କମେଡ଼ି କିଙ୍ଗ୍ କପିଲ୍ ଶର୍ମା କରିବେ ବିଗ୍‌ ବସ୍‌ରେ ଏଣ୍ଟ୍ରି

କପିଲ୍ ଶର୍ମାଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର। ଖୁବ ଶୀଘ୍ର କପିଲ୍ ଟିଭି ରିୟାଲିଟି ଶୋ ବିଗ୍ ବସ୍‌-୧୧ରେ ନଜର ଆସିବେ। ସୂଚନା ଅନୁଯାୟୀ କପିଲ୍ ସଲମାନ୍ ଖାନଙ୍କ ଶୋ’ ବିଗ୍ ବସ୍‌ରେ ନିଜ ଫିଲ୍ମ ‘ଫିରଙ୍ଗି’ର ପ୍ରମୋଶନ ପାଇଁ ଆସିବେ। ୱିକେଣ୍ଡରେ ଆସୁଥିବା ଶୋ ପାଇଁ କପିଲ୍ ଆସନ୍ତା ଶୁକ୍ରବାରରେ ସୁଟିଂ ଆରମ୍ଭ କରିବେ। ଖବର ଅନୁଯାୟୀ କପିଲ୍ ନିଜ ଫିଲ୍ମର ପ୍ରମୋଶନ ପାଇଁ ପ୍ରଥମେ ସୋନି ଟିଭିରେ ଆସୁଥିବା ଶୋ’ ‘ସୁପର୍ ଡ୍ୟାନସର୍’ରେ ଯାଇଥାନ୍ତେ। […]

kapil-salman

kapil-salman

Rakesh Mallick
  • Published: Wednesday, 08 November 2017
  • Updated: 09 November 2017, 02:52 PM IST

Sports

Latest News

କପିଲ୍ ଶର୍ମାଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର। ଖୁବ ଶୀଘ୍ର କପିଲ୍ ଟିଭି ରିୟାଲିଟି ଶୋ ବିଗ୍ ବସ୍‌-୧୧ରେ ନଜର ଆସିବେ। ସୂଚନା ଅନୁଯାୟୀ କପିଲ୍ ସଲମାନ୍ ଖାନଙ୍କ ଶୋ' ବିଗ୍ ବସ୍‌ରେ ନିଜ ଫିଲ୍ମ 'ଫିରଙ୍ଗି'ର ପ୍ରମୋଶନ ପାଇଁ ଆସିବେ।

ୱିକେଣ୍ଡରେ ଆସୁଥିବା ଶୋ ପାଇଁ କପିଲ୍ ଆସନ୍ତା ଶୁକ୍ରବାରରେ ସୁଟିଂ ଆରମ୍ଭ କରିବେ। ଖବର ଅନୁଯାୟୀ କପିଲ୍ ନିଜ ଫିଲ୍ମର ପ୍ରମୋଶନ ପାଇଁ ପ୍ରଥମେ ସୋନି ଟିଭିରେ ଆସୁଥିବା ଶୋ' 'ସୁପର୍ ଡ୍ୟାନସର୍'ରେ ଯାଇଥାନ୍ତେ। କିନ୍ତୁ ପରେ ସେ ସୁଟିଂ କ୍ୟାନ୍‌ସଲ୍ କରିଦେଇଥିଲେ। ଏବେ ସଲମାନ୍‌ଙ୍କ ଶୋ'ରେ କପିଲ୍ ଆସୁଛନ୍ତି କି ସୁଟିଂ କ୍ୟାନ୍‌ସଲ୍ କରୁଛନ୍ତି ଦେଖିବା ବାକି ରହିଲା।

ଫିଲ୍ମର ଡାଇରେକ୍ଟର ରାଜୀବ୍ ଡିଙ୍ଗରା କହିଛନ୍ତି ଯେ କପିଲଙ୍କ ପୁରା ଫୋକସ୍ ତାଙ୍କ ଫିଲ୍ମ ଉପରେ ରହିଛି। ତେଣୁ ଟିଭିକୁ ଫେରିବାର ତାଙ୍କର କୌଣସି ଇରାଦା ନାହିଁ। ହେଲେ ଫିଲ୍ମର ସୁଟିଂ ଏବେ ସରିଯାଇଛି। ତେଣୁ ଜାନୁଆରୀ କି ଫେବୃଆରୀ ସୁଧା ସେ ସୋନି ଚ୍ୟାନେଲରେ ନିଜର ଶୋ' ପୁଣି ଥରେ ଆରମ୍ଭ କରିପାରନ୍ତି। ଏଥର ସେ ନୂଆ ଟ୍ୟାଲେଣ୍ଟ ଓ ନୂଆ ଫର୍ମାଟ ସହ ନିଜ ଶୋ'କୁ ଫେରିବେ।

ଆହୁରି ମଧ୍ୟ ପଢନ୍ତୁ: ହଟ୍‌କେ କିସ୍‌ ସିନ୍‌ କରି ରାତାରାତି ଚର୍ଚ୍ଚିତ ହୋଇଥିଲେ ନନ୍ଦିତା ଦାସ

କପିଲ୍‌ ଶର୍ମାଙ୍କ ସହ କାମ କରୁଥିବା ଅନେକ ସାଥୀ କଳାକାର ଅଲଗା ଶୋ'କୁ ପଳେଇଛନ୍ତି। ତେବେ ନୂଆ ଶୋ'ରେ ତାଙ୍କ ସହ କେଉଁମାନେ ନଜର ଆସିବେ ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story