କଫି ୱିଥ୍ କରନ ଶୋରେ ଅକ୍ଷୟ ଓ ଟ୍ୱିଙ୍କଲ

ମୁମ୍ବାଇ: କରନ ଜୋହରଙ୍କ ଚାଟ୍ ଶୋ’ ‘କଫି ୱିଥ୍ କରନ’ରେ ଖୁବଶୀଘ୍ର ଅକ୍ଷୟ କୁମାର ସହ ନଜର ଆସିବେ ଟ୍ୱିଙ୍କିଲ ଖନ୍ନା। ଶୋ’ରେ କରନଙ୍କ ସହ ଦୁହିଁଙ୍କ କଥାବାର୍ତ୍ତା ଏକ ଝଲକ ଷ୍ଟାର ୱାର୍ଲ୍ଡ ଜାରି କରିଛି। ଏହି ଭିଡିଓ କ୍ଲିପ୍‌ରେ ଟ୍ୱିଙ୍କିଲଙ୍କ କଥାରେ ଅକ୍ଷୟଙ୍କ ମୁହଁ ଲାଜରେ ଲାଲ ପଡ଼ିଯିବାର ଦେଖିବାକୁ ମିଳିଛି। ଶୋ’ରେ କରନ ଉଭୟଙ୍କୁ ସେମାନଙ୍କ ଦ୍ୱିତୀୟ ସନ୍ତାନ ସଂପର୍କରେ ପଚାରିବାରୁ, ଟ୍ୱିଙ୍କିଲ କହିଥିଲେ, ‘ଅକ୍ଷୟ ଯେ ପର୍ଯ୍ୟନ୍ତ ଏକ ଯୁକ୍ତି ସଂଗତ […]

akshay-twinkle

akshay-twinkle

Rakesh Mallick
  • Published: Tuesday, 08 November 2016
  • Updated: 08 November 2016, 04:04 PM IST

Sports

Latest News

ମୁମ୍ବାଇ: କରନ ଜୋହରଙ୍କ ଚାଟ୍ ଶୋ’ ‘କଫି ୱିଥ୍ କରନ’ରେ ଖୁବଶୀଘ୍ର ଅକ୍ଷୟ କୁମାର ସହ ନଜର ଆସିବେ ଟ୍ୱିଙ୍କିଲ ଖନ୍ନା। ଶୋ’ରେ କରନଙ୍କ ସହ ଦୁହିଁଙ୍କ କଥାବାର୍ତ୍ତା ଏକ ଝଲକ ଷ୍ଟାର ୱାର୍ଲ୍ଡ ଜାରି କରିଛି। ଏହି ଭିଡିଓ କ୍ଲିପ୍‌ରେ ଟ୍ୱିଙ୍କିଲଙ୍କ କଥାରେ ଅକ୍ଷୟଙ୍କ ମୁହଁ ଲାଜରେ ଲାଲ ପଡ଼ିଯିବାର ଦେଖିବାକୁ ମିଳିଛି।

ଶୋ’ରେ କରନ ଉଭୟଙ୍କୁ ସେମାନଙ୍କ ଦ୍ୱିତୀୟ ସନ୍ତାନ ସଂପର୍କରେ ପଚାରିବାରୁ, ଟ୍ୱିଙ୍କିଲ କହିଥିଲେ, ‘ଅକ୍ଷୟ ଯେ ପର୍ଯ୍ୟନ୍ତ ଏକ ଯୁକ୍ତି ସଂଗତ ଫିଲ୍ମରେ କାମ ନ କରିଛନ୍ତି, ସେ ପର୍ଯ୍ୟନ୍ତ ମୁଁ ଦ୍ୱିତୀୟ ସନ୍ତାନ କଥା ଚିନ୍ତା କରିବି ନାହିଁ।” ଏପରି ଉତ୍ତରରେ ଅକ୍ଷୟଙ୍କ ମୁହଁ ଲାଜରେ ଲାଲ ପଡିଯାଇଥିଲା।

ଅକ୍ଷୟଙ୍କ ପାଖରେ ଏମିତି କ’ଣ ଅଛି ଯାହା ଇଣ୍ଡଷ୍ଟ୍ରିର ତିନି ‌ଖାନ୍‌ଙ୍କ ମଧ୍ୟରେ ନାହିଁ ବୋଲି କରନଙ୍କ ପ୍ରଶ୍ନ ଉତ୍ତର ଦେବାକୁ ଯାଇ ଟ୍ୱିଙ୍କିଲ କହିଥିଲେ ଅକ୍ଷୟଙ୍କ ପାଖରେ ଯେଉଁ ଉଚ୍ଚତା ରହିଛି ସେମାନଙ୍କ ପାଖରେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story