‘ଡିୟର ଜିନ୍ଦେଗୀ’ରୁ ପାକିସ୍ତାନୀ କଳାକାର ଆଉଟ୍‌

ମୁମ୍ବାଇ: ଉରୀ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କ ଭାରତୀୟ ସିନେମାରେ କାମ କରିବାକୁ ନେଇ ବିବାଦ ଲାଗି ରହିଥିବା ବେଳେ କିଛି ନିର୍ଦ୍ଦେଶକ ସେମାନଙ୍କୁ ଫିଲ୍ମରେ ନେବାର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଖାସ୍ ସେଥିପାଇଁ ଶାହାରୁଖଙ୍କ ‘ଡିୟର ଜିନ୍ଦେଗୀ’ରୁ ଅଲ୍ଲି ଜଫର ଆଉଟ୍‌ ହୋଇଯାଇଛନ୍ତି। ନିର୍ଦ୍ଦେଶକ ଗୌରୀ ସିନ୍ଦେ ଅଲ୍ଲିଙ୍କୁ ଫିଲ୍ମରୁ ବାହାର କରିବା ପରେ ତାଙ୍କ ସ୍ଥାନରେ ତାହିର ରାଜ ଭସିନ୍‌ଙ୍କୁ ସାଇନ୍‌ କରିଛନ୍ତି। ଖବର ମୁତାବକ ତାହିରଙ୍କ ସୁଟିଂ ଆରମ୍ଭ ହୋଇଗଲାଣି। […]

alizafar

alizafar

Rakesh Mallick
  • Published: Thursday, 03 November 2016
  • Updated: 03 November 2016, 06:58 PM IST

Sports

Latest News

ମୁମ୍ବାଇ: ଉରୀ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନୀ କଳାକାରଙ୍କ ଭାରତୀୟ ସିନେମାରେ କାମ କରିବାକୁ ନେଇ ବିବାଦ ଲାଗି ରହିଥିବା ବେଳେ କିଛି ନିର୍ଦ୍ଦେଶକ ସେମାନଙ୍କୁ ଫିଲ୍ମରେ ନେବାର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଖାସ୍ ସେଥିପାଇଁ ଶାହାରୁଖଙ୍କ ‘ଡିୟର ଜିନ୍ଦେଗୀ’ରୁ ଅଲ୍ଲି ଜଫର ଆଉଟ୍‌ ହୋଇଯାଇଛନ୍ତି। ନିର୍ଦ୍ଦେଶକ ଗୌରୀ ସିନ୍ଦେ ଅଲ୍ଲିଙ୍କୁ ଫିଲ୍ମରୁ ବାହାର କରିବା ପରେ ତାଙ୍କ ସ୍ଥାନରେ ତାହିର ରାଜ ଭସିନ୍‌ଙ୍କୁ ସାଇନ୍‌ କରିଛନ୍ତି।

ଖବର ମୁତାବକ ତାହିରଙ୍କ ସୁଟିଂ ଆରମ୍ଭ ହୋଇଗଲାଣି। ଏହା ମଧ୍ୟରେ ଫିଲ୍ମର ଗୋଟେ ଗୀତର ସୁଟିଂ ମଧ୍ୟ ସରିଲାଣି। ଏହି ଗୀତରେ ସେ ଆଲିଆ ଭଟ୍ଟଙ୍କ ସହ ନଜର ଆସବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story