ଶ୍ରୀଦେବୀ ନା' ତାଙ୍କ ଡୁପ୍ଲିକେଟ୍‌, ଭିଡିଓ ଭାଇରାଲ

ମୁମ୍ବାଇ: ଇଣ୍ଟରନେଟ୍‌ ଦୁନିଆରେ ଆପଣଙ୍କୁ ଅନେକ ବଲିଉଡ ଷ୍ଟାର୍‌ଙ୍କ ଡୁପ୍ଲିକେଟ୍‌ ମିଳିଯିବେ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଡୁପ୍ଲିକେଟ୍‌ ସେଲିବ୍ରେଟଙ୍କ ଭିଡିଓ ଏବଂ ଫଟୋ ପ୍ରାୟତଃ ଭାଇରାଲ ହୋଇଥାଏ। ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି କାଜୋଲ, କ୍ୟାଟ୍ରିନା କୈଫ ଆଦି ଅଭିନେତ୍ରୀଙ୍କ ଡୁପ୍ଲିକେଟ୍‌ ସାମ୍ନାକୁ ଆସିଛନ୍ତି। ଏବେ ଏହି ତାଲିକାରେ ବଲିଉଡର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ନାଁ ସାମିଲ ହୋଇଛି। ସାମ୍ନାକୁ ଆସିଛନ୍ତି ଶ୍ରୀଦେବୀଙ୍କ ଡୁପ୍ଲିକେଟ୍‌। ଅବିକଳ ଶ୍ରୀଦେବୀଙ୍କ ଭଳି ଦେଖାଯାଉଥିବା ଏହି ମହିଳା ଜଣକ ଏବେ […]

lookalike sridevi

lookalike sridevi

Madhupriya Mistry
  • Published: Tuesday, 21 December 2021
  • Updated: 21 December 2021, 04:58 PM IST

Sports

Latest News

ମୁମ୍ବାଇ: ଇଣ୍ଟରନେଟ୍‌ ଦୁନିଆରେ ଆପଣଙ୍କୁ ଅନେକ ବଲିଉଡ ଷ୍ଟାର୍‌ଙ୍କ ଡୁପ୍ଲିକେଟ୍‌ ମିଳିଯିବେ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଡୁପ୍ଲିକେଟ୍‌ ସେଲିବ୍ରେଟଙ୍କ ଭିଡିଓ ଏବଂ ଫଟୋ ପ୍ରାୟତଃ ଭାଇରାଲ ହୋଇଥାଏ। ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି କାଜୋଲ, କ୍ୟାଟ୍ରିନା କୈଫ ଆଦି ଅଭିନେତ୍ରୀଙ୍କ ଡୁପ୍ଲିକେଟ୍‌ ସାମ୍ନାକୁ ଆସିଛନ୍ତି। ଏବେ ଏହି ତାଲିକାରେ ବଲିଉଡର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ନାଁ ସାମିଲ ହୋଇଛି।

ସାମ୍ନାକୁ ଆସିଛନ୍ତି ଶ୍ରୀଦେବୀଙ୍କ ଡୁପ୍ଲିକେଟ୍‌। ଅବିକଳ ଶ୍ରୀଦେବୀଙ୍କ ଭଳି ଦେଖାଯାଉଥିବା ଏହି ମହିଳା ଜଣକ ଏବେ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଛନ୍ତି। ତାଙ୍କ ଭିଡିଓ ଆଉ ଫଟୋ ଲଗାତର ଭାଇରାଲ ହେବାରେ ଲାଗିଛି।

ଶ୍ରୀଦେବୀଙ୍କ ଭଳି ଦେଖାଯାଉଥିବା ଏହି ଡୁପ୍ଲିକେଟ୍‌ ଯୁବତୀଙ୍କ ନାଁ ହେଉଛି ଦୀପାଲି ଚୌଧରୀ। ସେ ପେଶାରେ ଜଣେ ୟୁଟ୍ୟୁବ୍‌ ବ୍ଲଗର। ଦୀପାଲିଙ୍କୁ ଯିଏ ଦେଖେ ସିଏ ଚକିତ ହୋଇଯାଏ। ସେ ଦେଖିବାକୁ ପୁରାପୁରି ଶ୍ରୀଦେବୀଙ୍କ ଭଳି। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କ ଫଟୋ ଆଉ ଭିଡିଓ ଦେଖି ସମସ୍ତେ ଚକିତ।

ଇନ୍‌ଷ୍ଟାଗ୍ରାମରେ ଦୀପାଲିଙ୍କ ୩୦.୨ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ସେ ପ୍ରାୟତଃ ଶ୍ରୀଦେବୀଙ୍କ ଫିଲ୍ମର ଗୀତ ହେଉ ଅବା କୌଣସି ଡାଏଲଗରେ ଲିପ୍‌ସିଙ୍ଗ କରନ୍ତି ଏବଂ ରିଲି ଭିଡିଓ ଶେଆର କରନ୍ତି।

ଦୀପାଲି ତାଙ୍କ ଲାଟେଷ୍ଟ ଇନ୍‌ଷ୍ଟାଗ୍ରାମ ଭିଡିଓରେ ଶ୍ରୀଦେବୀଙ୍କ ସୁପରହିଟ୍‌ ଫିଲ୍ମ 'ଲାଡଲା'ର ଏକ ଡାଏଲଗରେ ଆକ୍ଟିଂ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଦୀପାଲି ଲାଲ ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି। ଭିଡିଓରେ ଦୀପାଲିଙ୍କ ଲୁକ୍‌ ଆଉ ତାଙ୍କ ଅନ୍ଦାନ ପୂରାପୁରି ଶ୍ରୀଦେବୀଙ୍କ ଭଳି ରହିଛି। ସେପଟେ ଦୀପାଲିଙ୍କ ଆକ୍ଟିଂ ସ୍କିଲ୍‌କୁ ଦେଖି ୟୁଜର୍ସମାନେ ମଧ୍ୟ ତାଙ୍କ ପ୍ରଶଂସା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story