‘ଏସ୍‌ ଅଫ୍‌ ସ୍ପେସ୍‌-୨’ରେ ଦୀପକ ଠାକୁର ଆହତ

ମୁମ୍ବାଇ: ବିଗ୍‌ବସ୍‌ର ମାଷ୍ଟର୍‌ମାଇଣ୍ଡ୍‌ ବିକାଶ ଗୁପ୍ତାଙ୍କ ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌-୨’ ଏବେ ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ‘ବିଗ୍‌ ବସ୍‌-୧୨’ରେ ସାମିଲ ହୋଇଥିବା ବିହାରୀ ବାବୁ ଦୀପକ ଠାକୁର ମଧ୍ୟ ପ୍ରତିଯୋଗୀ ଅଛନ୍ତି। ‘ବିଗ୍‌ ବସ୍‌’ ପରେ ତାଙ୍କୁ ଏହି ଶୋ’ରେ ଦେଖି ତାଙ୍କ ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ଅଛନ୍ତି। ହେଲେ ଏବେ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଦୁଃଖଦ ଖବର।  ‘ଏସ୍‌ ଅଫ୍‌ ସ୍ପେସ୍‌-୨’ରେ ଦିଆଯାଇଥିବା ଏକ ଟାସ୍କ କରୁଥିବା ସମୟରେ ସେ ଆହତ […]

deepak

deepak

Chinmayee Roy
  • Published: Thursday, 29 August 2019
  • Updated: 29 August 2019, 02:59 PM IST

Sports

Latest News

ମୁମ୍ବାଇ: ବିଗ୍‌ବସ୍‌ର ମାଷ୍ଟର୍‌ମାଇଣ୍ଡ୍‌ ବିକାଶ ଗୁପ୍ତାଙ୍କ ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌-୨’ ଏବେ ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ‘ବିଗ୍‌ ବସ୍‌-୧୨’ରେ ସାମିଲ ହୋଇଥିବା ବିହାରୀ ବାବୁ ଦୀପକ ଠାକୁର ମଧ୍ୟ ପ୍ରତିଯୋଗୀ ଅଛନ୍ତି। ‘ବିଗ୍‌ ବସ୍‌’ ପରେ ତାଙ୍କୁ ଏହି ଶୋ’ରେ ଦେଖି ତାଙ୍କ ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ଅଛନ୍ତି। ହେଲେ ଏବେ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଦୁଃଖଦ ଖବର।  ‘ଏସ୍‌ ଅଫ୍‌ ସ୍ପେସ୍‌-୨’ରେ ଦିଆଯାଇଥିବା ଏକ ଟାସ୍କ କରୁଥିବା ସମୟରେ ସେ ଆହତ ହୋଇଥିବା ସୂଚନା ମିଳିଛି। ଏମିତିକି ତାଙ୍କୁ ଡାକ୍ତରଖାନାନେ ଭର୍ତ୍ତି କରାଯାଇଛି।

https://www.instagram.com/p/B1nhBQWnc5d/?utm_source=ig_web_copy_link

ସୂଚନା ଅନୁଯାୟୀ, ଦୀପକ ଅନ୍ୟ ପ୍ରତିଯୋଗୀମାନଙ୍କ ସହ ସାପ୍ତାହିକ ଟାସ୍କ କରୁଥିବା ସମୟରେ ତାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଥିଲା। ଏହାପରେ ତୁରନ୍ତ ସେହି ଟାସ୍କକୁ ବନ୍ଦ କରି ଦିଆଯାଇଥିଲା। ପ୍ରଥମେ ଦୀପକଙ୍କୁ ସେଟ୍‌ରେ ହିଁ ଡାକ୍ତର ଦେଖିଥିଲେ ଓ ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା।

ଦୀପକଙ୍କ ପୂର୍ବରୁ ‘ଏସ୍‌ ଅଫ ସ୍ପେସ୍‌-୨’ର ଟାସ୍କ କରିବା ସମୟରେ ଅଭିନେତ୍ରୀ କ୍ରିସନ୍‌ ବରେଟୋ ଶ୍ୱାସ ସମ୍ବନ୍ଧୀୟ ସମସ୍ୟାରେ ପଡ଼ିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି। ହେଲେ ଚର୍ଚ୍ଚା ହେଉଛି ଯେ ସେ ଏବେ ଏହି ଶୋ’ ଛାଡ଼ିବାକୁ ଚାହୁଁଛନ୍ତି। ତେବେ ଆଗାମୀ ଏପିସୋଡ୍‌ରେ ହିଁ ଜଣାପଡ଼ିବ ଯେ କ୍ରିସନ୍‌ ଶୋ’ରେ ରହିବେ କି ଏଥିରୁ ବିଦାୟ ନେବେ।

https://www.instagram.com/p/B0lpvBcH6Y5/?utm_source=ig_web_copy_link

ବିକାଶ ଗୁପ୍ତାଙ୍କ ଏହି ରିଆଲିଟି ଶୋ’ ପ୍ରତିଦିନ ଏମ୍‌ଟିଭିରେ ସନ୍ଧ୍ୟା ୬ଟାରେ ପ୍ରସାରିତ ହେଉଛି। ଗତ ୨୪ ତାରିଖରେ ଏହାର ଗ୍ରାଣ୍ଡ ପ୍ରିମିୟର ହୋଇଥିଲା। ସବୁଠୁ ବଡ଼ କଥା ହେଉଛି, ଏହି ଶୋ’ରେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ପ୍ରତିଯୋଗୀ ଭାବେ ସାମିଲ୍‌ ହୋଇଛନ୍ତି। ଦୀପକ ଓ ପ୍ରକୃତିଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ମଡେଲ୍‌ ଲୁସିଣ୍ଡା, ଟେଲିଭିଜନ୍ ଅଭିନେତା ରୋହନ ମେହେରା ଓ ‘ସ୍ପିଲ୍‌ଟ୍‌ଭିଲ୍ଲା’ ଫେମ୍‌ ବସିର୍‌ ଅଲ୍ଲୀ ପ୍ରମୁଖ ଏଥିରେ ସାମିଲ୍‌ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story