ପୁଣି ଆସିବ ଚାଲ୍‌ବାଜ୍‌: ଏଥର କିଏ କରିବ ଡବଲରୋଲ୍?

ବଲିଉଡରେ ପୁରୁଣା ଫିଲ୍ମର ରିମେକ୍ କରିବୋବା ଏକ ସାଧାରଣ କଥା ହୋଇଗଲାଣି। କହିବାକୁ ଗଲେ ଏବେ ବଲିଉଡରେ ପୁରୁଣା ଫିଲ୍ମ ଓ ପୁରୁଣା ଗୀତର ରିମେକ୍ ହିଁ ଟ୍ରେଣ୍ଡ ଚାଲିଛି। ଏବେ ଆଉ ଏକ ସୁପରହିଟ୍‌ ବଲିଉଡ ମୁଭିର ରିମେକ୍ ହେବାକୁ ଯାଉଛି। ଫିଲ୍ମଟି ହେଲା, ବଲିଉଡ ଡିଭା ଶ୍ରୀଦେବୀଙ୍କ ଅଭିନୀତ ୨୮ ବର୍ଷ ତଳର ସୁପରହିଟ୍‌ ଫିଲ୍ମ ‘ଚାଲ୍‌ବାଜ୍’। ଫିଲ୍ମଟିକୁ ଆଉଥରେ ନିର୍ମାଣ କରିବାକୁ ଯାଉଛନ୍ତି ଡେଭିଡ୍ ଧୱନ । ସବୁଠୁ ବଡ଼ ପ୍ରଶ୍ନ ହେଉଛି  […]

Sridevi

Sridevi

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 02:12 PM IST

Sports

Latest News

ବଲିଉଡରେ ପୁରୁଣା ଫିଲ୍ମର ରିମେକ୍ କରିବୋବା ଏକ ସାଧାରଣ କଥା ହୋଇଗଲାଣି। କହିବାକୁ ଗଲେ ଏବେ ବଲିଉଡରେ ପୁରୁଣା ଫିଲ୍ମ ଓ ପୁରୁଣା ଗୀତର ରିମେକ୍ ହିଁ ଟ୍ରେଣ୍ଡ ଚାଲିଛି। ଏବେ ଆଉ ଏକ ସୁପରହିଟ୍‌ ବଲିଉଡ ମୁଭିର ରିମେକ୍ ହେବାକୁ ଯାଉଛି। ଫିଲ୍ମଟି ହେଲା, ବଲିଉଡ ଡିଭା ଶ୍ରୀଦେବୀଙ୍କ ଅଭିନୀତ ୨୮ ବର୍ଷ ତଳର ସୁପରହିଟ୍‌ ଫିଲ୍ମ ‘ଚାଲ୍‌ବାଜ୍’।

ଫିଲ୍ମଟିକୁ ଆଉଥରେ ନିର୍ମାଣ କରିବାକୁ ଯାଉଛନ୍ତି ଡେଭିଡ୍ ଧୱନ । ସବୁଠୁ ବଡ଼ ପ୍ରଶ୍ନ ହେଉଛି  ଏହି ରିମେକ୍‌ରେ ଶ୍ରୀଦେବୀଙ୍କ ଜାଗା କିଏ ନେବ। ତେବେ ଫିଲ୍ମରେ ଲିଡ୍‌ ରୋଲକୁ ନେଇ ଏବେ ଯାଏଁ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ସୂଚନା ଅନୁଯାୟୀ ଶ୍ରୀଦେବୀ କହିଛନ୍ତି ଯେ, ଏହି ରୋଲ ପାଇଁ ଆଲିଆ ଭଟ୍ଟ ହିଁ ସବୁଠୁ ପରଫେକ୍ଟ। ଏଥିରୁ ଜଣା ପଡ଼ୁଛି ଯେ ଫିଲ୍ମରେ ଡବଲ୍ ରୋଲ ପାଇଁ ଆଲିଆଙ୍କର ଚାନ୍ସ୍‌ ଅଧିକ ରହିଛି । କେବଳ ଏତିକି ନୁହେଁ, ଶୁଣିବାକୁ ମିଳିଛି ଯେ ଡେଭିଡ୍ ଧୱନ ବି ଆଲିଆଙ୍କୁ ସାଇନ୍ କରିବା ପାଇଁ ଭାବୁଛନ୍ତି।

ଶ୍ରାଦେବୀ, ରଜନୀକାନ୍ତ ଓ ସନି ଦେୱଲଙ୍କ ଅଭିନୀତ, ନିର୍ଦ୍ଦେଶକ ପଙ୍କଜ ପରାଶରଙ୍କ ସୁପରହିଟ୍ ଫିଲ୍ମ ‘ଚାଲ୍‌ବାଜ୍‌’ ଏକ ନୂଆ ରୂପରେ ପୁଣିଥରେ ପରଦାକୁ ଆସିବ। ଡେଭିଡ୍ ଧୱନ ଅନେକ ସମୟରୁ ଫିଲ୍ମର କାହାଣୀକୁ ନୂଆ ରଙ୍ଗରେ ଦେଖାଇବା ପାଇଁ ଯୋଜନା କରୁଛନ୍ତି। ଏଥି ସହ ଫିଲ୍ମରେ ଡବଲ୍ ରୋଲ କରିଥିବା ଶ୍ରୀଦେବୀଙ୍କ ଜାଗାରେ କିଏ ଅଭିନୟ କରିବେ ତାର ସନ୍ଧାନ ମଧ୍ୟ ଡେଭିଡ୍ ଚଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story