ମଥାରେ ସିନ୍ଦୂର, ହାତରେ ନାଲି ଚୁଡି ପିନ୍ଧି ସ୍ୱାମୀଙ୍କ ସହ ଫେରିଲେ କ୍ୟାଟ୍ରିନା

ମୁମ୍ବାଇ: ମଥାରେ ସିନ୍ଦୂର, ହାତରେ ନାଲି ଚୁଡି। ବିକ୍କିଙ୍କ ହାତରେ ହାତ ଧରି ମୁମ୍ବାଇ ଫେରିଲେ ମିସେସ୍‌ କୌଶାଲ ଓରଫ କ୍ୟାଟ୍ରିନା। ବିବାହ ପରେ ବିକ୍କି-କ୍ୟାଟ୍‌ ପ୍ରଥମଥର ପାଇଁ ଏକାଠି ନଜର ଆସିଛନ୍ତି। ବିମାନ ବନ୍ଦରରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳିଛି। ବିକ୍କି-କ୍ୟାଟ୍‌ଙ୍କ ମୁମ୍ବାଇ ଫେରିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଯାହା ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିକ୍କି ଓ କ୍ୟାଟ୍‌ ଏକାଠି ବେଶ୍‌ ଖୁସି ନଜର ଆସିବା ସହ ଫଟୋଗ୍ରାଫରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି […]

VickyKat

VickyKat

Madhupriya Mistry
  • Published: Tuesday, 14 December 2021
  • Updated: 14 December 2021, 05:52 PM IST

Sports

Latest News

ମୁମ୍ବାଇ: ମଥାରେ ସିନ୍ଦୂର, ହାତରେ ନାଲି ଚୁଡି। ବିକ୍କିଙ୍କ ହାତରେ ହାତ ଧରି ମୁମ୍ବାଇ ଫେରିଲେ ମିସେସ୍‌ କୌଶାଲ ଓରଫ କ୍ୟାଟ୍ରିନା। ବିବାହ ପରେ ବିକ୍କି-କ୍ୟାଟ୍‌ ପ୍ରଥମଥର ପାଇଁ ଏକାଠି ନଜର ଆସିଛନ୍ତି। ବିମାନ ବନ୍ଦରରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳିଛି। ବିକ୍କି-କ୍ୟାଟ୍‌ଙ୍କ ମୁମ୍ବାଇ ଫେରିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଯାହା ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ବିକ୍କି ଓ କ୍ୟାଟ୍‌ ଏକାଠି ବେଶ୍‌ ଖୁସି ନଜର ଆସିବା ସହ ଫଟୋଗ୍ରାଫରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସମୟରେ, କ୍ୟାଟ୍ରିନା ହାଲକା ଗୋଲାପୀ ରଙ୍ଗର ଚୁଡିଦାର ପିନ୍ଧି ବେଶ୍‌ ସୁନ୍ଦର ଲାଗୁଥିଲେ। ସିନ୍ଦୂର, ବେକରେ ମଙ୍ଗଳସୁତ୍ର, ହାତରେ ଚୁଡି, କ୍ୟାଟ୍ରିନାଙ୍କ ଏହି ନବ ବିବାହିତ ଲୁକ ସମସ୍ତଙ୍କୁ ଇମ୍ପ୍ରେସ୍‌ କରିଛି।  ଅନ୍ୟ ପଟେ ବିକ୍କି କୌଶାଲ ମଧ୍ୟ ଏକ ଅଫ୍‌ ହ୍ୱାଇଟ୍‌ ରଙ୍ଗର ସାର୍ଟ ଏବଂ ପ୍ୟାଣ୍ଟ ପିନ୍ଧି ହ୍ୟାଣ୍ଡସମ୍‌ ଲୁକ୍‌ରେ ନଜର ଅସିଥିଲେ।

PICS: Newlyweds Katrina Kaif & Vicky Kaushal walk hand-in-hand as they arrive in Mumbai | Bollywood Bubble

ସେପଟେ ହନିମୁନ୍‌ରୁ ଫେରିବା ପରେ ବିକ୍କି-କ୍ୟାଟ୍‌ଙ୍କୁ ନିଜ କ୍ୟାମେରାରେ କଏଦ୍‌ କରିବା ପାଇଁ ବିମାନ ବନ୍ଦରରେ ଜମିଥିଲା ପ୍ରବଳ ଭିଡ। ଏପରିକି ଫଟୋଗ୍ରାଫରମାନେ ରାସ୍ତା ଉପରେ ବସି ପଡିଥିଲେ। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।

ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ବିକ୍କି-କ୍ୟାଟ୍‌ଙ୍କ ବିବାହ ହୋଇଥିଲା। ଏହାପରେ ଡିସେମ୍ବର ୧୦ ତାରଖରେ କ୍ୟାଟ୍ରିନା ଏବଂ ବିକ୍କିଙ୍କ ପରିବାର ସଦସ୍ୟ ଏବଂ ଅତିଥିମାନେ ମୁମ୍ବାଇ ଫେରିଥିଲେ। ବିକ୍କି ଏବଂ କ୍ୟାଟ୍ରିନା ବିବାହ ପରେ ହନିମୁନ୍‌ ପାଇଁ ମାଲଦ୍ୱୀପ ଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। ଉଭୟ ମଧ୍ୟ ଚପରରେ ବସିଥିବା ନଜର ଆସିଥିଲେ। ତଥାପି, ସେମାନଙ୍କର ହନିମୁନ୍ ଡେଷ୍ଟିନେସନ୍‌କୁ ନେଇ ଏପର୍ଯ୍ୟନ୍ତ କିଛି ଖୁଲାସା ହୋଇନାହିଁ।

View this post on Instagram

A post shared by Viral Bhayani (@viralbhayani)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story