ମାହିରାଙ୍କ ସାହସ ବଢ଼ାଇଲେ ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ୍‌ଙ୍କ  ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିରୋଧ ଜାରି ରହିଛି। ଏମିତିକି ଫିଲ୍ମ ରିଲିଜ୍‌ ବନ୍ଦ ନହେଲେ କରଣୀ ସେନା ଦୀପିକାଙ୍କ ନାକ କାଟି ଦେବାକୁ ମଧ୍ୟ ଧମକ ଦେଇଛନ୍ତି। ଏହା ପରେ ମୁମ୍ବାଇରେ ତାଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଦେଶରେ ନିଜେ ବିରୋଧର ସମ୍ମୁଖୀନ ହେଇଥିବା ଦୀପିକା ଏବେ ଓହ୍ଲାଇଛନ୍ତି ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌ଙ୍କ ସମର୍ଥନରେ। କଥା ହେଉଛି ମାହିରାଙ୍କ ଆଗାମୀ ଫିଲ୍ମ ‘ବର୍‌ନା’କୁ ନେଇ ବିବାଦ ଦେଖା ଦେଇଛି। […]

DeepikaMahira

DeepikaMahira

Rakesh Mallick
  • Published: Friday, 17 November 2017
  • Updated: 17 November 2017, 11:58 AM IST

ମୁମ୍ବାଇ: ଦୀପିକା ପାଦୁକୋନ୍‌ଙ୍କ  ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିରୋଧ ଜାରି ରହିଛି। ଏମିତିକି ଫିଲ୍ମ ରିଲିଜ୍‌ ବନ୍ଦ ନହେଲେ କରଣୀ ସେନା ଦୀପିକାଙ୍କ ନାକ କାଟି ଦେବାକୁ ମଧ୍ୟ ଧମକ ଦେଇଛନ୍ତି। ଏହା ପରେ ମୁମ୍ବାଇରେ ତାଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଦେଶରେ ନିଜେ ବିରୋଧର ସମ୍ମୁଖୀନ ହେଇଥିବା ଦୀପିକା ଏବେ ଓହ୍ଲାଇଛନ୍ତି ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌ଙ୍କ ସମର୍ଥନରେ।

କଥା ହେଉଛି ମାହିରାଙ୍କ ଆଗାମୀ ଫିଲ୍ମ ‘ବର୍‌ନା’କୁ ନେଇ ବିବାଦ ଦେଖା ଦେଇଛି। ବିବାଦୀୟ କାହାଣୀ ଯୋଗୁଁ ପାକିସ୍ତାନର ସେନ୍‌ସର ବୋର୍ଡ ଫିଲ୍ମଟିକୁ ବ୍ୟାନ୍‌ କରି ଦେଇଛନ୍ତି। ଏଥିରେ ଜଣେ ଗଭର୍ଣ୍ଣରଙ୍କ ପୁଅ ଜଣେ ମହିଳାଙ୍କୁ ବଳତ୍କାର କରିଥିବା ଘଟଣାକୁ ଦେଖାଯାଇଛି। ଗୁରୁବାର ନିଜ ଫିଲ୍ମର ପ୍ରମୋସନ୍‌ରେ କରିବାରେ ବେଳେ ଦୀପିକା କହିଥିଲେ, “କିଛି ଲୋକ ସିନେମାର ଶକ୍ତି ବୁଝନ୍ତିନି। ଏହା ଦୁନିଆରେ କ’ଣ କରିପାରେ ସେମାନେ ଜାଣନ୍ତିନି?

ଏହାପରେ ମାହିରା ଟ୍ଵିଟ୍‌ କରି ଲେଖିଥିଲେ “ଆଜି ରାତିରେ ମୁଁ ଜାଣିଲି କଳାକାରମାନେ କେତେ ଶକ୍ତିଶାଳୀ। ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ନୁହଁନ୍ତି। ଆମକୁ କାହିଁକି ବ୍ୟାନ୍‌ କରାଯାଉଛି? ଆମ ଫିଲ୍ମ ଗୁଡ଼ିକ ସେମାନଙ୍କ ପାଇଁ କାହିଁକି ବିପଦ ହେଉଛି? କ୍ଷମତାର ଏହି ଖେଳରେ ଆମେ ସବୁବେଳେ ଜିତିବୁ। କଳା/ପ୍ରେମ/ସତ୍ୟ ସବୁବେଳେ ଜିତନ୍ତି।”

ପାକିସ୍ତାନ ସେନ୍‌ସର ବୋର୍ଡର ଜଣେ ସଦସ୍ୟ କହିଛନ୍ତି, ଏହି ଫିଲ୍ମରେ ଗଭର୍ଣ୍ଣରଙ୍କ ପୁଅକୁ ଏକ ଧର୍ଷଣ ମାମଲାରେ ଯୋଡ଼ି ଦେଖା ଯାଇଛି। ସେଥିପାଇଁ ଆପତ୍ତି ଉଠିଛି। ଦ୍ୱିତୀୟତଃ ଏହି ଫିଲ୍ମରେ ବହୁତ୍‌ ବୋଲ୍ଡ ଡାଇଲଗ୍‌ ଓ ସିନ୍‌ ମଧ୍ୟ ରହିଛି।

ମାହିରା ଶାହାରୁଖ୍‌ଙ୍କ ସହ ଫିଲ୍ମ ‘ରଇଜ୍‌’ରେ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story