ଶେଷ ହେଲା ଦୀପ୍‌ଭୀରଙ୍କ ୱେଡିଂ ସେରିମନି

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଶେଷରେ ସରିଛି ମୋଷ୍ଟ ଆୱେଟେଡ୍ ମ୍ୟାରେଜ୍‌ ଅଫ ଦ’ ଇୟର। ଜନ୍ମ ଜନ୍ମର ସାଥି ହେବାକୁ କଥା ଦେଇ ଦୀପିକା ବନିଛନ୍ତି ରଣବୀରଙ୍କ ଦୁଲହନିଆ। ପ୍ରଥମେ କୋଙ୍କଣି ପ୍ରଥାରେ ବିବାହ କରି ମସ୍ତାନୀଙ୍କୁ ନିଜର ବନେଇଛନ୍ତି ବାଜିରାଓ। ଏହି ଅବସରରେ ଦୀପବୀରଙ୍କ କିଛି ନିକଟତର ବନ୍ଧୁଙ୍କ ସମେତ ପରିବାର ଲୋକେ ସାମିଲ ହୋଇଥିଲେ। ଇଟାଲିର ଲେକ୍‌ କେମୋରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ଲେକ ନିକଟର କିଛି ଫଟୋ ଓ ଭିଡିଓ ସୋସିଆଲ୍ […]

ds

ds

Chinmayee Roy
  • Published: Thursday, 15 November 2018
  • Updated: 15 November 2018, 07:32 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଶେଷରେ ସରିଛି ମୋଷ୍ଟ ଆୱେଟେଡ୍ ମ୍ୟାରେଜ୍‌ ଅଫ ଦ’ ଇୟର। ଜନ୍ମ ଜନ୍ମର ସାଥି ହେବାକୁ କଥା ଦେଇ ଦୀପିକା ବନିଛନ୍ତି ରଣବୀରଙ୍କ ଦୁଲହନିଆ। ପ୍ରଥମେ କୋଙ୍କଣି ପ୍ରଥାରେ ବିବାହ କରି ମସ୍ତାନୀଙ୍କୁ ନିଜର ବନେଇଛନ୍ତି ବାଜିରାଓ। ଏହି ଅବସରରେ ଦୀପବୀରଙ୍କ କିଛି ନିକଟତର ବନ୍ଧୁଙ୍କ ସମେତ ପରିବାର ଲୋକେ ସାମିଲ ହୋଇଥିଲେ। ଇଟାଲିର ଲେକ୍‌ କେମୋରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ଲେକ ନିକଟର କିଛି ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ହେଲେ ଦୀପବୀରଙ୍କ ପକ୍ଷରୁ କୌଣସି ଅଫିସିଅଲ୍ ଫଟୋ କିମ୍ବା ଭିଡିଓ ସେୟାର କରାଯାଇନାହିଁ। ବିବାହ ସରିବାପରେ ଲେକ୍‌ କୋମୋରେ ଖୁବ୍‌ସାରା ଆତସବାଜି ମଧ୍ୟ ହୋଇଛି। ଦୀପବୀରଙ୍କ ଏକାଠି ହେବା ଖୁସିରେ ରଙ୍ଗବେରଙ୍ଗର ବାଣର ଆଲୋକରେ ଚମକି ଉଠିଥିଲା ଲେକ୍‌। ଏହାର ଏକ ଝଲକ ଦେଖନ୍ତୁ ନିମ୍ନରେ ଦିଆଯାଇଥବା ଇନ୍‌ଷ୍ଟା ଭିଡିଓରେ।

https://www.instagram.com/p/BqKot7SAcTh/?utm_source=ig_web_copy_link

କିଛି ସାମ୍ବାଦିକ ଲେକ ନିକଟରୁ ତାଙ୍କ ୱେଡିଙ୍ଗ ଫଟୋ ନେବାକୁ ଚେଷ୍ଟା କରିଛନ୍ତି। ଫଟୋରୁ ରଣବୀର ଓ ଦୀପିକାଙ୍କ ୱେଡିଙ୍ଗ ଲୁକ୍‌ର ଟିକେ ଅନୁମାନ ଲଗାଇ ହେଉଛି ଯେ  ଦୀପବୀରଙ୍କ ଯୋଡି ଧଳା ରଙ୍ଗର ୱେଡିଙ୍ଗ ଡ୍ରେସ୍ ପିନ୍ଧିଛନ୍ତି।

ତେବେ ଆଜି ପୁଣିଥରେ ସିନ୍ଧି ରିତୀନିତୀରେ ବିବାହ କରିଛନ୍ତି ଦୀପିକା ଓ ରଣବୀର। ଏଥିରେ ଦୀପିକା ଲାଲ୍‌ ରଙ୍ଗର ସାଢ଼ି ପିନ୍ଧିଥିବା ଶୁଣିବାକୁ ମିଳିବା ସହ ଭାଇରାଲ ଫଟୋରୁ ମଧ୍ୟ ଅନୁମାନ କରାଯାଉଛି। ସେପଟେ, ତାଙ୍କ ଫ୍ୟାନ୍ସମାନେ ଦୀପବୀରଙ୍କ ବିବାହ ଫଟୋ ଦେଖିବା ପାଇଁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି। ହେଲେ କେବେ ଅଫିସିଅଲ୍ ଫଟୋ ସୋସିଆଲ ମିଡିଆରେ ସେୟାର ହେବ ସେନେଇ କୌଣସି ସୂଚନା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story