କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଦୀପିକାଙ୍କ ଜଲଓ୍ୱା

ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଦେଖିବାକୁ ମିଳିଲା ଦୀପିକା ପାଦୁକୋନଙ୍କ ଜଲଓ୍ୱା। ନିଜର ଆକର୍ଷଣୀୟ ଚେହେରା ଦ୍ୱାରା ୨୦୧୭ କାନ୍ସ ଫିଲ୍ମ ଫେଷ୍ଟିଭାଲର ପ୍ରଥମ ଦିନରେ ଦୀପିକା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହୋଇଛନ୍ତି। ସୋସିଆଲ ମିଡିଆରେ ଦୀପିକା ତାଙ୍କର ଏକ ଫଟୋକୁ ଶେୟାର କରିବା ପରେ ସାରା ଦୁନିଆ ଯେମିତି ତାଙ୍କ ଚେହେରାରେ ଦିୱାନା ହୋଇଯାଇଛି। ଯାହାକୁ ଦେଖି ସମସ୍ତେ ଦୀପିକାଙ୍କ ସୌନ୍ଦର୍ଯ୍ୟର ଗୁଣଗାନ କରୁଛନ୍ତି। ସେ ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ […]

sssss

sssss

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 10:14 PM IST

ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଦେଖିବାକୁ ମିଳିଲା ଦୀପିକା ପାଦୁକୋନଙ୍କ ଜଲଓ୍ୱା। ନିଜର ଆକର୍ଷଣୀୟ ଚେହେରା ଦ୍ୱାରା ୨୦୧୭ କାନ୍ସ ଫିଲ୍ମ ଫେଷ୍ଟିଭାଲର ପ୍ରଥମ ଦିନରେ ଦୀପିକା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହୋଇଛନ୍ତି। ସୋସିଆଲ ମିଡିଆରେ ଦୀପିକା ତାଙ୍କର ଏକ ଫଟୋକୁ ଶେୟାର କରିବା ପରେ ସାରା ଦୁନିଆ ଯେମିତି ତାଙ୍କ ଚେହେରାରେ ଦିୱାନା ହୋଇଯାଇଛି। ଯାହାକୁ ଦେଖି ସମସ୍ତେ ଦୀପିକାଙ୍କ ସୌନ୍ଦର୍ଯ୍ୟର ଗୁଣଗାନ କରୁଛନ୍ତି। ସେ ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ ଲାଗୁଛି ରେଡ କାରପେଟରେ ସବୁତକ ଶ୍ରେୟ ଦୀପିକା ନିଜେ ନେଇ ଯାଇଛନ୍ତି।

ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଥିବା ୭୦ ତମ କାନ୍ସ ଫିଲ୍ମ ସମାରୋହରେ ଦୀପିକା ଲୋରେୟଲ ପ୍ୟାରିସ୍‌ ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗ ଦେଇଛନ୍ତି। ଦୀପିକା ପ୍ରଥମ ଥର ପାଇଁ କାନ୍ସର ରେଡ କାରପେଟ ଉପରେ ଚାଲିବାକୁ ଯାଉଛନ୍ତି। ତାଙ୍କ ବ୍ୟତିତ ସୋନମ କପୁର ଓ ଐଶ୍ୱର୍ୟା ରାୟ ବଚ୍ଚନ ମଧ୍ୟ କାନ୍ସ ଫିଲ୍ମ ସମାରୋହରେ ଭାଗ ନେଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story