ସରିଲା 'ଦୀପ୍‌ବୀର୍‌'ଙ୍କର ରିସେପ୍‌ସନ୍‌-ଟୁ: ସୋଶାଲ ମିଡିଆରେ ଭାଇରାଲ୍‌ ହେଲା ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବି’ ଟାଉନ୍‌ର ନ୍ୟୁଲି ମ୍ୟାରେଡ୍‌ ଷ୍ଟାର୍‌ କପଲ୍‌ ‘ଦୀପ୍‌ବୀର୍‌’ଙ୍କ ଦ୍ୱିତୀୟ ରିସେପସନ୍‌ ପାର୍ଟି ମୁମ୍ବାଇର ହୋଟେଲ୍‌ ‘ଗ୍ରାଣ୍ଡ ହାୟଟ୍‌’ରେ ବୁଧବାର ଶେଷ ହୋଇଛି। ଏହି ପାର୍ଟି ରଣବୀର୍‌ଙ୍କ ବାପା, ମା’ଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା। ରିସେପ୍‌ସନ୍‌ରେ ଦୀପିକା ଓ ରଣବୀର୍‌, ଉଭୟ ରୟାଲ୍‌ ଲୁକ୍‌ରେ ନଜର ଆସିଥିଲେ। ଏହାର ଫଟୋ ଆଉ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି। ରିସେପ୍‌ସନ୍‌ରେ ‘ଦୀପ୍‌ବୀର୍‌’ଙ୍କୁ ଟ୍ରାଡିସନାଲ୍‌ ଲୁକ୍‌ରେ ଦେଖିବାକୁ ମିଳିଥିଲା। ଦୀପିକା ଏକ ଅଫ୍‌ ହ୍ୱାଇଟ୍‌ […]

rrrrrrr

rrrrrrr

Chinmayee Roy
  • Published: Thursday, 29 November 2018
  • Updated: 29 November 2018, 04:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବି' ଟାଉନ୍‌ର ନ୍ୟୁଲି ମ୍ୟାରେଡ୍‌ ଷ୍ଟାର୍‌ କପଲ୍‌ 'ଦୀପ୍‌ବୀର୍‌'ଙ୍କ ଦ୍ୱିତୀୟ ରିସେପସନ୍‌ ପାର୍ଟି ମୁମ୍ବାଇର ହୋଟେଲ୍‌ 'ଗ୍ରାଣ୍ଡ ହାୟଟ୍‌'ରେ ବୁଧବାର ଶେଷ ହୋଇଛି। ଏହି ପାର୍ଟି ରଣବୀର୍‌ଙ୍କ ବାପା, ମା'ଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା। ରିସେପ୍‌ସନ୍‌ରେ ଦୀପିକା ଓ ରଣବୀର୍‌, ଉଭୟ ରୟାଲ୍‌ ଲୁକ୍‌ରେ ନଜର ଆସିଥିଲେ। ଏହାର ଫଟୋ ଆଉ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି।

ରିସେପ୍‌ସନ୍‌ରେ 'ଦୀପ୍‌ବୀର୍‌'ଙ୍କୁ ଟ୍ରାଡିସନାଲ୍‌ ଲୁକ୍‌ରେ ଦେଖିବାକୁ ମିଳିଥିଲା। ଦୀପିକା ଏକ ଅଫ୍‌ ହ୍ୱାଇଟ୍‌ କଲର୍‌ର ଶାଢ଼ୀ ପିନ୍ଧି ଥିଲେ। ତାଙ୍କ ଶାଢ଼ୀରେ ହୋଇଥିବା ଗୋଲ୍ଡେନ୍‌ ରଙ୍ଗର କମକୂଟ କାମ ବେଶ ସୁନ୍ଦର ଓ ଆକର୍ଷଣୀୟ ଲାଗୁଥିଲା। ସେହିପରି ରଣବୀର୍‌ ମଧ୍ୟ ଅଫ୍‌ ହ୍ୱାଇଟ୍‌ ଓ ଗୋଲ୍ଡେନ୍‌ ରଙ୍ଗର ଶେରୱାନି ପିନ୍ଧିଥିଲେ। ରିସେପ୍‌ସନ୍‌ ପାର୍ଟିରେ ଦୀପିକାଙ୍କ ପରିବାରର ସମସ୍ତେ ଅଫ୍‌ ହ୍ୱାଇଟ୍‌ କଲର୍‌ରେ ନଜର ଆସିଥିବାବେଲେ ରଣବୀର୍‌ଙ୍କ ପରିବାର ବ୍ଲାକ୍‌ ଲୁକ୍‌ରେ ଦେଖିବାକୁ ମିଳିଥିଲେ।

ଏହି ଇଭେଣ୍ଟ୍‌ରେ ଏପରି ଏକ ଘଟଣା ହୋଇଥିଲା, ଯେଉଁଥିରେ ଦୀପିକା  ଓ ରଣବୀର୍‌ ନିଜ ହସକୁ ସମ୍ଭାଳି ପାରିଲେନି। ଘଟଣା ହେଲା, ଗଣମାଧ୍ୟମର କିଛି ଫଟୋଗ୍ରାଫର୍‌ 'ଦୀପ୍‌ବୀର୍'ଙ୍କ ଯୁଗଳ ଫଟୋ ଉଠାଇବାକୁ ଉଭୟଙ୍କୁ କ୍ୟାମେରା ଆଡ଼କୁ ଲୁକ୍‌ ଦେବାକୁ କହୁଥିଲେ। ଦୀପିକା ଯେତେବେଳେ ଡାହାଣ ପଟକୁ ଦେଖୁଥିଲେ, ସେତେବେଳେ ବାମ ପଟେ ଥିବା ଫଟୋଗ୍ରାଫରମାନେ ଦୀପିକାଙ୍କୁ ଜୋର୍‌ରେ 'ଭାବି' 'ଭାବି' କହି ଡାକିବାକୁ ଲାଗିଲେ। ଆଉ ଏହା ଶୁଣି ରଣବୀର ଓ ଦୀପିକା ନିଜ ହସକୁ ରୋକି ପାରିଲେ ନାହିଁ। ଏହି ମୂହୂର୍ତ୍ତ କ୍ୟାମେରାରେ ମଧ୍ୟ ରେକର୍ଡ଼ ହୋଇଯାଇଥିଲା। (ଦେଖନ୍ତୁ ଭିଡିଓ)

https://youtu.be/btCQ3tjY9W0

ଏହି ରିସେପ୍‌ସନ୍‌ ପରେ' ଦୀପ୍‌ବୀର୍‌' ଡିସେମ୍ବର ୧ରେ ଆଉ ଏକ ରିସେପ୍‌ସନ ପାର୍ଟିର ଆୟୋଜନ କରିଛନ୍ତି। ଏହି ପାର୍ଟିରେ ବଲିଉଡ୍‌ର ଅନେକ ନାମୀ ଦାମୀ କଳାକାର ସାମିଲ୍ ହେବେ।

ଉଭୟଙ୍କ ବାହାଘର ଇଟାଲୀର 'ଲେକ୍‌ କୋମୋ'ରେ ସରିବା ପରେ ପ୍ରଥମ ରିସେପ୍‌ସନ୍‌ ପାର୍ଟି  ନଭେମ୍ବର ୨୮ ତାରିଖରେ ବେଙ୍ଗାଲୁରୁରେ ହୋଇଥିଲା। ଏହି ରିସେପ୍‌ସନ୍‌ ଦୀପିକାଙ୍କ ବାପା ମା'ଙ୍କ ତରଫରୁ ଆୟୋଜିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story