ଏଥର ଜେମ୍ସ ବଣ୍ଡ ସିରିଜରେ ଦେଖିବାକୁ ମିଳିବନି ଡାନିଏଲଙ୍କ ଆକ୍ସନ୍‌, ତାଙ୍କ ଭୂମିକାରେ ଆସିବେ ଜଣେ ଅଭିନେତ୍ରୀ

ୱାଶିଂଟନ: ଜେମ୍ସ ବଣ୍ଡ ସିରିଜର ୨୫ ତମ ଫିଲ୍ମ ‘ବଣ୍ଡ୍‌-୨୫’ ର ଶୁଟିଂ ଆରମ୍ଭ ନ ହେଉଣୁ ଏହାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ସବୁଥର ଜେମ୍ସ ବଣ୍ଡ ନିଜ ଫ୍ୟାନ୍‌ଙ୍କ ଲାଗି କିଛି ଖାସ୍‌ କରିବାକୁ ପ୍ରୟାସ କରିଥାନ୍ତି। ଏଥର ଫିଲ୍ମର ସିକ୍ରେଟ ହେଉଛି, ଚଳିତ ସିଜିନରେ ଫିଲ୍ମର ‘ସିକ୍ରେଟ ଏଜେଣ୍ଟ ‘୦୦୭’ ଭୂମିକାରେ  କୌଣସି ଅଭିନେତା ନୁହେଁ ବରଂ ଜଣେ ଅଭିନେତ୍ରୀ ଦେଖାଦେବେ। ବ୍ରିଟିଶ ଖବରକାଗଜ ‘ଦ ଡେଲି ମେଲ୍‌’ର ରିପୋର୍ଟ ମୁତାବକ ଏଥର […]

james-bond-2..

james-bond-2..

Niharika Rout
  • Published: Saturday, 20 July 2019
  • Updated: 20 July 2019, 03:01 PM IST

Sports

Latest News

ୱାଶିଂଟନ: ଜେମ୍ସ ବଣ୍ଡ ସିରିଜର ୨୫ ତମ ଫିଲ୍ମ ‘ବଣ୍ଡ୍‌-୨୫’ ର ଶୁଟିଂ ଆରମ୍ଭ ନ ହେଉଣୁ ଏହାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ସବୁଥର ଜେମ୍ସ ବଣ୍ଡ ନିଜ ଫ୍ୟାନ୍‌ଙ୍କ ଲାଗି କିଛି ଖାସ୍‌ କରିବାକୁ ପ୍ରୟାସ କରିଥାନ୍ତି। ଏଥର ଫିଲ୍ମର ସିକ୍ରେଟ ହେଉଛି, ଚଳିତ ସିଜିନରେ ଫିଲ୍ମର 'ସିକ୍ରେଟ ଏଜେଣ୍ଟ ‘୦୦୭’ ଭୂମିକାରେ  କୌଣସି ଅଭିନେତା ନୁହେଁ ବରଂ ଜଣେ ଅଭିନେତ୍ରୀ ଦେଖାଦେବେ।

ବ୍ରିଟିଶ ଖବରକାଗଜ ‘ଦ ଡେଲି ମେଲ୍‌’ର ରିପୋର୍ଟ ମୁତାବକ ଏଥର ବ୍ରିଟ୍ରିଶ ଆକ୍ଟର ଲଶାନା ଲିଞ୍ଚ୍‌ ‘୦୦୭’ ଭୂମିକାରେ ଦେଖାଦେବେ।

ଏହା ପୂର୍ବରୁ ଡେନିୟଲ କ୍ରେଗ୍‌ ଏହି ସିକ୍ରେଟ୍‌ ଏଜେଣ୍ଟ ଭୂମିକାରେ ନଜର ଆସୁଥିଲେ। ଲଶାନା ଏହା ପୂର୍ବରୁ ଫିଲ୍ମ ‘କ୍ୟାପଟେନ ମାର୍ବଲ’ରେ ଫାଇଟର ପାଇଲଟ ମାରିୟା ଭୂମିକାରେ  ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଥିଲେ।

ଅପକମିଙ୍ଗ  ଫିଲ୍ମ ‘ବଣ୍ଡ୍‌-୨୫’ ରେ ଡାନିଏଲ ଗୁଇନ୍ଦା ସଂସ୍ଥା ଏମ୍‌-୧୬ ଛାଡ଼ି ଦେଇ ଜାମାଇକାରେ ରହୁଛନ୍ତି। କିନ୍ତୁ ଜଣେ ନୂଆ ଶତ୍ରୁର ମୁକାବିଲା ଲାଗି ତାଙ୍କୁ ଡକରା ଆସୁଛି। ଏଜେନ୍ସିକୁ  ଫେରିବା ପରେ ତାଙ୍କ ସାକ୍ଷାତ ‘୦୦୭’ କୋଡଧାରୀ ନୂଆ ସିକ୍ରେଟ ଏଜେଣ୍ଟଙ୍କ ସହ କରାଯାଉଛି। ଯିଏ ହେଉଛନ୍ତି ଲଶାନା। ଏହି ଫିଲ୍ମକୁ ନେଇ ଏବେଠୁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖା ଦେଲାଣି।

ଚଳିତ ସିଜିନରେ ‘୦୦୭’ କୋଡଧାରୀଙ୍କ ଜାଗାରେ ଆସୁଥିବା ଲଶାନା ବି ଇନଷ୍ଟାଗ୍ରାମ୍‌ରେ ବହୁ ଫଟୋ ଶେଆର କରି ଏହି ଫିଲ୍ମ ସହ ଯୋଡ଼ି ହେବା କଥା ସ୍ପଷ୍ଟ କରି ସାରିଲେଣି।  ଏହି ଫିଲ୍ମ  ଭାରତ ଓ ୟୁକେରେ  ଆସନ୍ତା ବର୍ଷ ଏପ୍ରିଲ ୩ରେ ରିଲିଜ ହେବ। ୟୁଏଏସ୍‌ରେ ଏହା ଏପ୍ରିଲ୍‌ ୮ରେ ରିଲିଜ ହେବ।

https://www.instagram.com/p/BzIxcTpAqiH/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story