ଟାଇଗର ଶ୍ରଫ୍‌ ଆହତ

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ ତଥା ସୁପର ଡ୍ୟାନ୍ସର ଟାଇଗର ଶ୍ରଫ୍‌ ଆହତ। ଅଫ୍‌କମିଂ ଫିଲ୍ମର ଶୁଟିଂ ବେଳେ ତାଙ୍କ ଆଖିରେ ଆଘାତ ଲାଗିଛି। ଏନେଇ ସେ ନିଜେ ଫଟୋ ଶେଆର କରି ସୂଚନା ଦେଇଛନ୍ତି। ଏହି ଫଟୋକୁ ଶେଆର୍‌ କରି ସେ କ୍ୟାପସନରେ ଲେଖିଛନ୍ତି, ‘ଫିଲ୍ମ ‘ଗଣପତ’ର ଫାଇନାଲ୍‌ କାଉଣ୍ଟ ଡାଉନ୍‌ ପୂର୍ବରୁ ମୋ ସହ ଏଭଳି ଘଟିଛି।’ ପ୍ରକୃତରେ ତାଙ୍କ ଫିଲ୍ମ ‘ଗଣପତ’ର ଲାଷ୍ଟ ଫାଇଟ୍‌ ସିନ୍‌ ଶୁଟିଂ ବଳେ ସେ ଆହତ ହୋଇଛନ୍ତି। […]

Tiger shroff

Tiger shroff

Madhupriya Mistry
  • Published: Wednesday, 22 December 2021
  • Updated: 22 December 2021, 12:13 PM IST

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ ତଥା ସୁପର ଡ୍ୟାନ୍ସର ଟାଇଗର ଶ୍ରଫ୍‌ ଆହତ। ଅଫ୍‌କମିଂ ଫିଲ୍ମର ଶୁଟିଂ ବେଳେ ତାଙ୍କ ଆଖିରେ ଆଘାତ ଲାଗିଛି। ଏନେଇ ସେ ନିଜେ ଫଟୋ ଶେଆର କରି ସୂଚନା ଦେଇଛନ୍ତି।

ଏହି ଫଟୋକୁ ଶେଆର୍‌ କରି ସେ କ୍ୟାପସନରେ ଲେଖିଛନ୍ତି, 'ଫିଲ୍ମ 'ଗଣପତ'ର ଫାଇନାଲ୍‌ କାଉଣ୍ଟ ଡାଉନ୍‌ ପୂର୍ବରୁ ମୋ ସହ ଏଭଳି ଘଟିଛି।' ପ୍ରକୃତରେ ତାଙ୍କ ଫିଲ୍ମ 'ଗଣପତ'ର ଲାଷ୍ଟ ଫାଇଟ୍‌ ସିନ୍‌ ଶୁଟିଂ ବଳେ ସେ ଆହତ ହୋଇଛନ୍ତି।

ଅଭିନେତା ଟାଇଗର ଶ୍ରଫ୍‌ ନିଜ ଡ୍ୟାନ୍ସ ଏବଂ ଫିଟ୍‌ନେସ୍‌ ପାଇଁ ବେଶ୍‌ ଜଣାଶୁଣା। ନିଜର ନିଆରା ଡ୍ୟାନ୍ସିଂ ଅନ୍ଦାଜରେ ସେ ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କୁ କରଛନ୍ତି ଦିୱାନା। ଏବେ ସେ ତାଙ୍କ ଅପକମିଂ ଫିଲ୍ମ 'ଗଣପତ'ର ଶୁଟିଂ ପାଇଁ ୟୁକେରେ ଅଛନ୍ତି। ଏଠାରୁ ସେ ପ୍ରାୟତଃ ଫଟୋ ଓ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରୁଛନ୍ତି।

'ଗଣପତ' ହେଉଛି ଏକ ଆକ୍ସନ ଥ୍ରୀଲର ଫିଲ୍ମ। ଏହି ଫିଲ୍ମର ଘୋଷଣା ପରେ ଫ୍ୟାନ୍‌ମାନେ ଟାଇଗରଙ୍କ ପୁଣି ଥରେ ଦମ୍‌ଦାର ଆକ୍ସନ ଦେଖିବା ପାଉଁ ଉତ୍ସୁକ ଅଛନ୍ତି। ଫିଲ୍ମରେ ଟାଇଗର ଲିଡ୍‌ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଅଭିନେତ୍ରୀ କ୍ରିତି ସାନନ। ବିକାଶ ବହଲ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ଫିଲ୍ମଟି ପରଦାକୁ ଆସିବ।

 Tiger Shroff suffers eye injury while shooting for Ganapath share pic in instagram

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story