ଅଜବ ଅଭ୍ୟାସ; ପାଖରେ ସବୁବେଳେ ଥାଏ ଟୁଥ୍‌ବ୍ରଶ୍‌

ଲସ୍‌ ଏଞ୍ଜେଲସ୍‌ : ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାରର ଅଭ୍ୟାସ ଥାଏ। ତେବେ କିଛି ଲୋକଙ୍କର ଭାରି ଅଜବ ଅଭ୍ୟାସ ଥାଏ। ଏମିତିକି କିଛି ସେଲେବ୍ରିଟିଙ୍କର ମଧ୍ୟ ଅଜବ ଅଭ୍ୟାସ ରହିଛି, ଯାହାକୁ ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ।  ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହଲିଉଡ୍ ସିଙ୍ଗର୍ ଲିଆମ୍ ଗ୍ୟାଲ୍‌ଗେର୍‌। ସେ ସବୁ ବେଳେ ତାଙ୍କ ପାଖରେ ଟୁଥ୍‌ବ୍ରଶ୍‌ଟିଏ ରଖିଥା’ନ୍ତି। ସେ ନିଜେ ଏ କଥା କହିଛନ୍ତି। ‘ଦ ସନ୍‌’ ଖବର କାଗଜକୁ ଦେଇଥିବା […]

liam

liam

Puspanjali Panda
  • Published: Monday, 16 September 2019
  • Updated: 16 September 2019, 01:19 PM IST

Sports

Latest News

ଲସ୍‌ ଏଞ୍ଜେଲସ୍‌ : ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାରର ଅଭ୍ୟାସ ଥାଏ। ତେବେ କିଛି ଲୋକଙ୍କର ଭାରି ଅଜବ ଅଭ୍ୟାସ ଥାଏ। ଏମିତିକି କିଛି ସେଲେବ୍ରିଟିଙ୍କର ମଧ୍ୟ ଅଜବ ଅଭ୍ୟାସ ରହିଛି, ଯାହାକୁ ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ।  ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହଲିଉଡ୍ ସିଙ୍ଗର୍ ଲିଆମ୍ ଗ୍ୟାଲ୍‌ଗେର୍‌। ସେ ସବୁ ବେଳେ ତାଙ୍କ ପାଖରେ ଟୁଥ୍‌ବ୍ରଶ୍‌ଟିଏ ରଖିଥା’ନ୍ତି। ସେ ନିଜେ ଏ କଥା କହିଛନ୍ତି।

‘ଦ ସନ୍‌’ ଖବର କାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଲିଆମ୍ କହିଛନ୍ତି ଯେ ସେ ସର୍ବଦା ତାଙ୍କ ପାଖରେ ଟୁଥ୍‌ବ୍ରଶ୍‌ ରଖିଥା’ନ୍ତି ଓ ବାରମ୍ୱାର ବ୍ରଶ୍‌ କରିଥା’ନ୍ତି। ଯେତେବେଳେ ବି ତାଙ୍କର ନଜର ଟୁଥ୍‌ବ୍ରଶ୍‌ ଉପରେ ପଡ଼ିଥାଏ, ସେ ବ୍ରଶ୍‌ କରିବା ଆରମ୍ଭ କରିଥା’ନ୍ତି।

ସେ କହିଛନ୍ତି, ‘ମୁଁ ବାହାରକୁ ଗଲେ ଟୁଥ୍‌ବ୍ରଶ୍ ନେଇ ନିଶ୍ଚୟ ଯାଏ। କାରଣ ଯେବେ ବି ମୋର ଫ୍ୟାନ୍‌ମାନେ ମୋ ସହିତ ଫଟୋ ଉଠାଇବେ ଓ ସେତେବେଳେ ମୋ ଦାନ୍ତ ଗୁଡ଼ିକ ପରିଷ୍କାର ଥିବା ଜରୁରୀ।’

ଏକ ଘଟଣାକୁ ମନେ ପକାଇ ଏହି ସାକ୍ଷାତକାରରେ ଲିଆମ୍ ଆହୁରି କହିଛନ୍ତି, ‘ଥରେ ମୁଁ ଆର୍ସେନଲ୍‌ ଯାଇଥିଲି। ସେଠାରେ ଜଣେ ସିକ୍ୟୁରିଟି ଗାର୍ଡ ମୋତେ ପ୍ରଶ୍ନ କରିଥିଲେ, ସାଙ୍ଗରେ ଟୁଥ୍‌ବ୍ରଶ୍ କାହିଁକି ଆଣିଛନ୍ତି ? ମୁଁ କହିଥିଲି, ଆର୍ସେନଲ୍‌ର ରେଡ୍‌ ୱାଇନ୍‌ ବହୁତ ଭଲ। ତେଣୁ ଏଠାକାର ଅତିଥି ସଂସ୍କାରରେ ମୁଁ ଫସି ଯିବି। ପ୍ରତି ଦୁଇ ସେକେଣ୍ଡରେ ଫ୍ୟାନ୍‌ମାନେ ମୋ ସହିତ ସେଲ୍‌ଫି ନେବାକୁ ଚାହୁଁଛନ୍ତି। ତେଣୁ ଲାଲ୍‌ ଅଙ୍ଗୁର ଖାଇବା ପରି ମୋ ମୁହଁ ଦେଖାଯାଉ ବୋଲି ମୁଁ ଚାହୁଁନାହିଁ। ସେଥିପାଇଁ ଟିକିଏ ଫୁରସତ୍‌ ପାଇଲେ ମୁଁ ବ୍ରଶ୍ କରୁଛି।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story