମସି ସତର୍କତା ଦୃଷ୍ଟିରୁ ସୋହେଲ ଖାନ୍‌ଙ୍କ ପାଲି ହିଲ୍‌ ସ୍ଥିତ ବିଲ୍ଡିଂର ଫ୍ଲୋରକୁ ସିଲ୍‌ କରିଦେଇଛି।

ଏହାପୂର୍ବରୁ ବିଏମ୍‌ସି ଅଭିନେତାଙ୍କ ପୂରା ବିଲ୍ଡିଂକୁ ସିଲ୍‌ କରିଥିଲା, ଯେଉଁଠି ସୀମା ଖାନ୍‌ ଓ ତାଙ୍କ ପୁଅ ରହୁଥିଲେ। ତେବେ ବିଏମ୍‌ସିର ପୂରା ବିଲ୍ଡିଂ ସିଲ୍‌ କରିବା ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠିଥିଲା। କାରଣ ଗୋଟିଏ ବିଲ୍ଡିଂ ଭିତରରେ ୫ରୁ ଅଧିକ ବ୍ୟକ୍ତି କରୋନା ପଜିଟିଜ ଚିହ୍ନଟ ହେବା ପରେ ହିଁ ବିଲ୍ଡିଂକୁ ସିଲ୍‌ କରାଯାଇପାରିବ।

ନିୟମ ଅନୁସାରେ ଯଦି ଫ୍ଲାଟ୍‌ରେ ଦୁଇ ବା ତା'ଠାରୁ ଅଧିକ ଲୋକ ସଂକ୍ରମିତ ହୋଇଥାନ୍ତି ତେବେ ସେହି ରେସିଡେନ୍ସକୁ ସିଲ୍‌ କରାଯାଇପାରିବ। ୫ଜଣ ସଂକ୍ରମିତ ହେବା ପରେ ପୂରା ଫ୍ଲୋରକୁ ସିଲ୍‌ କରାଯାଇପାରି ଓ ୫ଜଣରୁ ଅଧିକ ସଂକ୍ରମିତ ହେଲେ ପୁରା ବିଲ୍ଡଂକୁ ସିଲ୍‌ କରାଯିବ।

ସୂଚନା ମୁତାବକ, କରଣ ଜୋହରଙ୍କ ପାର୍ଟିରେ ଯୋଗଦେବା ପରେ ସଞ୍ଜୟ କପୁରଙ୍କ ସ୍ତ୍ରୀ ମହିପ କପୁର ପ୍ରଥମେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ କରୀନା କପୁର ଓ ଅମୃତା ଅରୋରା ମଧ୍ୟ ପଜିଟିଭ ବାହାରିଥିଲେ। ଏହି ପାର୍ଟିରେ ସୀମା ଖାନ୍‌ ମଧ୍ୟ ସାମିଲ ହୋଇଥିଲେ। କୁହାଯାଉଛି ଯେ, ସୀମା ଖାନ୍‌ଙ୍କ ଠାରୁ ହିଁ ଅନ୍ୟ ସେଲେବ୍ରିଟିମାନେ ସଂକ୍ରମିତ ହୋଇଛନ୍ତି। ଏବେ ଏମାନଙ୍କ ପରେ ମହିପ କପୁରଙ୍କ ଝିଅ ଶାନ୍ୟ କପୁର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେପଟେ ଆଲିଆ ଭଟ୍ଟ, ମଲାଇକା ଅରୋନାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି।

View this post on Instagram

A post shared by Seema Khan (@seemakhan76)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story