ଆଜି ବେଙ୍ଗାଲୁରୁରେ ଦୀପ୍‌ବୀର୍‌ଙ୍କ ପ୍ରଥମ ରିସେପ୍‌ସନ୍‌ ପାର୍ଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବି’ ଟାଉନ୍‌ର ନ୍ୟୁଲି ମ୍ୟାରେଡ୍‌ କପଲ୍‌ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହଙ୍କ ୱେଡିଂ ସେଲିବ୍ରେସନ୍ ଜାରି ରହିଛି। ଉଭୟଙ୍କ ବିବାହର  ପ୍ରଥମ ରିସେପ୍‌ସନ୍‌ ପାର୍ଟି ଆଜି ବେଙ୍ଗାଲୁରୁରେ ହେଉଛି। ଏଥିପାଇଁ ବେଙ୍ଗାଲୁରୁସ୍ଥିତ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ୍‌ଙ୍କ ଘର ନୂଆ ବୋହୂ ଭଳି ସଜେଇ ହୋଇଛି। ଦୀପିକାଙ୍କ ବାପା ମା’ ଏହି ରିସେପ୍‌ସନ୍‌ ପାର୍ଟି ପାଇଁ ଜୋରସୋରରେ ପ୍ରସ୍ତୁତି କରିଛନ୍ତି। ଏହାର କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। https://www.instagram.com/p/BqZ3loPlEpP/?utm_source=ig_web_copy_link ଦୀପିକା ଓ ରଣବୀର୍‌ […]

ddddd

ddddd

Chinmayee Roy
  • Published: Wednesday, 21 November 2018
  • Updated: 21 November 2018, 05:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବି' ଟାଉନ୍‌ର ନ୍ୟୁଲି ମ୍ୟାରେଡ୍‌ କପଲ୍‌ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହଙ୍କ ୱେଡିଂ ସେଲିବ୍ରେସନ୍ ଜାରି ରହିଛି। ଉଭୟଙ୍କ ବିବାହର  ପ୍ରଥମ ରିସେପ୍‌ସନ୍‌ ପାର୍ଟି ଆଜି ବେଙ୍ଗାଲୁରୁରେ ହେଉଛି। ଏଥିପାଇଁ ବେଙ୍ଗାଲୁରୁସ୍ଥିତ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ୍‌ଙ୍କ ଘର ନୂଆ ବୋହୂ ଭଳି ସଜେଇ ହୋଇଛି। ଦୀପିକାଙ୍କ ବାପା ମା' ଏହି ରିସେପ୍‌ସନ୍‌ ପାର୍ଟି ପାଇଁ ଜୋରସୋରରେ ପ୍ରସ୍ତୁତି କରିଛନ୍ତି। ଏହାର କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

https://www.instagram.com/p/BqZ3loPlEpP/?utm_source=ig_web_copy_link

ଦୀପିକା ଓ ରଣବୀର୍‌ ସିଂହଙ୍କ ବାହାଘର ଚଳିତ ନଭେମ୍ବର ୧୪ ଓ ୧୫ରେ ଇଟାଲୀର ଲେକ୍ କୋମୋରେ ହୋଇଥିଲା। ଏହି ପ୍ରାଇଭେଟ୍ ୱେଡିଙ୍ଗରେ ଦୀପବୀର୍‌ଙ୍କ ପରିବାର ଓ କିଛି ନିକଟତମ ବନ୍ଧୁଙ୍କୁ ମିଶାଇ ସମୁଦାୟ ୩୦ ଜଣ ଅତିଥି ସାମିଲ ହୋଇଥିଲେ।  ଆଜି ବେଙ୍ଗାଳୁରୁରେ ଉଭୟଙ୍କ ପ୍ରଥମ ରିସେପ୍‌ସନ୍‌ ପାର୍ଟି ରହିଥିବାବେଳେ ୨୮ ନଭେମ୍ବରରେ ମୁମ୍ବାଇରେ ଦ୍ୱିତୀୟ ରିସେପ୍‌ସନ୍‌ ପାର୍ଟି ହେବ। ଆଜିର ପାର୍ଟି ଦୀପିକାଙ୍କ ପରିବାର ପକ୍ଷରୁ ଦିଆଯାଉଥିବାବେଳେ ମୁମ୍ବାଇରେ ରଣବୀରଙ୍କ ବାପା ମା' ପାର୍ଟି ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story