“ବୁଦ୍ଧିଆ ସିଂ ବର୍ନ ଟୁ ରନ୍’’ର ଗୀତ ‘ତୁ ଦୌଡ୍ ଦୌଡ୍’ ରିଲିଜ୍   

ଭୁବନେଶ୍ୱର: ଓଡ଼ିଆ ଆଥ୍‌ଲେଟ୍‌ ବୁଦ୍ଧିଆ ସିଂଙ୍କ ବାୟୋପିକ୍ “ବୁଦ୍ଧିଆ ସିଂ ବର୍ନ ଟୁ ରନ୍ର”  ଗୀତ ‘ତୁ ଦୌଡ୍ ଦୌଡ୍’ ରିଲିଜ୍ ହୋଇଛି। ଗୀତଟିକୁ ଓଡ଼ିଆ ସିଙ୍ଗର୍ ଋତୁରାଜ ମହାନ୍ତି ଗାଇଥିବା ବେଳେ ଏଥିରେ ନଜର ଆସୁଛନ୍ତି ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ଓ ମୟୂର ମହେନ୍ଦ୍ର। ଏହି ଗୀତର ଇଣ୍ଟ୍ରେଷ୍ଟିଂ ପାର୍ଟ ହେଉଛି ଏଥିରେ ଓଡ଼ିଆ ଶବ୍ଦ ‘ସୁନା ପୁଅ’, ‘ଗେହ୍ଲା ପୁଅ’, ‘ଧନ ପୁଅ’ ଆଦି ବ୍ୟବହାର କରାଯାଇଛି। ୨୦୦୬ ମସିହାରେ ମାତ୍ର ୪ […]

born-to-run

Rakesh Mallick
  • Published: Friday, 22 July 2016
  • , Updated: 22 July 2016, 08:41 AM IST

ଭୁବନେଶ୍ୱର: ଓଡ଼ିଆ ଆଥ୍‌ଲେଟ୍‌ ବୁଦ୍ଧିଆ ସିଂଙ୍କ ବାୟୋପିକ୍ “ବୁଦ୍ଧିଆ ସିଂ ବର୍ନ ଟୁ ରନ୍ର”  ଗୀତ ‘ତୁ ଦୌଡ୍ ଦୌଡ୍’ ରିଲିଜ୍ ହୋଇଛି। ଗୀତଟିକୁ ଓଡ଼ିଆ ସିଙ୍ଗର୍ ଋତୁରାଜ ମହାନ୍ତି ଗାଇଥିବା ବେଳେ ଏଥିରେ ନଜର ଆସୁଛନ୍ତି ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ଓ ମୟୂର ମହେନ୍ଦ୍ର। ଏହି ଗୀତର ଇଣ୍ଟ୍ରେଷ୍ଟିଂ ପାର୍ଟ ହେଉଛି ଏଥିରେ ଓଡ଼ିଆ ଶବ୍ଦ ‘ସୁନା ପୁଅ’, ‘ଗେହ୍ଲା ପୁଅ’, ‘ଧନ ପୁଅ’ ଆଦି ବ୍ୟବହାର କରାଯାଇଛି।

୨୦୦୬ ମସିହାରେ ମାତ୍ର ୪ ବର୍ଷ ବୟସରେ ବୁଦ୍ଧିଆ ପୁରୀରୁ ଭୁବନେଶ୍ୱର ଦୌଡ଼ି ଇତିହାସ ରଚିଥିଲେ।

ବୁଦ୍ଧିଆ ଓ ତାଙ୍କ କୋଚ୍ ବିରଞ୍ଚି ଦାସଙ୍କ ସଂପର୍କକୁ ଫିଲ୍ମରେ ଉପସ୍ଥାପନ କରାଯାଇଛି।

ସୌମେନ୍ଦ୍ର ପାଢ଼ୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଅଗଷ୍ଟ ୫ରେ ପରଦାକୁ ଆସିବ ‘ବୁଦ୍ଧିଆ ସିଂ ବର୍ନ ଟୁ ରନ୍’।

Related story